Home

ମେଘାନ୍‌ଙ୍କୁ ଓମେନ୍‌ ଅଫ୍‌ ଭିଜନ୍‌ ଆଓ୍ବାର୍ଡ

ଲଣ୍ଡନ,୫ା୪: ବ୍ରିଟେନ୍‌ର ଡଚେସ୍‌ ଅଫ୍‌ ସସେକ୍ସ ମେଘାନ୍‌ ମାର୍କେଲଙ୍କୁ ଚଳିତବର୍ଷ ଗ୍ଲୋରିଆ ଷ୍ଟେନେମର ଓମେନ୍‌ ଅଫ୍‌ ଭିଜନ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ଆସନ୍ତା ମେ’ ୧୬ରେ ଏମ୍‌ଏସ୍‌ ଫାଉଣ୍ଡେଶନ୍‌ର ବାର୍ଷିକ ଗାଲା କାର୍ଯ୍ୟକ୍ରମରେ ମେଘାନ୍‌ଙ୍କୁ ପୁରସ୍କୃତ କରାଯିବ। ନ୍ୟୁୟର୍କ ସିଟିସ୍ଥିତ ଜିଗଫେଲ୍ଡ…

ଅତୀତର ଭୁଲ୍‌ ଦୋହରାଅନି

ଓ୍ବାଶିଂଟନ/ବେଜିଂ,୫ା୪: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ଚଳିତ ସପ୍ତାହରେ କାଲିଫର୍ନିଆରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିବେ। ଏନେଇ ହାଉସ୍‌ ସ୍ପିକରଙ୍କ ଅଫିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରିପବ୍ଲିକାନ୍‌ ମ୍ୟାକ୍‌କାର୍ଥି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ…

କୋର୍ଟରେ ଟ୍ରମ୍ପ୍‌ଙ୍କ ଆତ୍ମସମର୍ପଣ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ୨୦୨୪ ପାଇଁ ରିପବ୍ଲିକାନ୍‌ ନୋମିନେଶନ୍‌ ଦୌଡ଼ରେ ସବା ଆଗରେ ଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସଙ୍କୁ ହଶ୍‌ ମନି (ଅପକର୍ମ ଲୁଚାଇବା ପାଇଁ ଅର୍ଥ) ଦେବା ଘଟଣାରେ ମଙ୍ଗଳବାର ଆନୁଷ୍ଠାନିକ…

ନ୍ୟାୟ ପ୍ରଦାନରେ ଓଡ଼ିଶା ୧୦ମ: ଇଣ୍ଡିଆନ ଜଷ୍ଟିସ୍‌ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ୫ା୪(ବ୍ୟୁରୋ): ଦେଶରେ ନ୍ୟାୟ ପ୍ରଦାନ ତାଲିକାରେ ଓଡ଼ିଶା ୧୦ ନମ୍ବର ସ୍ଥାନରେ ରହିଛି। ୧୮ ରାଜ୍ୟକୁ ନେଇ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେଆର୍‌) ୨୦୨୨ରେ ଓଡ଼ିଶା ପୂର୍ବାପେକ୍ଷା ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୦ ରିପୋର୍ଟରେ ଏହା ୧୧ତମ ସ୍ଥାନରେ ଥିଲା।…

୬ ୱିକେଟରେ ଜିଟିର ସହଜ ବିଜୟ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା । ମ୍ୟାଚରେ ଡିସି ବିପକ୍ଷରେ ଜିଟି ସହଜ ବିଜୟ ହାସଲ କରିଛି ।…

ପୃଥିବୀରେ ୬ ଜଣରେ ଜଣେ ବନ୍ଧ୍ୟାତ୍ୱର ଶିକାର…

ଜେନେଭା,୪।୪ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର ଏକ ନୂତନ ରିପୋର୍ଟ ପ୍ରକାଶ କରିଛି। ବିଶ୍ୱସ୍ତରରେ ୬ ଜଣଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାତ୍ୱର ଶିକାର ହୋଇଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି। ସଂଗଠନ କହିଛି ଯେ ବୟସ୍କ ଜନସଂଖ୍ୟାର ପ୍ରାୟ ୧୭.୫ ପ୍ରତିଶତଙ୍କଠାରେ…

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୬୩ ରନ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଜିଟି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ହାର୍ଦ୍ଦିକ…

କାର୍ତ୍ତିଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ କୋର୍ଟ…

ନୂଆଦିଲ୍ଲୀ,୪।୪ : ସିବିଆଇ ଏବଂ ଇଡି ଦ୍ୱାରା ଦାଖଲ ହୋଇଥିବା ୪ ମାମଲାରେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କୁ ଦିଲ୍ଲୀର ଏକ କୋର୍ଟ ବିଦେଶ ଯାତ୍ରା ଅନୁମତି ପ୍ରଦାନ କରିଛନ୍ତି। ପୂର୍ବ ରେକର୍ଡ ଆଧାରରେ କାର୍ତ୍ତିଙ୍କୁ ଏହି ଆଶ୍ୱସ୍ତି ମିଳିଛି। ଟେନିସ…

ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ: ବିରୋଧୀ ଶିବିର ଦୁଇଫାଳ…

ମୁମ୍ବାଇ,୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠପଢ଼ା ଡିଗ୍ରୀ ନେଇ ଶିବସେନା ଉଦ୍ଧବ ଠାକରେ ଦଳ ଏବଂ ଏନସିପି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଆମ ଦେଶରେ…

ଟସ ଜିତିଲା ଜିଟି, ବୋଲିଂ ନିଷ୍ପତ୍ତି…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଜିଟି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ହାର୍ଦ୍ଦିକ…

ଫଡ଼ନାଭିସ ଜଣେ ବେକାର ମନ୍ତ୍ରୀ: ଉଦ୍ଧବ…

ମୁମ୍ବାଇ,୪।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ କହିଛନ୍ତି ଫଡ଼ନାଭିସ ରାଜ୍ୟର ଜଣେ ବେକାର ଗୃହମନ୍ତ୍ରୀ। ସେ ନିଜ ପଦରୁ ଇସ୍ତଫା ଦେଇଦେବା ଆବଶ୍ୟକ। ଜଣେ ଦଳୀୟ ମହିଳା…

ମିଡ଼ିଆକୁ ରାହୁଲଙ୍କ ପ୍ରଶ୍ନ: ଭାଜପା କହୁଥିବା କଥା କାହିଁକି କହୁଛନ୍ତି…

ନୂଆଦିଲ୍ଲୀ,୪।୪ : କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ମିଡ଼ିଆକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଜଣେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ ଉତ୍ତେଜିତ ହୋଇ ଉଠିଥିଲେ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri