ଦିନିକିଆରେ ନଂ-୧ ଟିମ୍ ହେଲା ଭାରତ
ନୂଆଦିଲ୍ଲୀ,୨୫।୧: ନୂତନ ବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି ଭାରତୀୟ କ୍ରିକେଟ ଟିମ୍। ପ୍ରଥମେ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରିଥିଲା। ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ମଧ୍ୟ…
ଚାଇନା ମିଛ କହୁଛି: ଆମେରିକାକୁ ଆବଶ୍ୟକ କିମ୍ ସୈନ୍ୟଙ୍କ ସହଯୋଗ !…
ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏବଂ ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ପୋମ୍ପିଓ ତାଙ୍କ ନୂତନ ସ୍ମୃତିଚାରଣରେ କହିଛନ୍ତି ଯେ କିମ ଜୋଙ୍ଗ…
ଖଣିଜପାଣ୍ଠିକୁ ଯେପରି ଟିକସ ଯିବା କଥା ସେଭଳି ଯାଉନି: ଅପରାଜିତା
ଭୁବନେଶ୍ବର,୨୫ା୧(ବ୍ୟୁରୋ): ଦୀର୍ଘ ଦଶନ୍ଧି ପରେ ଓଡ଼ିଶାରେ ପୁଣିଥରେ ଲକ୍ଷାଧିକ କୋଟି ଟଙ୍କାର ଖଣି ଦୁର୍ନୀତି ଓ ଅନିୟମିତତା ହୋଇଛି। ରାଜ୍ୟ ସରକାର ଏହି ଅନିୟମିତତାକୁ ସ୍ବୀକାର କରିବା ସହ ରାଜ୍ୟ ଖଣି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ସହ ତଦନ୍ତ…
ତୁଟୁନି ବିଜେଡି-ଭାଜପା କଳି
ଭୁବନେଶ୍ବର,୨୫ା୧(ବ୍ୟୁରୋ): ବିଜେଡି ଏବଂ ଭାଜପା ମଧ୍ୟରେ ଆବାସ ତାଲିକା ପ୍ରସ୍ତୁତି ଏବଂ ଘର ବଣ୍ଟନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ମଙ୍ଗଳବାର ରାଜ୍ୟର କେତୋଟି ବ୍ଲକରେ ଭାଜପା ଆନ୍ଦୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ…
୨୮ରୁ ପୁଣି ପଦଯାତ୍ରା ଆରମ୍ଭ କରିବେ ଶର୍ମିଲା
ହାଇଦ୍ରାବାଦ,୨୫ା୧: ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇ.ଏସ୍. ଶର୍ମିଲାଙ୍କ ପ୍ରଜା ପ୍ରସ୍ଥାନମ୍ ପଦଯାତ୍ରା ଦୁଇ ମାସ ବନ୍ଦ ରହିବା ପରେ ଆସନ୍ତା ୨୮ ତାରିଖରୁ ପୁଣିଥରେ ତେଲଙ୍ଗାନାରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାର ଯେଉଁଠାରେ ତାଙ୍କ ପଦଯାତ୍ରାକୁ ରୋକିଥିଲେ, ସେହିଠାରୁ…
ଜରୁରୀକାଳୀନ ଅବତରଣ କଲା ରବିଶଙ୍କରଙ୍କ ବିମାନ…
ଚେନ୍ନାଇ,୨୫।୧ : ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କର ବିମାନ ତାମିଲନାଡୁର ଏରୋଡରେ ଜରୁରୀକାଳୀନ ଅବତରଣ କରିଛି। ସୂଚନାନୁସାରେ, ଖରାପ ପାଣିପାଗ କାରଣରୁ ତାଙ୍କ ଚପର ଜରୁରୀକାଳୀନ ଅବତରଣ କରିଛି। ରବି ଶଙ୍କରଙ୍କ ବ୍ୟତୀତ ଅନ୍ୟ ଚାରି ଜଣ ମଧ୍ୟ…
ଆଜି ଇଂଲଣ୍ଡ-ଜର୍ମାନୀ, ନେଦରଲାଣ୍ଡ୍ସ-କୋରିଆ
ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍ର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତୃତୀୟ କ୍ୱାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ। ଚତୁର୍ଥ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ମଧ୍ୟରେ ମୁକାବିଲା…
ୱେଷ୍ଟ ଷ୍ଟାଣ୍ଡରେ ଅଷ୍ଟ୍ରେଲିଆ ଦର୍ଶକ, ଟମ୍ଙ୍କ ପରିବାର
ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅଷ୍ଟ୍ରେଲିଆ ଓ ସ୍ପେନ୍ ମଧ୍ୟରେ ହକି ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୱେଷ୍ଟ ଷ୍ଟାଣ୍ଡରେ ବ୍ୟାନର ଧରି ଉପସ୍ଥିତ ଥିଲେ ଅଷ୍ଟ୍ରେଲିଆ ଦର୍ଶକ। ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଦଳର…
ସେମିରେ ଅଷ୍ଟ୍ରେଲିଆ, ବେଲ୍ଜିୟମ
ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଗତ ସଂସ୍କରଣର ଟାଇଟଲ ବିଜେତା ବେଲଜିୟମ ଚଳିତ ହକି ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନ୍କୁୁ ହରାଇଥିବାବେଳେ…
ବିବିସି ଡକ୍ୟୁମଣ୍ଟାରି ପ୍ରସଙ୍ଗ: ସରକାରଙ୍କୁ ସମର୍ଥନ କରି ଅନିଲ ଆଣ୍ଟୋନୀ କଂଗ୍ରେସରୁ ଦେଲେ ଇସ୍ତଫା…
ନୂଆଦିଲ୍ଲୀ,୨୪।୧ : ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନୀ ୨୦୦୨ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମର୍ଥନ କରି ସେ ବୁଧବାର କଂଗ୍ରେସରୁ…
ପ୍ରଥମ ଦିନରେ ଓଡ଼ିଶା ୯୬/୨
ଭୁବନେଶ୍ୱର,୨୫ା୧(ସ୍ପୋଟର୍ସ ବ୍ୟୁରୋ):କୋଲକାତାର ଇଡେନ ଗାର୍ଡେନରେ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ୨ ଉଇକେଟ ହରାଇ ୯୬ ରନ୍ ସଂଗ୍ରହ କରିଛି। ଖରାପ ଆଲୋକ କାରଣରୁ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଥିଲା। ଓଡ଼ିଶା ଏହି ମ୍ୟାଚରେ…
ସରକାରଙ୍କ ନିଷ୍ପତ୍ତି ଉପରେ ରେସ୍ଲରଙ୍କ ଅସନ୍ତୋଷ
ନୂଆଦିଲ୍ଲୀ, ୨୫ା୧(ପି.ଟି.): ଭାରତୀୟ ହକି ମହାସଂଘ (ଡବ୍ଲ୍ୟୁଏଚ୍ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂ ଯୌନ ନିର୍ଯାତନା ଦେବା ସହ ଧମକଚମକ ଦେଇଛନ୍ତି ବୋଲି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ସରକାର ବିନା ପରାମର୍ଶରେ ନିରୀକ୍ଷଣ କମିଟି ଗଠନ କରିଥିବାରୁ ପ୍ରତିବାଦକାରୀ…
Archives


