ତାଇଓ୍ବାନ ଚାରିପଟେ ଚାଇନା ବିମାନ-ଯୁଦ୍ଧପୋତ: ସମରାଭ୍ୟାସ ଉପରେ ଆମେରିକା ନଜର…
ତାଇପେ/ବେଜିଂ,୯।୪ : ତାଇୱାନର ରାଷ୍ଟ୍ରପତିଙ୍କ ଆମେରିକୀୟ ଗସ୍ତ ଯୋଗୁଁ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି। ତାଇୱାନ ଗଣମାଧ୍ୟମ ଦାବି କରିଛି, ତାଇୱାନ ସୀମାରେ ୭୧ ଟି ଚାଇନା ସାମରିକ ବିମାନ ଏବଂ ୯ ଟି ଜାହାଜ…
ଅସ୍ଥାୟୀ ଜେଏମ୍ଏଫସି କୋର୍ଟ, ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ଦାବି
ମୁନିଗୁଡ଼ା,୯ା୪(ଡି.ଏନ୍.ଏ.): ମୁନିଗୁଡ଼ାରେ ଅସ୍ଥାୟୀ ଜେଏମ୍ଏଫସି କୋର୍ଟ ଓ ସବ୍ ରେଜେଷ୍ଟ୍ରି ଅଫିସ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ଦାବି ହୋଇଛି। ଗତ ଅକ୍ଟୋବର ଶେଷ ସପ୍ତାହରେ ରାୟଗଡ଼ା ଜିଲାଜଜ୍ ବିକ୍ରମ କେଶରୀ ପଟ୍ଟନାୟକଙ୍କ ସହ ଏକ ପ୍ରତିନିଧିଦଳ ମୁନିଗୁଡ଼ା ଆସି କୋର୍ଟ ପାଇଁ…
ରାୟଗଡ଼ା ଜିଲାରେ ୮୫ ଲକ୍ଷ ଜରିମାନା ଆଦାୟ
ରାୟଗଡ଼ା,୯ା୪(ସ୍ବ.ପ୍ର.): ରାଜ୍ୟ ପରିବହନ କତ୍ତୃପକ୍ଷ ଓ ପୋଲିସର ମିଳିତ ସହଯୋଗରେ ଏପ୍ରିଲ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବାପୀ ଶୂନ୍ୟ ମୃତାହତ ସପ୍ତାହ ପାଳନ ଚାଲିଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଧରି ଜରିମାନା ଆଦାୟ ସହ ସଚେତନ…
କାହାକୁ ମିଳିବ ରାୟଗଡ଼ା ନିର୍ବାଚନମଣ୍ଡଳୀ ଦାୟିତ୍ୱ
ରାୟଗଡ଼ା,୯ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ରାଜନୀତିରେ ସମୀକରଣ ବଦଳୁଛି। ଆସନ୍ତା ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ମଧ୍ୟରେ ଜୋରଦାର ଲଢ଼େଇ ହେବ। ତେବେ ବିଜେଡ଼ିକୁ ଭାଜପା ଓ କଂଗ୍ରେସ କଡ଼ା ଟକ୍କର ଦେବା ସମ୍ଭାବନା ରହିଛି।…
ଅଧା ଅଧୁରା, ନିମ୍ନମାନର କାମକୁ ନେଇ ଅସନ୍ତୋଷ
ଉମରକୋଟ,୯।୪(ସ୍ବ.ପ୍ର.): ସରକାର ଲୋକଙ୍କ ମୌଳିକ ଅଧିକାର ପୂରଣ ପାଇଁ ଅହରହ ଚେଷ୍ଟା କରୁଛନ୍ତି। କିନ୍ତୁ ନବରଙ୍ଗପୁର ଜିଲା ଉମରକୋଟଠାରେ ପୂର୍ତ୍ତ ବିଭାଗ କାମ ଅଧାପନ୍ତରିଆ ହୋଇପଡ଼ିଛି। ଅଧିକାରୀମାନେ ଠିକାଦାରଙ୍କ ସହ ସଲାସୁତୁରା ହୋଇ ଠିକ୍ଭାବେ କାମ କରାଯାଉ ନ ଥିବା ଅଭିଯୋଗ…
ପାରିକରିବେ ଭୋଳାଶଙ୍କର ୨
ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ‘ପାରିକରିବେ ଭୋଳାଶଙ୍କର ୨’ ଚଳିତ ମାସ ୯ ତାରିଖ ଅର୍ଥାତ ଆଜି ପ୍ରସାରିତ ହେବ। ଅନ୍ୟତମ ଦର୍ଶକାଦୃତ ଚ୍ୟାନେଲ ଜୀ ସାର୍ଥକରେ ଏହାକୁ ସନ୍ଧ୍ୟା ୬.୩୦ରେ ଦେଖିବାକୁ ପାଇବେ।…
ଢେଙ୍କାନାଳ: ୭ ଦିନରେ ୩ ମୃତ୍ୟୁ
ଢେଙ୍କାନାଳ ଅଫିସ, ୯ା୪: ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଲାଗି ଏପ୍ରିଲ ପହିଲାରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ’ ଅଭିଯାନ। ୭ଦିନରେ ଢେଙ୍କାନାଳ ଜିଲାର ପୃଥକ୍ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ଘଟିଛି।…
ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ
ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି ରହିଛି । ଯାହାକି, ୪ ବର୍ଷ ହେଲା ତାଲା ପଡି ରହିଛି। ଏଠାରେ ପିଲାଙ୍କ…
ଇମୋଶନାଲ ପ୍ରିୟଙ୍କା
ଦିନ ଥିଲା ପ୍ରିୟଙ୍କା ଚୋପ୍ରା ବଲିଉଡ୍ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ ହେଉଥିଲେ। ହେଲେ ସେ ହଲିଉଡ୍ରେ ସୁଯୋଗ ପାଇବା ପରେ ତାଙ୍କୁ ଆଉ ହିନ୍ଦୀ ସିନେମାରେ ଦେଖିବାକୁ ମିଳି ନ ଥିଲା। ହଲିଉଡ୍ ଗାୟକ ନିକ୍ ଜୋନାସ୍ଙ୍କ ସହ…
ସର୍ଜନାରେ ପ୍ରବୀଣା
ଓଡ଼ିଆ ଭାଷା ଓ ସାହିତ୍ୟ ଜଗତରେ ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପ୍ରବୀଣା ମହାନ୍ତି, ଯିଏ କୁହନ୍ତି ଜନଜୀବନର କଥା; ଯାହାଙ୍କ ଲେଖନୀରୁ ଝରିଆସେ ଅନୁଭବ ଓ ଅନୁଭୂତିର ଜୀବନ୍ତ କାହାଣୀ। ତାଙ୍କ ସର୍ଜନାର କ୍ଷେତ୍ର ଅତ୍ୟନ୍ତ ବ୍ୟାପକ ଓ ବିବିଧବର୍ଣ୍ଣା। ଗଳ୍ପ,…
ଦଣ୍ଡପର୍ବ
ଚୈତ୍ରମାସ ଆରମ୍ଭରେ ଓଡ଼ିଶାର ପୁରପଲ୍ଲୀରେ ପାରମ୍ପରିକ ରୀତିନୀତିରେ ପାଳନ ହୋଇଥାଏ ଦଣ୍ଡପର୍ବ । ଏହି ପର୍ବରେ ଭଗତାମାନେ ନିଷ୍ଠାର ସହିତ ମଙ୍ଗଳମୟ ଶିବଙ୍କୁ ଆରାଧନା କରିଥାନ୍ତି। ଦଣ୍ଡନୃତ୍ୟରେ ପୌରାଣିକ, କିମ୍ବଦନ୍ତୀ ଓ ଲୋକକଥାକୁ ନେଇ ସାମାଜିକ ଚଳଣିରେ ସଂସ୍କାର, ଭାଇଚାରା ସୁଦୃଢ…
ଆତଙ୍କ ଖେଳାଇଲେ ଝାଡ଼ଖଣ୍ଡୀ ହାତୀ
ରାଇବଣିଆ/ଜଳେଶ୍ୱର,୯।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍ ଶ୍ୟାମନଗର ପଞ୍ଚାୟତରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ସୀମା ପଟୁ ୩୦ରୁ ଊଦ୍ଧର୍ବ ଝାଡ଼ଖଣ୍ଡୀ ହାତୀ ପଶି ପାଖପାଖି ୧୦୦ ଏକରରୁ ଊଦ୍ଧର୍ବ ଧାନ ଚାଷ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି। ରାଇବଣିଆ ଫରେଷ୍ଟ ରେଞ୍ଜ…
Archives


