ଆଇଏନଏସ ବିକ୍ରମାଦିତ୍ୟରେ ପ୍ରଥମ ବ୍ୟାଚ ମହିଳା ଅଗ୍ନିବୀର…
ବେଙ୍ଗାଲୁରୁ,୫।୪ : ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ଆଇଏନଏସ ବିକ୍ରମାଦିତ୍ୟରେ ପହଞ୍ଚିଛନ୍ତି। ମଙ୍ଗଳବାର କର୍ନାଟକର କରୱାଡର ଆଇଏନଏସ ବିକ୍ରମାଦିତ୍ୟରେ ମହିଳା ଅଗ୍ନିବୀରଙ୍କର ପ୍ରଥମ ବ୍ୟାଚ ପହଞ୍ଚିଥିଲେ। ଆଇଏନଏସ ବିକ୍ରମୀଦିତ୍ୟର ଟୁଇଟର ହ୍ୟାଣ୍ଡେଲରେ କରୱାଡ ରେଳ ଷ୍ଟେଶନରେ ମହିଳା ଅଗ୍ନିଶମ ବାହିନୀଙ୍କର ଏକ…
କାୟୋଜେନିକ ଇଞ୍ଜିନର ପରୀକ୍ଷା କଲା ସ୍କାଏରୁଟ …
ହାଇଦ୍ରାବାଦ,୫।୪ : ଘରୋଇ ସ୍ପେସ ଟେକ ଷ୍ଟାର୍ଟଅପ ସ୍କଇରୁଟ ଏରୋସ୍ପେସ ସଫଳତାର ସହିତ ଏହାର ସମ୍ପୂର୍ଣ୍ଣ ଥ୍ରୀଡି- ମୁଦ୍ରିତ କ୍ରାୟୋଜେନିକ ଇଞ୍ଜିନ ‘ଧୱନ-୨’ କୁ ୨୦୦ ସେକେଣ୍ଡ ପାଇଁ ପରୀକ୍ଷଣ କରିଛି। ଏନେଇ କମ୍ପାନୀ ଏହି ସୂଚନା ଦେଇଛି। ହାଇଦ୍ରାବାଦ ସ୍ଥିତ…
କରୋନାରୀ ଷ୍ଟେଣ୍ଟ ୪ ହଜାର ମହଙ୍ଗା: ୬ ବର୍ଷରେ ବଢ଼ିଛି ୧୦ ହଜାରରୁ ଅଧିକ…
ନୂଆଦିଲ୍ଲୀ,୫।୪ : ହୋଲସେଲ ମୂଲ୍ୟ ସୂଚକାଙ୍କରେ ପରିବର୍ତ୍ତନ ଯୋଗୁ ହୃଦୟ ଅବରୋଧ ଖୋଲିବା ପାଇଁ କରୋନାରୀ ଷ୍ଟେଣ୍ଟଗୁଡିକ ଲଗାଇବା ପାଇଁ ବର୍ତ୍ତମାନ ଅଧିକ ଖର୍ଚ୍ଚ ହେବ। ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) କରୋନାରୀ ଷ୍ଟେଣ୍ଟର ନୂତନ ମୂଲ୍ୟ ସମ୍ପର୍କରେ ଏକ…
ଗଞ୍ଜାମ ଜିଲାରେ ଖୋଲିବ ୩ ଟ୍ରମା କେୟାର ସେଣ୍ଟର
ଛତ୍ରପୁର,୫ା୪(ଡି.ଏନ୍.ଏ): ୨୦୨୨ରେ ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଓଡିଶାରେ ସର୍ବାଧିକ ରହିଛି। ଠିକ୍ ସମୟରେ ଦୁର୍ଘଟଣାରେ ଆହତଙ୍କୁ ଆବଶ୍ୟକୀୟ ଚିକିସତ୍। ଏବଂ ଏଥିପାଇଁ ଆବଶ୍ୟକ ପଡୁଥିବା ହସ୍ପିଟାଲରେ ଭର୍ତ୍ତି କରାଇବାରେ ବିଳମ୍ବ ଯୋଗୁଁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢୁଛି। ସଡ଼କ…
ମାଷ୍ଟରମାଇଣ୍ଡ ଯୁବତୀଙ୍କ ସମେତ ୩ ଗିରଫ
ବ୍ରହ୍ମପୁର ଅଫିସ,୫ା୪: ବ୍ରହ୍ମପୁର ବଡବଜାର ଥାନା ଶ୍ରୀକ୍ଷେତ୍ରବିହାର ରାସ୍ତାରେ ଗତ ୨୭ ତାରିଖରେ ପି.ରାଜେଶ ରାଓଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ ହୋଇଥିଲା। ବଡବଜାର ପୋଲିସ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଜଣେ ଯୁବତୀ ସମେତ ୩ଜଣଙ୍କୁ ଗିରଫ କରିଛି।…
କଂଗ୍ରେସ ନେତାଙ୍କ ପରଲୋକ
ବାଲିଗୁଡ଼ା,୫ା୪:(ଡି.ଏନ.ଏ): ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ଼ ବ୍ଲକ ପିସିସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ(୭୭)ଙ୍କ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଥିବାରୁ ପୁନେ ଠାରେ ସାନପୁଅ ନିକଟରେ ରହି ଚିକିତ୍ସା…
ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ
ପାରଳାଖେମୁଣ୍ଡି,୫ା୪(ଡି.ଏନ୍.ଏ.): ଗଜପତି ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅବସରରେ କିପରି ଜନ ସାଧାରଣଙ୍କୁ ସଚେତନତା କରାଯିବ ସେ ବିଷୟରେ…
ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି
ନୀଳଗିରି, ୫ା୪(ସ୍ବ.ପ୍ର.): ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ନକଲି ସାର୍ଟିଫିକେଟ ଧର ପଗଡ଼ ଚାଲିଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରିରେ ନକଲି ସାର୍ଟିଫିକେଟ ଦେଇ ୩ଜଣ ଶିକ୍ଷୟତ୍ରୀଶିକ୍ଷକ ଚାକିରି କରିଥିବା ଚର୍ଚ୍ଚା ଜୋର୍ ଧରିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…
ତାତିଲେ ମହିଳା, ନିଆଁରେ ମଦ ଢାଳିଲେ
ଭଦ୍ରକ ଅଫିସ, ୫ା୪: ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ତାତିଲେ ମହିଳା। ବିକ୍ରେତାଙ୍କ କ୍ୟାବିନ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ନିଆଁରେ ମଦ ଢାଳି ନଷ୍ଟ କରିଛନ୍ତି। ଏପରିକି ଘଟଣାସ୍ଥଳକୁ ଯାଇଥିବା ପୋଲିସ ଭ୍ୟାନ୍କୁ ଅଟକାଇଥିଲେ। ଭଦ୍ରକ ବ୍ଲକ…
ବୁଲେଟପ୍ରୁଫ ହେଲମେଟ ପିନ୍ଧି କୋର୍ଟରେ ପହଞ୍ଚିଲେ ଇମ୍ରାନ ଖାନ, ଭାଜପା ନେତା କଲେ ମଜାଳିଆ ଟୁଇଟ…
ନୂଆଦିଲ୍ଲୀ,୫।୪ : ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ସେଠାରେ ଗୁରୁତର ହେବାରେ ଲାଗିଛି। ସମ୍ପ୍ରତି ଭାଜପା ନେତା ଖୁସବୁ ସୁନ୍ଦର ଇମ୍ରାନ ଖାନଙ୍କ ଏକ ଭିଡିଓ ଶେୟାର କରି…
ଘରବାରି କିସମ ଜମିରେ ପୋଖରୀ ଖନନକୁ ବିରୋଧ
ଭଦ୍ରକ ଅଫିସ, ୫ା୪: ଘରବାରି କିସମ ଜମିରେ ବେଆଇନ ପୋଖରୀ ଖନନ ଯୋଗୁ ଘର ଭୁଶୁଡ଼ିବା ଆଶଙ୍କାରେ ପ୍ରତିବାଦ କରି ଏକ ପରିବାର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ…
ସୁରକ୍ଷା ପରିଷଦରେ କେବଳ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କଲେ ହେବନି ସମସ୍ୟାର ସମାଧାନ: ଭାରତ…
ଜେନେଭା,୫।୪ : ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଭାରତର ସ୍ଥାୟୀ ପ୍ରତିନିଧୀତ୍ୱ ସମ୍ପର୍କରେ କହିଛନ୍ତି ଯେ ଅସ୍ଥାୟୀ ସଦସ୍ୟତା ବୃଦ୍ଧି କରିବା ଦ୍ୱାରା ଦୁଇ ବର୍ଗର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେବ। ୟୁଏନଏସସିକୁ ସମ୍ବୋଧିତ କରି…
Archives


