Home

କଲଭର୍ଟ ଉପରକୁ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଡ୍ରାଇଭର

ବିଶୋଇ,୧୬ା୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥସ୍ଥିତ ସ୍ଥାନୀୟ ଚଟାଣି ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ କଲଭର୍ଟ ଉପରକୁ ଚଢ଼ିଯିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତେବେ ହେଲ୍ପର ଅଳ୍ପକେ…

ନିର୍ବାଚନ ଜିତିବା ପାଇଁ ଇସ୍ରାଏଲର ସହାୟତା ନିଅନ୍ତି ମୋଦି: କଗ୍ରେସ

ନୂଆଦିଲ୍ଳୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ର ସହ ଖେଳୁଛନ୍ତି, ସେ ନିର୍ବାଚନରେ ଜିତିବା ପାଇଁ ଇସ୍ରାଏଲର ସହାୟତା ନେଉଛନ୍ତି। ଇସ୍ରାଏଲ ଏଜେନ୍ସି ସାହାଯ୍ୟରେ ଦେଶରେ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି ବୋଲି ଏକ…

ହାଇଟେକ୍‌ କୋଟ ତିଆରି କଲେ ଛାତ୍ର, ପିନ୍ଧି ଅଦୃଶ୍ୟ ହୋଇଯିବେ !…

ବେଜିଂ,୧୬।୨ : ଅନିଲ କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଏକ ଘଣ୍ଟା ପିନ୍ଧି ସେ ଅଦୃଶ୍ୟ ହୋଇଯାଉଥିଲେ। ବାସ୍ତବ ଜୀବନରେ ଚାଇନାର ଛାତ୍ରମାନେ ଏପରି ଏକ ଉଦ୍ଭାବନ କରିଛନ୍ତି। ଛାତ୍ରମାନେ ଏକ ଏଆଇ ଆଧାରିତ କୋଟ ତିଆରି କରିଛନ୍ତି ଯାହାକୁ ପିନ୍ଧି…

ଲୋକାଲ ଟ୍ରେନ୍‌ ଚକାରେ ଲାଗିଲା ନିଆଁ, ଟ୍ରେନ୍‌ରୁ ଡେଇଁ ଜୀବନ ବଞ୍ଚାଇଲେ ଲୋକେ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଥାନେ ଜିଲାର ଆସନଙ୍ଗାଓ ଷ୍ଟେଶନ ନିକଟରେ ଏକ ଲୋକାଲ ଟ୍ରେନର ଚକାରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ଟ୍ରେନରେ ଥିବା ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ କୋଚରୁ ଡେଇଁପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲେ।…

ହିତାଧିକାରୀଙ୍କୁ ପୁନର୍ବାର ମିଳୁ ଚାଉଳ

କେନ୍ଦୁଝର,୧୬ା୨(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩.୨୫ କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରେ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ବିଜେଡି ପକ୍ଷରୁ ଗୁରୁବାର ୧୩ ଟି ବ୍ଲକ, ୪ ପୌରପାଳିକା, ଗୋଟିଏ…

ଚାଉଳ ବନ୍ଦ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ହିଞ୍ଜିଳିକାଟୁ,୧୬ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ପରିବାରକୁ କୋଭିଡ ସମୟରେ ପ୍ରଦାନ କରାଯାଉଥିବା ଅତିରିକ୍ତ ମାଗଣା ୫ କେଜି ଚାଉଳ ବନ୍ଦ ପ୍ରତିବାଦରେ ଗୁରୁବାର ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ବିଜେଡି ପକ୍ଷରୁ ବିକ୍ଷୋଭ ରାଲି ଆୟୋଜନ କରାଯାଇଛି। ରାଜ୍ୟ ବିଜେଡି…

‘ବିସିସିଆଇ ଆଗରେ କିଛି କରିପାରିବ ନାହିଁ ଆଇସିସି’

ଇସଲାମାବାଦ୍‌,୧୬।୨: ଚଳିତ ବର୍ଷର ଏସିଆ କପ ଆୟୋଜନ କରିବ ସେନେଇ ଦ୍ୱନ୍ଦ୍ୱ ଶେଷ ହେବା ଭଳି ମନେ ହେଉନାହିଁ। ୨୦୨୩ ଏସିଆ କପର ଆୟୋଜକ ଦାୟିତ୍ୱ ପାକିସ୍ତାନ ହାତରେ ରହିଛି। ଗତ ବର୍ଷ ଏସୀୟ କ୍ରିକେଟ ପରିଷଦ(ଏସିସି)ର ସଭାପତି ଥିବା ବିସିସିଆଇ…

ବିଦ୍ୟାଳୟର ଓ୍ବାଚ୍‌ମ୍ୟାନ, ସୁଇପର ପଦ ପାଇଁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଦାୟିତ୍ୱ: ଧାରଣାରେ ବସିଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା

ପାଟଣା,୧୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ କୁଣ୍ଡଳା ପଞ୍ଚାୟତ କୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାର ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟରେ ସୁଇପର ଓ ଓ୍ବାଚ୍‌ମ୍ୟାନ ନିଯୁକ୍ତି ଦାବିରେ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି।…

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୬।୨ : ଜମ୍ମୁ-କଶ୍ମୀରର କୁପୱାରାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଏଠାରେ ଏକ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ଯବାନ ପଣ୍ଡ କରିଛନ୍ତି। ସୁରକ୍ଷା ବାହିନୀଙ୍କର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାରା ସୀମାରୁ କିଛି…

ନିଜର ସାଂସ୍କୃତିକ ଆଲୋକରେ ବିଶ୍ୱର ମାର୍ଗଦର୍ଶନ କରୁଛି ଭାରତ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୨ : ମେଗା ଜାତୀୟ ଆଦିବାସୀ ମହୋତ୍ସବର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ମହୋତ୍ସବରେ ଯୋଗ ଦେଇ କହିଛନ୍ତି ଯେ, ଭାରତ ନିଜର ସାଂସ୍କୃତିକ ଆଲୋକ ମାଧ୍ୟମରେ ବିଶ୍ୱର ମାର୍ଗଦର୍ଶନ କରୁଛି। ଆଦି ମହୋତ୍ସବ ବିବିଧତାରେ ଏକତା…

୧୪ ବର୍ଷୀୟା ବାଳିକାଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ

ଜୟପୁର,୧୬।୨: ରାଜସ୍ଥାନର ବାଲି ପଡିଆରେ ଚୌକା ଓ ଛକା ମାରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମୁମଲ ମେହେରଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ପ୍ରଶଂସାରେ ପୋତି ପକାଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଟୁଇଟରରେ ମୁମଲଙ୍କ…

ପୃଥିବୀର ୧୦ ଭିଡ ସହର ତାଲିକାରେ ଭାରତର ବେଙ୍ଗାଲୁରୁ-ପୁଣେ…

ନୂଆଦିଲ୍ଲୀ,୧୬।୨ : ବଡ ସହରରେ ଟ୍ରାଫିକ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଦୁନିଆର ପ୍ରତ୍ୟେକ ବଡ ସହରରେ ଯାନ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଅଳ୍ପ ଦୂରତାକୁ ମଧ୍ୟ ଅତିକ୍ରମ କରିବାକୁ ବହୁତ ସମୟ ଲାଗୁଛି। ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri