ରେସଲରଙ୍କୁ ସମର୍ଥନ କଲେ ମମତା
କୋଲକାତା,୨୮।୫: ରାଜଧାନୀ ଦିଲ୍ଲୀରେ ରବିବାର ଦୁଇଟି ବଡ ଘଟଣା ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଲୋକତନ୍ତ୍ରର ନୂଆ ମନ୍ଦିର ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଅନ୍ୟଟି ହେଉଛି ଜନ୍ତର ମନ୍ତରରେ ଭାରତୀୟ ଜନତା ପାର୍ଟି(ଭାଜପା)…
୯୦୦ କାରିଗର ୧୦ ଲକ୍ଷ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ନୂଆ ସଂସଦ ଭବନରେ ଲଗାଯାଇଥିବା କାର୍ପେଟ
ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ନୂତନ ସଂସଦ ଭବନର ‘ପ୍ରତ୍ୟେକ ବିବରଣୀ’ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭିତରେ ଲୋକ ସଭା ଏବଂ ରାଜ୍ୟ ସଭାର ଚଟାଣରେ ଶୋଭା…
ଉଦଘାଟନ ପାଇଁ ମେ ୨୮ ତାରିଖ ନେଇ କଂଗ୍ରେସ- ଭାଜପା ମୁହାଁମୁହିଁ…
ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନବ ନିର୍ମିତ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି…
ଚାରିପଟୁ କରତାଳି ସହ ମୋଦି ମୋଦି ଗୁଞ୍ଜରଣରେ ନୂଆ ସଂସଦ ଭବନରେ ଗ୍ରାଣ୍ଡ ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏମପିମାନେ କରତାଳି ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରିଛନ୍ତି। ଚାରି ପଟରୁ ‘ଭାରତ ମାତା କି ଜୟ’ ଓ ‘ମୋଦି ମୋଦି’ ଗୁଞ୍ଜରଣ ଶୁଭିବା ସହ ବହୁ…
ଉଦଘାଟନୀ ଉତ୍ସବରେ ନାହାନ୍ତି ରାଷ୍ଟ୍ରପତି ଅବା ବିରୋଧୀ, କେବଳ ସବୁଠାରେ ମୁଁ : ସଞ୍ଜୟ ରାଉତ…
ମୁମ୍ବାଇ,୨୮।୫ : ଶିବସେନା (ଉଦ୍ଧବ ବଲ ଠାକରେ) ଏହାର ମୁଖପତ୍ର ସାମନାର ସମ୍ପାଦକୀୟ ମାଧ୍ୟମରେ ନୂତନ ସଂସଦ ଭବନର ଉଦଘାଟନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପାକୁ ପୁଣି ଥରେ କଡ଼ା ସମାଲୋଚନା କରିଛି। ନୂତନ ସଂସଦ ଗୃହର…
ନୂଆ ସଂସଦ ଭବନର ଡିଜାଇନ ପାଇଁ ୨୨୯.୭୫ କୋଟି ଫି ନେବେ ବିମଲ ପଟେଲ…
ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦର ଉଦଘାଟନ କରିଛନ୍ତି। ୯୭୧ କୋଟି ଟଙ୍କା ବ୍ୟୟରେ ଏହି ନୂତନ ସଂସଦ ନିର୍ମାଣ କରାଯାଇଛି। ଏହା ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ପରିବ୍ୟପ୍ତ। ଟାଟା ପ୍ରୋଜେକ୍ଟ ଲିମିଟେଡ କମ୍ପାନୀ ଦ୍ୱାରା ଏହି…
ରାଜଦଣ୍ଡ ନେଇ ଶାସକ-ବିରୋଧୀଙ୍କ ନିଜ ନିଜ ଚିନ୍ତାଧାରା ଯଥାର୍ଥ: ଥରୁର…
ନୂଆଦିଲ୍ଲୀ,୨୮।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ରବିବାର ନୂଆ ସଂସଦ ଭବନରେ ସ୍ଥାପନ କରାଯାଇଥିବା ରାଜଦଣ୍ଡ ବିବାଦକୁ ନେଇ ଉଭୟ ସରକାର ଏବଂ ବିରୋଧୀଙ୍କ ଯୁକ୍ତିକୁ ଯଥାର୍ଥ ବୋଲି କହିଛନ୍ତି। ଅତୀତର ଏହି ପ୍ରତୀକକୁ ଗ୍ରହଣ କରି ବର୍ତ୍ତମାନର…
ସକ୍ରିୟ ମାମଲା ୫ ହଜାର ତଳେ, ଦୈନିକ ସଂକ୍ରମଣ ୪ ଶହ…
ନୂଆଦିଲ୍ଲୀ, ୨୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ଝାଡଖଣ୍ଡ ରାଜ ଭବନରେ ଗୁପ୍ତ ସୁଡ଼ଙ୍ଗ…
ରାଞ୍ଚି,୨୮।୫ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଝାଡଖଣ୍ଡ ଗସ୍ତରେ ଥିଲେ। ଏହି ସମୟରେ ସେ ରାଜ ଭବନ ରାଞ୍ଚିରେ ରହୁଥିଲେ ସେ ୬ ବର୍ଷ ଧରି ଝାଡଖଣ୍ଡର ରାଜ୍ୟପାଳ ରହିଆସିଛନ୍ତି। ଏହି କାରଣରୁ, ଏହି ବିଲ୍ଡିଂରେ ରହିବା ପାଇଁ…
ସଂସଦ ଭବନ ପରେ ଏବେ ରାମ ମନ୍ଦିର ପାଳି,ଗ୍ରାଉଣ୍ଡ ଫ୍ଲୋର ପ୍ରସ୍ତୁତ, ଟ୍ରଷ୍ଟ ଜାରି କଲା ଫଟୋ
ନୂଆଦିଲ୍ଲୀ,୨୮।୫: ସଂସଦର ନୂଆ ଭବନ ଉଦଘାଟନ ପରେ ଏବେ ପାଳି ରାମ ମନ୍ଦିରର। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଯେଉଁ ଗତିରେ ଚାଲୁଛି ଦେଖିଲେ ଲାଗୁଛି ଅଯୋଧ୍ୟାରେ ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଗଲାଣି।ନିର୍ମାଣସ୍ଥଳର ତାଜା ଫଟୋରୁ…
‘ଯେତେବେଳେ ଭାରତ ଆଗକୁ ବଢୁଛି, ସେତେବେଳେ ବିଶ୍ୱ ଆଗକୁ ବଢୁଛି’, ନୂଆ ସଂସଦରେ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନ ଉଦଘାଟନର ଦ୍ୱିତୀୟ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାରେ କିଛି ମୁହୂର୍ତ୍ତ ଅମର ହୋଇଯାଇଥାଏ। ମେ ୨୮ ହେଉଛି ସେମିତି ଏକ ଦିନ। ମୋଦି କହିଛନ୍ତି, ଏହା କେବଳ ଏକ ଭବନ…
ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ପାଇଁ ଅଗ୍ନିପରୀକ୍ଷା…
ଅମରାବତୀ,୨୮।୫ : ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି। ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ. ଚନ୍ଦ୍ରାବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ବର୍ତ୍ତମାନ ନିଜକୁ ଜଣେ ଦକ୍ଷ ନେତା ଭାବରେ ପ୍ରମାଣ…

