Home

ନିର୍ବାଚନ ସମୟରେ ଶାନ୍ତିର ପ୍ରତିଶ୍ରୁତି ଦେଇ ହେବନି: ପାକିସ୍ତାନ ନିର୍ବାଚନ କମିଶନଙ୍କୁ ସୂଚନା ପ୍ରଦାନ…

ଇସଲାମାବାଦ,୧୮।୩ : ଖାଇବର ପାଖ୍ଟନଖୱା (କେପି) ର ମୁଖ୍ୟ ଶାସନ ସଚିବ ତଥା ଇନ୍ସପେକ୍ଟର ଜେନେରାଲ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) କୁ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାନ ବୃଦ୍ଧି ଯୋଗୁ ସେମାନେ ଶାନ୍ତିର…

ପାକିସ୍ତାନରେ ପ୍ରଥମ ପୋଲିଓ ମାମଲା…

ଇସଲାମାବାଦ,୧୮।୩ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ୨୦୨୩ର ପ୍ରଥମ ପୋଲିଓ ମାମଲାର ଚିହ୍ନଟ ହୋଇଛି। ବନ୍ନୁ ଜିଲାରେ ଜଣେ ଶିଶୁ ପୋଲିଓର ଶିକାର ପାଇଛନ୍ତି। ଶନିବାର ଏକ ମିଡ଼ିଆ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଡନ ଖବରକାଗଜ…

ଦୈନିକ ସଂକ୍ରମଣ ହଜାରେ ମୁହାଁ, ୨୪ ଘଣ୍ଟାରେ ୮୪୧ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

୨୦ ବର୍ଷ ଧରି ଖାଲି ପାଦରେ ଚାଲୁଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ…

ପ୍ରାୟତଃ ଲୋକମାନେ ନିଜ ଘରେ ଖାଲି ପାଦରେ ଚାଲନ୍ତି। ବାହାରକୁ ଯିବା ପାଇଁ ଚପଲଠାରୁ ଜୋତା ପର୍ଯ୍ୟନ୍ତ ସବୁକିଛି ପିନ୍ଧିବାକୁ ପସନ୍ଦ କରନ୍ତି। କହିବାକୁ ଗଲେ ବିନା ଚପଲରେ ମଣିଷ ଘରୁ ଗୋଡ଼ କାଢ଼େନି। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି,…

‘ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କ କେବେ ବନ୍ଦ କରିନାହିଁ’

ଇସଲାମାବାଦ,୧୮ା୩: ଭାରତ ପାକିସ୍ତାନ ସହ ବାଣିଜ୍ୟ ସମ୍ପର୍କକୁ କେବେ ବି ବନ୍ଦ କରି ନାହିଁ। ଭାରତ ସବୁବେଳେ ପାକିସ୍ତାନ ସହ ବାଣିଜି୍ୟକ ସମ୍ପର୍କକୁ ସ୍ବାଭାବିକ କରିବାକୁ ଚାହେଁ। ପାକିସ୍ତାନରେ ଭାରତର ଡେପୁଟି ହାଇ କମିଶନର ସୁରେଶ କୁମାର ଲାହୋର ଚାମ୍ବର ଅଫ୍‌…

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ହୋଇଥିଲା ବିମାନ, ପରେ ଏହା ଇଞ୍ଜିନ୍‌ରୁ ତିଆରି ହେଲା କାର୍‌, ଦାମ୍‌ ଜାଣିଲେ…

ଯେତେବେଳେ ଜଣେ ବ୍ୟକ୍ତି କିଛି ଅଲଗା କରିବାକୁ ସ୍ଥିର କରନ୍ତି, ସେତେବେଳେ ବିନା ଭୟ ତଥା ଦ୍ୱିଧାରେ ପ୍ରତ୍ୟେକ କଷ୍ଟ କାମକୁ ପାର୍‌ କରି ଦେଇଥାନ୍ତି। ଜନ ଡୋଡ୍‌ ନାମକ ଜଣେ ଇଂରାଜୀ ଇଞ୍ଜିନିୟର ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ପଲ…

‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ: ସମ୍ମାନିତ ହେଲେ ୨୧ ଉଦ୍ୟୋଗପତି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ ଶେଷ ହୋଇଛି। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ…

ତଥାଗତଙ୍କୁ ଧନ୍ୟବାଦ ଜଣାଇଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ  ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟୀଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଉତ୍ସାହିତ କରିବାକୁ ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ଏକ ପ୍ରୟାସ ଜାରି ରଖିଛି। ଯେଉଁମାନେ ଉଦ୍ୟୋଗ…

ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୩ ୩ୟ ସଂସ୍କରଣ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ…

ସାମରିକ ବିକାଶ ଦ୍ୱାରା ଆର୍ଥିକ ବିକାଶ

ଦେଶରେ ସାମରିକ ଶକ୍ତିର ବିକାଶରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏସବୁ ଉତ୍ପାଦନ ଏବଂ ଏହାର ରପ୍ତାନି ଦ୍ୱାରା ରାଜସ୍ବ ବୃଦ୍ଧି ମାର୍ଗ ପ୍ରଶସ୍ତ ହୋଇଥାଏ। ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୮ରେ ଅର୍ଡିନାନ୍ସ କାରଖାନା ଦିବସ ପାଳନ କରାଯାଇଥାଏ। ଏହା…

୧୪ ନିୟୁତ ଡଲାର ଦେବାକୁ ରାଜି ହେଲା ୟୁନିଭର୍ସିଟି

ଓ୍ବିଲିୟମ୍ସବର୍ଗ (ୟୁଏସ୍‌),୧୮ା୩ (ଏପି): ଜଣେ ରେସ୍‌ଲର ଛାତ୍ରଙ୍କ ମୃତ୍ୟୁକୁ ନେଇ ଏକ ମାମଲାର ସମାଧାନ କରିବା ଲାଗି ସମ୍ପୃକ୍ତ ୟୁନିଭର୍ସିଟି ୧୪ ନିୟୁତରୁ ଅଧିକ ଆମେରିକୀୟ ଡଲାର ଦେବାକୁ ରାଜି ହୋଇଛି। ମୃତ ରେସ୍‌ଲର ୨୦ବର୍ଷୀୟ ଜୁନିୟର ଗ୍ରାଣ୍ଟ ବ୍ରେସ୍‌ ହେଉଛନ୍ତି…

ସବିତା, ହାର୍ଦ୍ଦିକ ‘ପ୍ଲେୟର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୧୮ା୩: ହକି ଇଣ୍ଡିଆର ୫ମ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସବିତା ପୁନିଆ ଓ ହାର୍ଦ୍ଦିକ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ‘ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ପାଇଛନ୍ତି। ୧୯୬୪ ଅଲିମ୍ପିକ୍ସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri