Home

ମନ୍ଦିର କାର୍ଯ୍ୟକ୍ରମରେ କେଉଁ ରଙ୍ଗ ବ୍ୟବହାର କରାଯିବ ତାହା ପ୍ରଶାସନ-ପୋଲିସ ସ୍ଥିର କରିପାରିବ ନାହିଁ: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୬।୨ : ଗୁରୁବାର କେରଳ ହାଇକୋର୍ଟ ଏକ ମନ୍ଦିର ଏବଂ ପୋଲିସ ପ୍ରଶାସନ ମଧ୍ୟରେ ବିବାଦକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ମନ୍ଦିର କାର୍ଯ୍ୟକ୍ରମରେ କେବଳ ରାଜନୈତିକ ନିରପେକ୍ଷ ରଙ୍ଗ ବ୍ୟବହାର କରାଯିବ ବୋଲି…

ଗ୍ୟାସ ଲିକରେ ଗୁରୁତର ଆହତ ନେପାଳ ସାଂସଦ ଚନ୍ଦ୍ର ଭଣ୍ଡାରୀ ଚିକିତ୍ସା ପାଇଁ ଯିବେ ବିଦେଶ…

କାଠମାଣ୍ଡୁ,୧୬।୨ : ଏଲପିଜି ଗ୍ୟାସ ଲିକ ଯୋଗୁଁ ହୋଇଥିବା ବିସ୍ଫୋରଣରେ ନେପାଳର ସାଂସଦ ଚନ୍ଦ୍ର ଭଣ୍ଡାରୀ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଚନ୍ଦ୍ର ଭଣ୍ଡାରୀଙ୍କ ଶରୀର ୨୫ ପ୍ରତିଶତ ଏବଂ ତାଙ୍କ ମାଆଙ୍କ ଦେହ ୮୦ ପ୍ରତିଶତ ଜଳି ଯାଇଛି।…

ଏଲଏସିରେ ନିର୍ମାଣ ହେବ ୪୭ ନୂଆ ଆଉଟପୋଷ୍ଟ, କେନ୍ଦ୍ରର ମଞ୍ଜୁରୀ…

ନୂଆଦିଲ୍ଲୀ,୧୬।୨ : ଭାରତ-ଚାଇନା ସୀମାରେ ଥିବା ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପାଇଁ ୯.୪୦୦ ନୂତନ ଯବାନ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ) ର ଏକ ବୈଠକରେ…

ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା

ଛତ୍ରପୁର,୧୬।୨(ଡି.ଏନ.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗ୍ରାମରେ ଘରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।…

କାର୍‌ ନିକଟରୁ ମହିଳାଙ୍କୁ ଟାଣି ନେଲା ବାଘ, ଏହି ଭୟଙ୍କର ଭିଡିଓ ଦେଖିଲେ…

ଅନେକ ଥର କ୍ୟାମେରାରେ ଏପରି କିଛି ଘଟଣା କଏଦ ହୋଇଛି, ଯାହା ଅତ୍ୟନ୍ତ ଭୟାନକ। ଏବେ ସେମିତି ଏକ ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବାଘ କାର୍‌ର…

ଲାଟୁରରେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ, ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଲାଟୁର ସହରରେ ମାଟି ତଳୁ କିଛି ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଭୂକମ୍ପ ଆତଙ୍କ ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଯଦିଓ ଅଧିକାରୀମାନେ କହିଛନ୍ତି…

ଥରିଲା ଫିଲିପାଇନ୍ସ

ମାନିଲା,୧୬।୨: ଫିଲିପାଇନ୍ସ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାି ତୀବ୍ରତା ୬.୧ ରହିଥିବା ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ(ୟୁଏସ୍‌ଜିଏସ୍‌)ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ। ୟୁଏସ୍‌ଜିଏସ୍‌ କହିଛି, ଏହି ଭୂକମ୍ପ କେନ୍ଦ୍ର ପ୍ରଦେଶର ମୁଖ୍ୟ…

ଶୁକ୍ରବାରଠାରୁ ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ…

ନୂଆଦିଲ୍ଲୀ,୧୬।୨ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାଗପୁରରେ ୧୩୨ ରନ ଏବଂ ଏକ ଇନିଂସରେ ପରାସ୍ତ କରି ଭାରତୀୟ ଦଳ ଏକ ବଡ଼ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲା।…

ମୋ ବିରୋଧରେ ଚକ୍ରବ୍ୟୁହ ରଚାଯାଇଥିଲା, ଏହା ଶତପ୍ରତିଶତ ସତ: ଫଡନଭୀସ

ପୁଣେ,୧୬।୨: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଏନସିପିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ଦୋହରାଇଛନ୍ତି। ସେ କହିଛନ୍ତି, ନଭେମ୍ବର ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ(ଏନସିପି) ଦଳର ନେତା ଅଜିତ ପାୱାରଙ୍କ ସହ ସେ ଯେଉଁ ସରକାର ଗଠନ କରିହୋଇଥିଲା ସେଥିରେ ଏନସିପି…

ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ: ଜଣେ ମୃତ, ଜଣେ ଅଭିଯୁକ୍ତ ଗିରଫ…

ଓ୍ବାଶିଂଟନ,୧୬।୨ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ଟେକ୍ସାସର ଏଲ ପାସୋରେ ଜଣେ ବନ୍ଧୁକଧାରୀ ଏକ ଶପିଂ ମଲରେ ପ୍ରବେଶ କରି ଚାରି ଜଣଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ପ୍ରବାସୀ ଭାରତୀୟ ଝିଅ ଭାବେ ଗର୍ବିତ: ନିକ୍କି ହାଲି

ନ୍ୟୁୟର୍କ,୧୬।୨: ରିପବ୍ଲିକାନ ପାର୍ଟି ପକ୍ଷରୁ ୨୦୨୪ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା ହେବା ପରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନେତା ନିକ୍କି ହାଲି ଆନୁଷ୍ଠାନିକ ଭାବେ ପ୍ରଚାର ଆରମ୍ଭ କରିଛନ୍ତି। ସେ ଦକ୍ଷିଣ କାରୋଲିନାରୁ ନିଜର ଅଭିଯାନ…

ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ-ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୧୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri