Home

ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବିକଲା ଚାଇନା

ବେଜିଂ,୧୬ା୨: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ ଏବଂ ତାଙ୍କର ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସି ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଚାଇନା ଗସ୍ତରେ ଇବ୍ରାହିମ ରାଇସି ବେଜିଂରେ ପହଞ୍ଚିଥିଲେ। ଗସ୍ତର ଶେଷ ଦିନରେ ଦୁଇ ନେତା…

ଯଜ୍ଞ ସମାରୋହ ଭିତରେ ପଶି ୩ ଜଣଙ୍କୁ ଦଳିଦେଲା ହାତୀ

ଗୋରଖପୁର,୧୬।୨: ଗୋରଖପୁର ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ତିୱାରୀପୁର ଅଞ୍ଚଳର ଜଗତ୍‌ବେଲାସ୍ଥିତ ମହମ୍ମଦପୁର ମାଫି ଗ୍ରାମରେ ଆୟୋଜିତ ଯଜ୍ଞ ସମାରୋହରେ ଏଠାରେ ଏକ ହାତୀ ପଶିଯାଇଛି। କ୍ରୋଧିତ ହାତୀ ଅନେକ ଲୋକଙ୍କୁ ଦଳି ଦେଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ…

ଅର୍ଥ ହେରଫେର ମାମଲାରେ ପୁଣି ଗିରଫ ହେଲେ ସୁକେଶ, ୯ ଦିନିଆ ରିମାଣ୍ଡ ଲାଗି ଅନୁମତି

ନୂଆଦିଲ୍ଲୀ,୧୬।୨: ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଇଡି ଗିରଫ କରିଛି। ଇଡି ଗୁରୁବାର ପଟିଆଲା ହାଉସ କୋର୍ଟରେ ସୁକେଶଙ୍କୁ ହାଜର କରିଥିଲା। ପରେ କୋର୍ଟ ସୁକେଶଙ୍କୁ ୯ ଦିନ ରିମାଣ୍ଡରେ ପଠାଇଛନ୍ତି। ଏକ ନୂଆ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ…

ଆଇପିସି, ସିଆରପିସି ଆକ୍ଟରେ ହେବ ସଂଶୋଧନ: ଶାହା

ନୂଆଦିଲ୍ଲୀ,୧୬।୨: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଦିଲ୍ଲୀ ପୋଲିସର ୭୬ତମ ଫାଉଣ୍ଡେସନ ଡେ’ ପରେଡରେ ଯୋଗ ଦେଇଛନ୍ତି। ସେ ତାଙ୍କ ସମ୍ବୋଧନରେ କହିଛନ୍ତି, ଏହି ପରେଡରେ ଯୋଗଦେବା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ…

‘ଗରିବ ମାରଣ ନୀତି ବନ୍ଦ କରନ୍ତୁ କେନ୍ଦ୍ର ସରକାର’

ପାଟଣା,୧୬ା୨(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୩.୨୫କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଗୁରୁବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଓ ସାହାରପଡ଼ା ବ୍ଲକ ସମ୍ମୁଖରେରେ ଶତାଧିକ ବିଜେଡି…

ଏଏପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀ ହଜ କମିଟି ନିର୍ବାଚନରେ ଭାଜପା ବାଜିମାରିଛି। ଭାଜପାର କୌସର ଜାହାଁ ବିଜୟୀ ହୋଇ ଅଧ୍ୟକ୍ଷ ପଦ ପାଇଛନ୍ତି। ଫଳରେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ଗତ ଜାନୁଆରୀ ୬ରେ…

କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି

ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ କେନ୍ଦ୍ର ସରକାରଙ୍କ ଗରିବ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଥିଲା। ଓଡ଼ିଶାର ଗରିବ ଲୋକଙ୍କ ପିଡିଏସ୍‌ ଚାଉଳ କାଟିବା ପ୍ରତିବାଦରେ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ…

ଧାନକିଣା ନୀତି, ଚାଉଳ କାଟ୍‌ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ବରଗଡ଼ ଅଫିସ,୧୬ା୨: ଧାନକିଣା ନୀତି ଓ ଚାଉଳ କାଟ୍‌ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଗୁରୁବାର ବରଗଡ଼ ଗାନ୍ଧୀଛକରେ ବିଜେଡି ନେତା, କର୍ମୀ ଧାରଣାରେ ବସି ଏହାର ପ୍ରତିବାଦ କରିଥିବା ବେଳେ ଜିଲାପାଳ ଅଫିସ ଆଗରେ ବିକ୍ଷୋଭ…

କଲଭର୍ଟ ଉପରକୁ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଡ୍ରାଇଭର

ବିଶୋଇ,୧୬ା୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥସ୍ଥିତ ସ୍ଥାନୀୟ ଚଟାଣି ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ କଲଭର୍ଟ ଉପରକୁ ଚଢ଼ିଯିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତେବେ ହେଲ୍ପର ଅଳ୍ପକେ…

ନିର୍ବାଚନ ଜିତିବା ପାଇଁ ଇସ୍ରାଏଲର ସହାୟତା ନିଅନ୍ତି ମୋଦି: କଗ୍ରେସ

ନୂଆଦିଲ୍ଳୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ର ସହ ଖେଳୁଛନ୍ତି, ସେ ନିର୍ବାଚନରେ ଜିତିବା ପାଇଁ ଇସ୍ରାଏଲର ସହାୟତା ନେଉଛନ୍ତି। ଇସ୍ରାଏଲ ଏଜେନ୍ସି ସାହାଯ୍ୟରେ ଦେଶରେ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି ବୋଲି ଏକ…

ହାଇଟେକ୍‌ କୋଟ ତିଆରି କଲେ ଛାତ୍ର, ପିନ୍ଧି ଅଦୃଶ୍ୟ ହୋଇଯିବେ !…

ବେଜିଂ,୧୬।୨ : ଅନିଲ କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଏକ ଘଣ୍ଟା ପିନ୍ଧି ସେ ଅଦୃଶ୍ୟ ହୋଇଯାଉଥିଲେ। ବାସ୍ତବ ଜୀବନରେ ଚାଇନାର ଛାତ୍ରମାନେ ଏପରି ଏକ ଉଦ୍ଭାବନ କରିଛନ୍ତି। ଛାତ୍ରମାନେ ଏକ ଏଆଇ ଆଧାରିତ କୋଟ ତିଆରି କରିଛନ୍ତି ଯାହାକୁ ପିନ୍ଧି…

ଲୋକାଲ ଟ୍ରେନ୍‌ ଚକାରେ ଲାଗିଲା ନିଆଁ, ଟ୍ରେନ୍‌ରୁ ଡେଇଁ ଜୀବନ ବଞ୍ଚାଇଲେ ଲୋକେ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଥାନେ ଜିଲାର ଆସନଙ୍ଗାଓ ଷ୍ଟେଶନ ନିକଟରେ ଏକ ଲୋକାଲ ଟ୍ରେନର ଚକାରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ଟ୍ରେନରେ ଥିବା ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ କୋଚରୁ ଡେଇଁପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri