ତାତି ଯୋଗୁ ୭ ବର୍ଷରେ ଚାକିରି ହରାଇବେ ୮ କୋଟି ଲୋକ, ଭାରତରେ ୩ କୋଟି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୩ : ଗତ ସପ୍ତାହରେ ବର୍ଷା ଯୋଗୁ ଏବଂ ଚଳିତ ସପ୍ତାହ ଆରମ୍ଭରେ, ପାଗ ବଦଳିବା ପୂର୍ବରୁ ହଠାତ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଥିଲା। ଏଥି ସହିତ, ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ଚଳିତ ବର୍ଷ ଗ୍ରୀଷ୍ମ ଲହର…
ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ
ସବ୍ଡେଗା,୨୨ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ସବ୍ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କଲା ପରେ ସ୍ବାମୀ ହେମନ୍ତ ଡନସନା(୨୭) ଦୁଇଦିନ ପରେ ନିଜ ଘରେ ବେକରେ ଗାମୁଛା…
‘କେବଳ ମୋଦି ଚାହିଁଲେ ହେବ ସମ୍ଭବ’
ନୂଆଦିଲ୍ଲୀ,୨୨।୩: ୨୦୨୩ ଦିନିକିଆ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ଭାରତ ସହ ଅନେକ ଦଳ ଟାଇଟଲ ପାଇଁ ଦୃଢ ପ୍ରତିଯୋଗୀ। ସେଥିମଧ୍ୟରୁ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ ଦଳ ଟାଇଟଲ…
ଭୂକମ୍ପରେ ଥରୁଥିଲା ଅପରେଶନ ଥିଏଟର, ଜନ୍ମ ନେଲେ ଶିଶୁ, ଭିଡ଼ିଓ ଭାଇରାଲ…
ଶ୍ରୀନଗର,୨୨।୩ : ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତର ଭାରତରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ଏହି ସମୟରେ ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲାର ଏକ ଡାକ୍ତରଖାନାର ଡାକ୍ତରମାନେ ଏକ ଶିଶୁପୁତ୍ରଙ୍କର ଜନ୍ମ ସଫଳତାର ସହିତ କରାଇଛନ୍ତି। ଶିଶୁଟି ଲୋୟର-ସେଗମେଣ୍ଟ ସିଜେରିୟାନ ମାଧ୍ୟମରେ ଜନ୍ମ…
ଆଇପିଏଲ ପୂର୍ବରୁ କେକେଆର୍କୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୨।୩: ଆଇପିଏଲ ୨୦୨୩ ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ବଡ଼ ଝଟ୍ା ଲାଗିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶ୍ରେୟସ ଆୟର ପିଠିରେ ଆଘାତ ଯୋଗୁ ଆଇପିଏଲ ଆଇପିଏଲ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ବାଦ୍ ପଡିଛନ୍ତି। ଆୟାର ଆଇପିଏଲରେ…
ଓଡ଼ିଶା ବୋହୂ ‘ନିଶା’ଆମେରିକା ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ…
ଓ୍ବାଶିଂଟନ,୨୨।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୂଳ ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭେଲପ୍ମେଣ୍ଟ ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି। ନିଶା ହେଉଛନ୍ତି ଓଡ଼ିଶାର ବୋହୂ। ସେ ଓଡ଼ିଶାର ଅନୁଗୋଳର ପୁଅ ସୁବ୍ରତ…
ବିହାର ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିଲା ହତ୍ୟା ଧମକ: ସୁରଟରୁ ଗିରଫ ହେଲେ ଅଭିଯୁକ୍ତ
ପାଟନା,୨୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ସୁରଟରୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ମିଳିବା ପରେ ବିହାର ପୋଲିସ ସୁରଟ କ୍ରାଇମ ଶାଖାରୁ ସାହାଯ୍ୟ ମାଗିଥିଲା। କ୍ରାଇମବ୍ରାଞ୍ଚ ଲସ୍କାନାରୁ ଯୁବକଙ୍କୁ ଧରି ବିହାର ପୋଲିସକୁ…
ସୋସିଆଲ ମିଡ଼ିଆରେ ହେଉଛି ମିଥ୍ୟା ପ୍ରଚାର: ପଞ୍ଜାବ ସ୍ଥିତି ନେଇ କହିଲେ ଭାରତୀୟ ଉଚ୍ଚାୟୁକ୍ତ…
ଲଣ୍ଡନ,୨୨।୩ : ବ୍ରିଟେନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସୋସିଆଲ ମିଡ଼ିଆରେ ଭାରତ ବିରୋଧରେ ଜାରି ରହିଥିବା ମିଥ୍ୟା ପ୍ରଚାର ସମ୍ପର୍କରେ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଞ୍ଜାବର ସ୍ଥିତି ନେଇ ପ୍ରସାରିତ ହେଉଥିବା ଭିଡ଼ିଓର କୌଣସି ସତ୍ୟତା…
୬ଜି ଭିଜନ୍ ଡକ୍ୟୁମେଣ୍ଟ ଉନ୍ମୋଚିତ, ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ ୟୁଜର: ମୋଦି
ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତରେ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଅଭିନବ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜନ…
ଟଙ୍କା ପୈଠ କଲେ, ଖୋଳାଯାଉନି ଗଭୀର ନଳକୂପ
ବରଗଡ଼ ଅଫିସ୍,୨୨ା୩: ଅଣଜଳସେଚିତ ଅଞ୍ଚଳର ଜମିକୁ ପାଣି ମଡ଼ାଇ ଚାଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରିହାତିରେ ଗଭୀର ନଳକୂପ ଖନନ ଯୋଜନା ହାତକୁ ନେଇଛନ୍ତି। ମାତ୍ର ଉଠାଜଳସେଚନ ବିଭାଗର ଅପାରଗତା ଯୋଗୁ ଏହି ଯୋଜନା ବାଟବଣା ହୋଇପଡ଼ିଛି। ଚାଷୀମାନେ ଆବଶ୍ୟକମତେ…
ଟସ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ ନିଷ୍ପତ୍ତି…
ଚେନ୍ନାଇ,୨୨।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ୩ ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳା ଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ ସ୍ମିଥ୍ ଟସ ଜିତି…
୭୮,୮୦୦ କୋଟିର ବଜେଟ ଉପସ୍ଥାପନ: ୨ ବର୍ଷରେ ହଟିବ ୩ ଆବର୍ଜନା ଗଦା …
ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀ ବିଧାନସଭାରେ ୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଇଛି। ବଜେଟ ଉପସ୍ଥାପନ କରିବା ପୂର୍ବରୁ କୈଲାସ ଗେହଲୋଟ କହିଛନ୍ତି ଯେ ମାତା ରାନୀଙ୍କ ଅନୁଗ୍ରହରେ ଚଳିତ ଆର୍ଥିକ ବର୍ଷ ସମସ୍ତଙ୍କ ପାଇଁ ଅନେକ ଅଗ୍ରଗତି ଆଣିବାକୁ ଯାଉଛି।…
Archives


