Home

ଆଇସିସି ଟେଷ୍ଟ ର଼୍ୟାଙ୍କିଂ: ଶୀର୍ଷ ୫ ଅଲରାଉଣ୍ଡରରେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୨।୧: ଆଇସିସି ପକ୍ଷରୁ ବୁଧବାର ନୂତନ ଟେଷ୍ଟ ର଼୍ୟାଙ୍କିଂ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ୩ ଖେଳାଳି ଅଲରାଉଣ୍ଡର ର଼୍ୟାଙ୍କିଂରେ ଟପ୍‌-୫ରେ ପହଞ୍ଚିଥିବାବେଳେ ବୋଲର୍‌ ର଼୍ୟାଙ୍କିଂରେ ମଧ୍ୟ ଭାରତୀୟ ଖେଳାଳିମାନେ ଅଛନ୍ତି। ଆଇସିସି…

ଥରିଲା ଉତ୍ତରାଖଣ୍ଡ

ଡେରାଡୁନ,୨୨।୨: ଉତ୍ତରାଖଣ୍ଡରେ ବୁଧବାର ଭୂକମ୍ପ ସୃଷ୍ଟି ହୋଇଛି। ଦିନ ପ୍ରାୟ ୧.୩୦ ସମୟରେ କୁମାଓନ ଡିଭିଜନର ପିଥୋରାଗଡରେ ଏହି ଭୂକମ୍ପ ହୋଇଛି। ଏହି ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ…

ମହିଳା ପ୍ରିମିୟର ଲିଗ୍‌ର ଟାଇଟଲ୍‌ ସ୍ପନ୍‌ସର୍‌ ହେବ ଟାଟା

ନୂଆଦିଲ୍ଲୀ,୨୨।୧: ମାର୍ଚ୍ଚ ୪ରୁ ଡବ୍ଲୁପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଅଧିକାର ହାସଲ କରିବା ପରେ ଟାଟା ଗ୍ରୁପ୍‌ ପ୍ରଥମ ମହିଳା ପ୍ରିମିୟର ଲିଗ୍‌(ଡବ୍ଲୁପିଏଲ୍‌)ର ଟାଇଟଲ୍‌ ଅଧିକାର ମଧ୍ୟ ହାସଲ କରିଛି। ଏନେଇ କ୍ରିକେଟ…

ମଝିଘରିଆଣୀ ଦର୍ଶନ ସାରି ଫେରୁଥିଲେ: ଅଟୋକୁ ପିଟିଲା ଟ୍ରକ, ଚାଲିଗଲା ୫ ଜୀବନ

ରାୟଗଡ଼ା ଅଫିସ,୨୨ା୨: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାଠାରୁ ୪ କିମି ଦୂରରେ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି। ଅଟୋରେ ମୋଟ୍‌ ୮ ଯାତ୍ରୀ ଥିଲେ। ସମସ୍ତ ଗୁରୁତରଙ୍କୁ…

‘ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏମିତି ଘଟୁ ନ ଥିଲା’

ପୁଣେ,୨୨।୨: ଆଜିକାଲି ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଦେଖାଦେଇଛି। ଶିବସେନାର ନାଁ ଏବଂ ନିର୍ବାଚନୀ ପ୍ରତୀକକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏନେଇ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି। ଗୋଟିଏ…

ପ୍ରଥମ ଥର ଲାଗି ଅପରେଶନ ଅଞ୍ଚଳରେ ନିୟୋଜିତ ହେବେ ମହିଳା ସେନା ଅଧିକାରୀ, ଚାଇନା-ପାକିସ୍ତାନ ବିରୋଧରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ସେନା ପ୍ରଥମ ଥର ପାଇଁ ମେଡିକାଲ ଷ୍ଟ୍ରିମ୍‌ ବାହାରେ କମାଣ୍ଡ ରୋଲରେ ମହିଳା ଅଧିକାରୀଙ୍କୁ ନିଯୁକ୍ତ କରିବା ଆରମ୍ଭ କରିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କୁ ପରୀକ୍ଷାମୂଳକ ଭାବେ ଉତ୍ତର ଏବଂ ପୂର୍ବ ୟୁନିଟ୍‌ କମାଣ୍ଡ ସହ…

ଭୁଶୁଡ଼ିଲା ଖଣି: ୨ ମୃତ, ୫୦ରୁ ଊର୍ଦ୍ଧ୍ୱ ନିଖୋଜ

ବେଜିଂ,୨୨ା୨: ବୁଧବାର ଚାଇନାର ଉତ୍ତର ଆଭ୍ୟନ୍ତରୀଣ ମଙ୍ଗୋଲିଆ ଅଞ୍ଚଳରେ ଏକ ଖଣି ଭୁଶୁଡ଼ି ପଡ଼ିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ଆଜି ଅପରାହ୍ନରେ ଆଲକ୍ସା ଲିଗ୍‌ର ଏକ ଖଣି ଭୁଶୁଡ଼ି…

ଇପିଏଫ୍‌ଓ ଆକାଉଣ୍ଟଧାରୀଙ୍କ ଅପେକ୍ଷାର ହେବ ଅନ୍ତ! ଖୁବ୍‌ଶୀଘ୍ର ଆସିପାରେ ସୁଧ, ଏଭଳି ଦେଖନ୍ତୁ…

ନୂଆଦିଲ୍ଲୀ,୨୨।୧: ଇପିଏଫ୍‌ଓ ଆକାଉଣ୍ଟଧାରୀଙ୍କ ପାଇଁ ସୁଧର ଅପେକ୍ଷା ଶେଷ ହୋଇପାରେ। କାରଣ ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ସୁଧ ଟଙ୍କା ଆକାଉଣ୍ଟଙ୍କୁ ଆସିପାରେ। କାଉଣ୍ଟଧାରୀମାନେ ନଭେମ୍ବର ୨୦୨୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ଟଙ୍କା କ୍ରେଡିଟ କରିବାକୁ ଅପେକ୍ଷା କରିଛନ୍ତି। ଆକାଉଣ୍ଟଧାରୀମାନେ…

ପାକିସ୍ତାନକୁ ସହାୟତା ଦେଲା ଚାଇନା

ଇସଲାମାବାଦ୍‌,୨୨।୨: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ବାକି ଅଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୈଦେଶିକ ମନ୍ତ୍ରଣାଳୟକୁ ବିଦେଶରେ ମିଶନ, କାର୍ଯ୍ୟାଳୟ…

ଶିକ୍ଷକ ଅଭାବ ନେଇ ବିଇଓଙ୍କୁ ଅଭିଯୋଗ

କଣ୍ଟିପାଳ,୨୨ା୨(ଡି.ଏନ୍‌.ଏ.): ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବରିଡିହା ୟୁଜିୟୁପି ସ୍କୁଲରେ ଶିକ୍ଷକ ଅଭାବ ଜନିତ ସମସ୍ୟା ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ସଂଖ୍ୟା ୨୦୬ ରହିଥିବାବେଳେ ଶିକ୍ଷାଦାନ…

ଜଳୁଛି ଜଙ୍ଗଲ, ଚିନ୍ତାରେ ବନ ବିଭାଗ

କେନ୍ଦୁଝର,୨୨ା୨(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲ (ଏନ୍‌ଏଚ୍‌ ୨୦)ରେ ନିଆଁ ଲଗାଯାଇଥିବା ଚାରିଆଡ଼େ ଧୂଆଁମୟ ହୋଇ ବାୟୁ ପ୍ରଦୂଷଣ ହେବା ସହ ଗଛଲତା ପୋଡ଼ିଯାଇଛି। ନିଆଁ ଲିଭା ନ ଗଲେ ଚାରି ଆଡ଼କୁ ବ୍ୟାପି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଆଶଙ୍କା…

ଶିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୨: ଏକନାଥ ଶିନ୍ଦେ ଗୋଷ୍ଠୀକୁ ଅସଲ ଶିବସେନା ଭାବେ ସ୍ବୀକୃତି ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଏକନାଥ ଶିବିର ଏବଂ ନିର୍ବାଚନ ଆୟୋଗଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri