Home

ମାଉଣ୍ଟ ଏଲବ୍ରୁସରେ ସିଦ୍ଧାର୍ଥ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାର ପର୍ବତାରୋହଣକାରୀ ସିଦ୍ଧାର୍ଥ ରାଉତରାୟ ୟୁରୋପର ସର୍ବୋଚ୍ଚ ଗିରି ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିଛନ୍ତି। ମେ ୩ ତାରିଖରେ ସିଦ୍ଧାର୍ଥ ଏହି ପର୍ବତ ଚଢିଥିଲେ। ଶୁକ୍ରବାର ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ…

ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌: ଓଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ବୃହତ୍‌ ବିଜୟ ହୋଇଛି। ଶୁକ୍ରବାର ଶାହିବାଗରେ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୧୦-୦ ବୃହତ୍‌ ବ୍ୟବଧାନରେ ଜିତି ନେଇଥିଲା। ଓଏଫ୍‌ସି ପକ୍ଷରୁ ଅଧିନାୟିକା ନାନ୍‌ଗୋମ୍‌ ବାଲା…

ଚୁଲିରେ ରୋଷେଇ କଲେ ସଚିନ୍‌ ତେନ୍ଦୁଲକର

ମୁମ୍ବାଇ,୬ା୫: କ୍ରିକେଟର ଭଗବାନ ତଥା ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଚୁଲିରେ ରୋଷେଇ କରିଛନ୍ତି। ନିକଟରେ ସେ ନିଜର ୫୦ ତମ ଜନ୍ମ ଦିବସ ପାଳନ କରିଥିଲେ। ଏହି ଅବସରରେ ନିଜ ଗ୍ରାମରେ ସେ ଏକ କାଠ ଚୁଲିରେ ରୋଷେଇ…

ପଲୁରୁ ଅଞ୍ଚଳରେ ୨ ମାସ ମଧ୍ୟରେ ହେବ ପୁଷ୍ପା-୨ ଶୁୁଟିଂ

ମାଲକାନଗିରି,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଲୁରୁ ଅଞ୍ଚଳରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ ଚଳଚ୍ଚିତ୍ର ଶୁଟିଂ। ଶୁକ୍ରବାର ପୁଷ୍ପା-୨ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ ସହ ଜର୍ମାନୀରୁ କ୍ୟାମେରା ମୁଖ୍ୟ କୁବା ମାଲକାନଗିରି ଜିଲାରେ ଆସି…

ଅଶ୍ୱିନୀ, ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ

ବଲାଙ୍ଗୀର ଅଫିସ,୬ା୫: ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗ, ଛତିଶଗଡ ପର୍ଯ୍ୟଟନ ବୋର୍ଡ ଏବଂ ରାୟପୁର (ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ବଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ଲବ୍ଧପ୍ରତିଷ୍ଠ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ…

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ନାହିଁ ମେଘନ ମାର୍କେଲ

ଲଣ୍ଡନ,୬।୫: ବ୍ରିଟେନରେ କିଙ୍ଗ ଚାର୍ଲସଙ୍କର ଶନିବାର ରାଜ୍ୟାଭିଷେକ ହେବାକୁ ଯାଉଛି। ଏହି ଖବର ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଛି। ହେଲେ ଏବେବି ବ୍ରିଟେନ ରାଜ ପରିବାରରେ ସବୁକିଛି ଠିକ ନାହିଁ। ଗୋଟିଏ ପଟେ କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ପାଇଁ ସାରା…

ନିଜ ରାଜାଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତ ବ୍ରିଟେନ, ସାରା ବିଶ୍ୱରୁ ୨୦୦୦ ଅତିଥି ହେବେ ସାମିଲ

ଲଣ୍ଡନ,୬।୫: ଶନିବାର ହେବାକୁ ଯାଉଛି ବ୍ରିଟେନର ନୂଆ ରାଜା ଚାର୍ଲସଙ୍କ ରାଜ୍ୟାଭିଷେକ। ଏହି ରାଜ୍ୟାଭିଷେକ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ହେବ। କିଙ୍ଗ ଚାର୍ଲସଙ୍କ ପତ୍ନୀ କାମିଲାଙ୍କର ବି ଭାବି ମହାରାଣୀ ଭାବେ ରାଜ୍ୟାଭିଷେକ ହେବ। ସମ୍ପୂର୍ଣ୍ଣ ବିଶ୍ୱର ନଜର ଏହି କାର୍ଯ୍ୟକ୍ରମ…

ଦୋହା ଡାଇମଣ୍ଡ ଲିଗ୍‌ ମିଟ୍‌ ଜିତିଲେ ନୀରଜ

ଦୋହା, ୬ା୫ (ପି.ଟି.): ଅଲିମ୍ପିକ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଶୁକ୍ରବାର ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ଜିତିିଛନ୍ତି। ନୀରଜ ତାଙ୍କ ସିଜନ ଆରମ୍ଭ ପ୍ରତିଯୋଗିତାରେ ୮୮.୬୭ ମିଟର ଜାଭେଲିନ୍‌ ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ…

ଓଡ଼ିଶା କ୍ରିକେଟର ବିକାଶ ପାଇଁ ଭେଙ୍କଟରାମ୍‌ଙ୍କ ଯୋଜନା

ଭୁବନେଶ୍ୱର, ୬ା୫(ସ୍ପୋଟର୍‌ସ ବ୍ୟୁରୋ): (ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଦ୍ୱାରା ନବ ନିଯୁକ୍ତ ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମ ରାଜ୍ୟ କ୍ରିକେଟର ବିକାଶ ପାଇଁ ପ୍ରସ୍ତୁତ କରିଥିବା ତାଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁକ୍ରବାର ଓସିଏ କନଫରେନ୍ସ ହଲ୍‌ରେ ଆୟୋଜିତ…

ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜଙ୍କ କ୍ଲିନ୍‌ ସୁଇପ୍‌

ତାଶକେଣ୍ଟ, ୬ା୫(ପି.ଟି.): ଏଠାରେ ଚାଲିଥିବା ଏସିଆ କପ୍‌ ଷ୍ଟେଜ୍‌-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରି ଭାରତର କମ୍ପାଉଣ୍ଡ ତୀରନ୍ଦାଜମାନେ କ୍ଲିନ୍‌ ସୁଇପ୍‌ କରିଛନ୍ତି। ୭ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ଭାରତ ପଦକ…

ବିପ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୬ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ହାରିବା ଭୟରେ ବିଜେପୁର ଓ ପଦ୍ମପୁର ଭଳି ହିଂସା ରାଜନୀତି ଭାଜପା ଆପଣାଇଥିବା ବିଜେଡି ଅଭିଯୋଗ କରିଛି। ଭାଜପା କର୍ମକର୍ତ୍ତା ବିପ୍ର ବନଛୋର ଓ ସେମାନଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ର ଏକ…

ପଞ୍ଚାୟତବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ସମ୍ବଲପୁର/କୋଲାବିରା,୬ା୫(ବ୍ୟୁରୋ/ଡି.ଏନ.ଏ.): ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବା ପ୍ରତିବାଦରେ ଶୁକ୍ରବାର ଝାରସୁଗୁଡା ଜିଲା କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତବାସୀ ବୈଠକ କରି ଉପନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଜାଣିବା ପରେ ଅଞ୍ଚଳରେ ପ୍ରଚାର କରୁଥିବା ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri