ଗାଁରେ ପଶିଲା କଲରାପତରିଆ ବାଘ, ଲୋକେ ଆତଙ୍କିତ
ସୁନ୍ଦରଗଡ଼,୧ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ଏକ କଲରାପତରିଆ ବାଘ ପଶିଆସିଛି । ଜଣଙ୍କ ବାଡ଼ି ପଟେ ପଶୁଥିବା ବେଳେ ଲୋକେ ଦେଖି ପାଟି କରିବା ପରେ ଗାଁ ଲୋକେ ତାକୁ ଘଉଡ଼ାଇ ଥିଲେ। ବାଘଟି…
ତାଲା ଭାଙ୍ଗି ଆର୍ମି ଅଫିସରଙ୍କ ଘରୁ ସବୁ ଲୁଟିନେଲେ ଦୁର୍ବୃତ୍ତ
ବାଲିଗୁଡ଼ା,୧ା୩(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାତିରେ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୨ ନଂ ଓ୍ବାର୍ଡର ଜାମପଦା ସାହିର ଜଣେ ଆର୍ମି ଅଫିସରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି।…
ଭିଜିଲାନ୍ସ ଜାଲରେ ଏଏସ୍ଆଇ, ହୋମଗାର୍ଡ
ବାଲେଶ୍ୱର ଅଫିସ,୧ା୩: ବାଲେଶ୍ୱର ଖନ୍ତାପଡ଼ା ଥାନାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଥାନା ଏଏସ୍ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶୀକାନ୍ତ ମହାପାତ୍ର ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଗିରଫ କରିଛି । ସୂଚନାରୁ ଜଣାଯାଏ, ଗତ ୪…
ଫେବୃଆରୀରେ ଜିଏସ୍ଟି ସଂଗ୍ରହ ବଢିଛି ୧୨ ପ୍ରତିଶତ
ନୂଆଦିଲ୍ଲୀ,୧।୩: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଫେବୃଆରୀ ପାଇଁ ଜିଏସ୍ଟି ତଥ୍ୟ ପ୍ରକାଶ କରିଛି। ଫେବୃଆରୀରେ ଜିଏସ୍ଟି ସଂଗ୍ରହ ୧,୪୯,୫୭୭ କୋଟିରେ ପହଞ୍ଚିଛି, ଯାହାକି ୧୨ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥ ମନ୍ତ୍ରଣାଳୟ ବିବୃତ୍ତିରେ କହିଛି, ଏହା ୧୨ ମାସ ମଧ୍ୟରେ…
ହାତରେ ହ୍ବାଟ୍ସଆପ୍ ମେସେଜ୍ ଟାଟୁ କଲେ ପ୍ରେମୀଯୁଗଳ, ଲୋକେ କଲେ ଟ୍ରୋଲ୍
ପ୍ରେମ କାହା ସହ କେତେବେଳେ ହୋଇଯିବ କହି ହେବ ନାହିଁ। କୌଣସି ପରିସ୍ଥିତିରେ ବି ଜଣେ ପ୍ରେମରେ ପଡ଼ିପାରେ। ଯେଉଁମାନେ ପ୍ରେମରେ ପଡ଼ିଥାନ୍ତି ସେମାନେ ସର୍ବଦା ପରସ୍ପରକୁ କିଛି ବିଶେଷ ଉପହାର ଦିଅନ୍ତି। ଯାହାକି ସେମାନଙ୍କୁ ସ୍ବତନ୍ତ୍ର ଅନୁଭବ କରାଏ। ଆଜିକାଲି…
ନିଜକୁ ଧୋନୀଙ୍କ ବଡ଼ ପ୍ରଶଂସକ ବୋଲି କହିଲେ ଆର୍ସିବି ଅଧିନାୟକ
ନୂଆଦିଲ୍ଲୀ,୧।୩: ଭାରତର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସି ନିଜକୁ ତାଙ୍କ ବଡ଼ ପ୍ରଶଂସକ ବୋଲି କହିଛନ୍ତି।…
ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ମହାପାତ୍ର
ଭୁବନେଶ୍ୱର,୧ା୩(ବ୍ୟୁରୋ): ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଅଧ୍ୟକ୍ଷ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବୁଧବାର ରାଜଭବନରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କୁ ଗୋପନୀୟତାର…
ରାମ ଚରଣଙ୍କ ପ୍ରଥମ ଶିଶୁ ବିଦେଶରେ ନୁହେଁ, ଭାରତରେ ହେବ ଜନ୍ମ
ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ସ୍ତ୍ରୀ ଉପସାନା କାମିନେନି କୋନିଡେଲା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ଦମ୍ପତି ଆଜିକାଲି ଆମେରିକାରେ ଅଛନ୍ତି। ଏବେ ଦୁହେଁ ସେଠାରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବେ…
ଗୋଟିଏ ଇନିଂସରେ ୩ଥର ଆଉଟ୍ ହେଲେ ରୋହିତ ଶର୍ମା
ଇନ୍ଦୋର,୧।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୨ଟି ଜୀବନଦାନ ପାଇଥିଲେ। ମିଚେଲ ଷ୍ଟାର୍କଙ୍କ ପ୍ରଥମ ଓଭରରେ ରୋହିତ ଶର୍ମା ଦୁଇଥର ଆଉଟ୍ ଥିଲେ ମଧ୍ୟ ସେ ପାଭିଲିୟନକୁ ଫେରି ନ ଥିଲେ। ଇନିଂସର ପ୍ରଥମ…
ଏଣିକି ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ହେବ ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ା୩(ବ୍ୟୁରୋ): ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ୧୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା କଳାର ଭୂମି। ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।…
ବିବିସି ଡକ୍ୟୁମେଣ୍ଟାରୀ ନେଇ ବ୍ରିଟିଶ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର…
ନୂଆଦିଲ୍ଲୀ,୧।୩ : ଗତ ମାସରେ ବିସିସିଆଇର ଭାରତ କାର୍ଯ୍ୟାଳୟରେ ଆୟକର ଉପରେ କଟକଣା ଲାଗୁ ହୋଇଥିବା ନେଇ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭରଲି ବୁଧବାର ଦିଲ୍ଲୀରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ସାକ୍ଷାତ ସମୟରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଗଣମାଧ୍ୟମ…
ସଚିନ-ଧୋନୀଙ୍କ କ୍ଲବ୍ରେ ସାମିଲ ହେଲେ କୋହଲି
ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍ ହୋଇଯାଇଛି। ତେବେ ବିରାଟ କୋହଲି ଏହି ମ୍ୟାଚରେ…
Archives


