ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ
ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଲାଗି ସରକାର ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଉଥିବା ବେଳେ ଶ୍ରମିକଙ୍କ…
ଗଜରାଜଙ୍କୁ ସ୍କୁଟି ଗର୍ଲଙ୍କ ପ୍ରତି ଭୟ: ରାସ୍ତାରେ ଠିଆ ହୋଇଥିବା ହାତୀ ସହିତ ଧକ୍କା କଲେ ସ୍କୂଟି, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୯।୫ : ପ୍ରାୟତଃ ଡ୍ରାଇଭିଂ ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ୟୁଜର୍ସ ବେଶ୍ ପସନ୍ଦ କରିଛନ୍ତି। ଭିଡିଓରେ ଜଣେ ସ୍କୁଟି ଗର୍ଲଙ୍କର ଡ୍ରାଇଭିଂ ଦେଖି ଭୂମି ୟୁଜର୍ସଙ୍କ…
ଭୋଟିଂର ଗୋଟିଏ ଦିନ ପୂର୍ବରୁ କର୍ନାଟକ ଜନତାଙ୍କ ନାମରେ ପତ୍ର ଲେଖିଲେ ମୋଦି
ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍ ମେ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ରାଜ୍ୟରେ ୩୮ବର୍ଷ ଧରି ଚାଲିଆସୁଥିବା ବିରୋଧୀ ଲହରକୁ ଭାଙ୍ଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବାକୁ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଲକ୍ଷ୍ୟ ରଖିଛି। ଏହି ସମୟରେ…
ଲିଭ୍ଇନ ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଆକ୍ଟ ଅଧୀନରେ ଆଣିବା ଏହି ଆଇନର ଅପବ୍ୟବହାର: କେନ୍ଦ୍ରର ଜବାବ…
ନୂଆଦିଲ୍ଲୀ,୯।୫ : ଲିଭ୍ଇନ ଦମ୍ପତି ତଥା ସମଲିଙ୍ଗୀ ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଏକ ଉତ୍ତର ଦାଖଲ କରୁଥିବାବେଳେ କେନ୍ଦ୍ର ସରକାର କହିଛନ୍ତି, ଏହି ଦମ୍ପତିଙ୍କୁ ସରୋଗେସି ଅଧିନିୟମ ଅଧୀନରେ ଆଣିବା ଏହି…
ଭଗବାନଙ୍କୁ ଅପମାନିତ କରୁଛି ବଜରଙ୍ଗ ଦଳ: କଂଗ୍ରେସ…
ଭୋପାଳ,୯।୫ : ମଧ୍ୟପ୍ରଦେଶ ଝାବୁଆର କଂଗ୍ରେସ ବିଧାୟକ ତଥା ପୂର୍ବତନ ଏମପି ଓ କେନ୍ଦ୍ର ମନ୍ତ୍ରୀ କାନ୍ତିଲାଲ ଭୁରିଆ ମଙ୍ଗଳବାର ହେଡଲାଇନରେ ସ୍ଥାନ ପାଇଛନ୍ତି। ଭୁରିଆ ବଜରଙ୍ଗ ଦଳକୁ ଟାର୍ଗେଟ କରିଛନ୍ତି। ବଜରଙ୍ଗ ଦଳ ପୂର୍ବରୁ କଂଗ୍ରେସର ଟାର୍ଗେଟରେ ଅଛି। ଅନେକ…
୨୦୨୭ ସୁଦ୍ଧା ଭାରତ ସରକାର ସମସ୍ତ ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ: ପେଟ୍ରୋଲିୟମ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୯।୫ : ଭାରତ ୨୦୨୭ ସୁଦ୍ଧା ଡିଜେଲ ଯାନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଉଚିତ ଏବଂ ଲୋକମାନେ ଡିଜେଲ ଯାନ ବଦଳରେ ବୈଦ୍ୟୁତିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବା ଉଚିତ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଗଠିତ…
ଲାଇଭ ଷ୍ଟ୍ରିମିଂ ଯୋଗୁ ଘରେ ଘରେ ପହଞ୍ଚିଛି ସୁପ୍ରିମ୍କୋର୍ଟ: ସିଜେଆଇ…
ନୂଆଦିଲ୍ଲୀ,୯।୫ : ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି, ଏହାର ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ କୋର୍ଟ ସାଧାରଣ ନାଗରିକଙ୍କ ଘରେ ଘରେ ପହଞ୍ଚିଛି। ଲାଇଭ ଷ୍ଟ୍ରିମ ହୋଇଥିବା ବିଷୟବସ୍ତୁ ଇଂଲିଶ ବ୍ୟତୀତ ଅନ୍ୟ ଭାଷାରେ ନିଶ୍ଚିତ କରିବାକୁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଚେଷ୍ଟା କରାଯାଉଛି।…
ଶେଷ ହେଉଛି ଯୁଦ୍ଧ ସରଞ୍ଜାମ: ୭୦ ବର୍ଷ ପୁରୁଣା ଟ୍ୟାଙ୍କକୁ ଲଢ଼େଇରେ ସାମିଲ କଲା ରୁଷିଆ…
ମସ୍କୋ,୯।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି। ଏଥିରେ ଭ୍ଲାଡିମୀର ପୁଟିନଙ୍କ ସେନା ବହୁ କ୍ଷତି ସହିଛି। ରୁଷିଆର ସେନା ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି। ଏହି ସମୟରେ, ଖବର ମିଳିଛି…
ବ୍ରିଜ୍ ଭୂଷଣଙ୍କ ନାଁରେ ରହିଛି ୩୦ରୁ ଅଧିକ ଆପରାଧିକ ମାମଲା…
ନୂଆଦିଲ୍ଲୀ,୯।୫: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୀର୍ଘଦିନ ଧରି ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରୁଛନ୍ତି। ବ୍ରିଜ୍ ଭୂଷଣଙ୍କୁ ଗିରଫ ଦାବିରେ କୁସ୍ତିଯୋଦ୍ଧା ବିକ୍ଷୋଭ କରୁଥିଲେ ମଧ୍ୟ ଏହି ହେଭିଓ୍ବେଟ୍ ନେତାଙ୍କ ବିରୋଧରେ ସରକାର…
ମମତାଙ୍କୁ ବିବେକ ଅଗ୍ନିହୋତ୍ରୀଙ୍କ ଆଇନଗତ ନୋଟିସ…
କୋଲକାତା,୯।୫ : ଚଳଚ୍ଚିତ୍ର ର୍ନିମାତା ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ୨୦୨୨ ବ୍ଲକବଷ୍ଟର ‘କଶ୍ମୀର ଫାଇଲ’ରେ ଦେଇଥିବା ମନ୍ତବ୍ୟ ଉପରେ ଏକ ଆଇନଗତ ନୋଟିସ ପଠାଇଛନ୍ତି। ‘କଶ୍ମୀର ଫାଇଲ’ ଏବଂ ମୋର ଆଗାମୀ ଚଳଚ୍ଚିତ୍ର ଯାହା…
ଇମ୍ରାନ ଗିରଫ…
ଇସଲାମାବାଦ,୯।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବୃଦ୍ଧି ପାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି। ପାକିସ୍ତାନୀ ଖବରକାଗଜ ଡନ ନ୍ୟୁଜ ଏ…
ମହାକାଶରେ ଗୁପ୍ତଚରୀ ନେଇ ଚାଇନା-ଆମେରିକା ମୁହାଁମୁହିଁ…
ଓ୍ବାଶିଂଟନ/ବେଜିଂ,୯।୫ : ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ ଆମେରିକାର ଆକାଶରେ ଚାଇନାର ବେଲୁନ ଉଡ଼ାଣକୁ ନେଇ ବିବାଦ ପରେ ଚାଇନା ବର୍ତ୍ତମାନ ଆମେରିକା ବିରୋଧରେ ମହାକାଶରେ ଗୁପ୍ତଚରୀ ଅଭିଯୋଗ ଆଣିଛି। ବିଶେଷଜ୍ଞମାନେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ହେବାର…

