Home

ଶ୍ୱେତା ହତ୍ୟା ମାମଲା: ବୟଫ୍ରେଣ୍ଡ ଗିରଫ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ସଫ୍ଟଓ୍ବେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ୬ ମାସ ପୂରଣ ହୋଇଥିବା ବେଳେ ଗୁରୁବାର ଭୋର୍‌ରୁ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।ସମ୍ବଲପୁର ବଂଶୀଧର ନଗରସ୍ଥିତଘରୁ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଆଜି…

ୟୁକ୍ରେନ୍‌ ଆକାଶରେ ୬ ବିପଜ୍ଜନକ ବେଲୁନ ଛାଡିଲା ରୁଷିଆ…

କିଭ୍‌,୧୬।୨ : ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିଲା ବେଳେ ବର୍ତ୍ତମାନ ରୁଷିଆ ମଧ୍ୟ ୟୁକ୍ରେନ ରାଜଧାନୀ କିଭ ଉପରେ ୬ଟି ବିପଜ୍ଜନକ ବେଲୁନ ଛାଡିଛି। ଅବଶ୍ୟ, ୟୁକ୍ରେନ୍‌ ରାଷ୍ଟ୍ରପତି…

ମାଗଣା ଚାଉଳ ବନ୍ଦର ପ୍ରତିବାଦ

ଛତ୍ରପୁର,୧୬ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ୫ କେଜି ଚାଉଳ ବନ୍ଦ କରିଥିବା ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟ ବିଜେଡି ଡାକରାରେ ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

‘ଆଦି ମହୋତ୍ସବ’ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ଆଦି ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ତାଙ୍କ ସହ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ସ୍ବାଧୀନତା ସଂଗ୍ରାମୀ ତଥା…

ପଞ୍ଚଜନ୍ୟର ସମ୍ପାଦକୀୟରେ ଦାବି, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ବ୍ୟବହାର କରୁଛି ଭାରତ ବିରୋଧୀ ଶକ୍ତି…

ନୂଆଦିଲ୍ଲୀ,୧୬।୨ : ଆରଏସଏସର ସାସ୍ତାହିକ ପତ୍ରିକା ପଞ୍ଚଜନ୍ୟର ସମ୍ପାଦକୀୟରେ ସୁପ୍ରିମକୋର୍ଟଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆସିଛି। ଏଥିରେ ଦାବି କରାଯାଇଛି ଯେ, ସୁପ୍ରିମକୋର୍ଟଙ୍କୁ ଏକ ଉପକରଣ ଭାବରେ ଭାରତ ବିରୋଧୀ ଶକ୍ତି ବ୍ୟବହାର କରୁଛନ୍ତି। ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ…

କିଆରାଙ୍କୁ ଏକୁଟିଆ ଛାଡି କାମକୁ ଫେରିଲେ ସିଦ୍ଧାର୍ଥ

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ଉଭୟ ଫେବୃଆରୀ ୭ରେ ରାଜସ୍ଥାନର ଜୈଶଲମିରର ସୂର୍ଯ୍ୟଗଡ ପ୍ୟାଲେସରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଏହା ପରେ…

ଟ୍ରେନ୍‌ରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ୪ ଆହତ

ଇସଲାମାବାଦ,୧୬ା୨: ଗୁରୁବାର ପାକିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। କୁହାଯାଉଛି, ଏହି ବିସ୍ଫୋରଣ ପେଶାଓ୍ବାରରୁ ଆସୁଥିବା ବେଳେ ଏକ ଏକ୍ସପ୍ରେସ ଟ୍ରେନ୍‌ରେ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏପର୍ଯ୍ୟନ୍ତ…

ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ଅରୁଣାଚଳ ପାଲଟିଛି ଉଦାହରଣ: ନିଷ୍ପତ୍ତି ନେବାରେ ଅଡୁଆରେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୨ : ୨୦୧୬ ରେ, ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ ଏକ ରାୟ ଦେଇଥିଲେ। ଯାହା ଉପରେ ସୁପ୍ରିମକୋର୍ଟର ବିଚାରପତିମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଅରୁଣାଚଳ ପ୍ରଦେଶର ନବାମ-ରେବିଆ ମାମଲାରେ କୋର୍ଟ କହିଥିଲେ ଯେ ଯଦି ବାଚସ୍ପତିଙ୍କୁ ହଟାଇବା ପାଇଁ ଏକ…

ଯୁବତୀଙ୍କୁ ଗଳାକାଟି ହତ୍ୟା, ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ

ପାଇକମାଳ,୧୬ା୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ ଥାନା ଜର୍ଜଗଡ଼ ଗ୍ରାମ ନିକଟ ଏକ ନାଳ ପାଖରେ ଗୁରୁବାର ଜଣେ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଯୁବତୀ ଜଣକ ହେଲେ, ଉକ୍ତ ଗ୍ରାମର ନମିତା ଶତନାମୀ (୨୦)। ସେ ଆଜି ପୂର୍ବାହ୍ନରେ ନିକଟସ୍ଥନାଳକୁ…

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

ଷାଠିଏ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ରାକ୍ୱେଲ ୱେଲଚ ୮୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ରାକ୍ୱେଲ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୫୦ ବର୍ଷ…

ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ରାଜ୍ୟରେ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ବଢ଼ିବ। ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତାପମାତ୍ରା ବୃଦ୍ଧି ସହ ରାଜ୍ୟର କିଛି ଜିଲାରେ ପ୍ରବଳ କୁହୁଡ଼ି…

ଆବଶ୍ୟକ ପଡ଼ିଲେ ଇମ୍ରାନଙ୍କୁ ଆମ୍ବୁଲାନ୍ସରେ ହାଜର କରାଅ: ଲାହୋର କୋର୍ଟ…

ଇସଲାମାବାଦ,୧୬।୨ : ଲାହୋର ହାଇକୋର୍ଟ (ଏଲଏଚସି) ନିର୍ଦ୍ଦେଶ ଦେଇଛନ୍ତି ଯେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ ଆହତ ହୋଇଥିଳେ ବି ତାଙ୍କୁ ଆମ୍ବୁଲାନ୍ସରେ ଆଣନ୍ତୁ, କାରଣ ସେ ଏକ ମାମଲାରେ ପ୍ରତିରକ୍ଷା ଜାମିନ ଚାହୁଁଛନ୍ତି। ଜିଓ ନ୍ୟୁଜ ରିପୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri