ସଲମାନଙ୍କ ସହ ରବୀନାଙ୍କର ରହିଛି ଖାସ୍ ସମ୍ପର୍କ, କାରଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ଆଜିକାଲି ସଲମାନ ଖାନ୍ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟାଇଟଲ ପରି ସେ ମଧ୍ୟ ଅନେକ ଲୋକଙ୍କ ଜୀବନ ଏବଂ ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର…
କ୍ଷମା ମାଗିଲେ ଦଲାଇ ଲାମା…
କୋଲକାତା,୧୦।୪ : ଏକ ସାର୍ବଜନୀକ ମଞ୍ଚରେ ଏକ ଛୋଟ ପିଲାକୁ ଚୁମ୍ବନ ଦେଇ ବିବାଦରେ ରହିଥିବା ବୌଦ୍ଧ ଧର୍ବଗୁରୁ ଦଲାଇ ଲାମା କ୍ଷମା ମାଗିଛନ୍ତି। ବାସ୍ତବରେ, ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ଜଣେ ପିଲାକୁ…
ବିମଳ କୁମାର ପଣ୍ଡା ଗଞ୍ଜାମ ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ
ଛତ୍ରପୁର,୧୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ହୋଇଛନ୍ତି ବିମଳ କୁମାର ପଣ୍ଡା । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାର…
ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିଶନ ଖାରଜ: ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୦।୪ : ଭାରତର ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଳ କରାଯାଇଥିବା ଦୁଇଟି ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅଗ୍ନିପଥର ଆଇନଗତ ବୈଧତାକୁ ସମର୍ଥନ କରି ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କର ରାୟକୁ କାଏମ ରଖିଛନ୍ତି।…
ନକଲି ଶିକ୍ଷକଙ୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି ଏନେଇ ବିଇଓ ଏବଂ ଡିଇଓ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କ ପ୍ରତି କ’ଣ…
ଆସନ୍ତାକାଲିଠୁ ସକାଳୁଆ ସ୍କୁଲ
ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସକାଳୁଆ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ…
ବିବାହରେ ବିୟର ପିଇବା ମନା: ଖର୍ଚ୍ଚ କମାଇବାକୁ ପଞ୍ଚାୟତ ଜାରି କଲା କଟକଣା…
ଶିମଲା,୧୦।୪ : ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଞ୍ଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି। ସୋମବାର ଏସମ୍ପର୍କରେ…
ଗର୍ଭସ୍ଥ ଶିଶୁଙ୍କୁ ରହିଥାଏ କରୋନା ଭୟ, ମସ୍ତିଷ୍କ କରିଦେବ ଅକାମୀ: ସର୍ଭେ ରିପୋର୍ଟ
ମିଆମି,୧୦ା୪: ମିଆମି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, କରୋନା ସମ୍ପର୍କୀତ ଦୁଇଟି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ଭୂତାଣୁ ମା’ଙ୍କ ପ୍ଲେସେଣ୍ଟା ପାର୍ ହୋଇ ଶିଶୁର ମସ୍ତିଷ୍କରେ ପହଞ୍ଚି କ୍ଷତି ଘଟାଇଛି। ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିବା ଦୁଇ…
ବିଧାନସଭାରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ…
ଚେନ୍ନାଇ,୧୦।୪ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ନେଇ ସରକାର ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଧାନସଭା ଦ୍ୱାରା…
ଭାଜପାର ୨୦୨୪ ନିର୍ବାଚନ ପ୍ରସ୍ତୁତି: ଚର୍ଚ୍ଚ ପରେ ଏବେ ଦରଘା ଉପରେ ନଜର, ଇଦ ପରେ କୱାଲି ଶୁଣିବେ ନେତା…
ନୂଆଦିଲ୍ଲୀ,୧୦।୪ : ଆସନ୍ତା ୨୦୨୪ ବର୍ଷରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ଏବେ ‘ସବକା ସାଥ, ସବକା ବିଶ୍ୱାସ ଲୋଡୁଛି। ଏହ ମର୍ମରେ ରବିବାର, ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ‘ସ୍କାର୍ଡ ହାର୍ଟ କ୍ୟାଥେଡ୍ରାଲ’ ଚର୍ଚ୍ଚରେ…
ଦିନ ବଢ଼ିବା ସହ ବଢୁଛି ଅସହ୍ୟ ତାତି
ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳୁ ତାତି ବଢ଼ିବାରେ ଲାଗିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଅନୁଭୂତ…
ଇମ୍ରାନଙ୍କୁ ସମନ, ୧୧ରେ ହାଜର ହେବେ
ଇସଲାମାବାଦ,୧୦ା୪: ଇସଲାମାବାଦର ଏକ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏପ୍ରିଲ ୧୧ରେ ତୋସାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଛନ୍ତି। ଏକ ରିପୋର୍ଟରୁ ପ୍ରକାଶ ଯେ, ଅତିରିକ୍ତ ଜିଲା ତଥା ସେସନ୍ସ ଜଜ୍ (ଏଡିଏସ୍ଜେ)ଇସଲାମାବାଦ କୋର୍ଟ…
Archives


