Home

ଅଜଣା ବସ୍ତୁକୁ ନେଇ ନିଜ ମତ ରଖିଲେ ରାଷ୍ଟ୍ରପତି ବାଇଡେନ୍‌

ଓ୍ବାଶିଂଟନ୍‌,୧୭।୨:ଆମେରିକାର ଆକାଶରେ ଅଜଣା ବସ୍ତୁ ଏବଂ ବେଲୁନ ଖସାଇବାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜ ମତ ରଖିଛନ୍ତି। ବାଇଡେନ କହିଛନ୍ତି, ଏହି ତିନୋଟି ବସ୍ତୁ କ’ଣ ତାହା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଏହା ଚାଇନାର ଗୁପ୍ତଚର ବେଲୁନ ନା…

ଭାରତୀୟ ବଂଶୋଦ୍ଭବ ନିଲ ମୋହନ ୟୁଟ୍ୟୁବ୍‌ର ନୂଆ ସିଇଓ

କାଲିଫର୍ନିଆ,୧୭।୨: ୟୁଟ୍ୟୁବ୍‌ ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ତାଙ୍କ ସ୍ଥାନ ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ନେବେ ବୋଲି ଜଣାପଡିଛି। ଗ୍ଲୋରିଫାଏଡ ଟେକ୍ନିକାଲ ସପୋର୍ଟରୁ ନିଲଙ୍କ କ୍ୟାରିଅର୍‌ ଆରମ୍ଭ ହୋଇଥିଲା। ଏଠାରେ ସେ ୬୦,୦୦୦…

ୟୁଟ୍ୟୁବ୍‌ ସିଇଓ ପଦରୁ ଇସ୍ତଫା ଦେଲେ ସୁସାନ ୱୋଜିକ୍କି

କାଲିଫର୍ନିଆ,୧୭।୨: ୟୁଟ୍ୟୁବ୍‌ ୱେବସାଇଟର ସିଇଓ ସୁସାନ ୱୋଜିକ୍କି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ଆଇଏନସି ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ମୂଳ ଆମେରିକୀୟ ନିଲ ମୋହନ ଏବେ ତାଙ୍କ ସ୍ଥାନ ନେବେ। ଇସ୍ତଫା ଦେବାର…

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାରରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ୪ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌…

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୧୬।୨: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମନଗର ହଲଦ୍ୱାନୀ ଯାଉଥିବା ବେଳେ ଲଛିଓ୍ବାଲା ଟୋଲ ପ୍ଲାଜା ନିକଟରେ ହରିଶ ହଠାତ୍‌ ବିଚଳିତ…

କୁନୋ ନ୍ୟାଶନାଲ ପାର୍କର ଚିତାଙ୍କୁ ମିଳିବେ ନୂଆ ବନ୍ଧୁ

ଭୋପାଳ,୧୬।୨: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଥିବା ଚିତାଙ୍କ ପାଇଁ ଆଉ କେତେକ ନୂଆ ବନ୍ଧୁ ଆସିିବାକୁ ଯାଉଛି। ଭାରତରେ ବିଲୁପ୍ତ ହୋଇଥିବା ଚିତାକୁ ପୁନଃସ୍ଥାପିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଟି…

ତ୍ରିପୁରା ବିଧାନସଭା ନିର୍ବାଚନ: ଶେଷ ମତଦାନ ସୁଦ୍ଧା ୮୧.୧୦ ପ୍ରତିଶତ ଭୋଟିଂ

ଅଗରତାଲା,୧୬।୨: ତ୍ରିପୁରା ବିଧାନସଭା ନିର୍ବାଚନ ୬୦ଆସନ ପାଇଁ ଗୁରୁବାର ମତଦାନ ଶେଷ ହୋଇଛି। ମତଦାନ କେନ୍ଦ୍ରରେ ଇଭିଏମ୍‌କୁ ସିଲ୍‌ କରି ସୁରକ୍ଷିତ ରଖାଯାଇଛି। ତେବେ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟରେ ୮୧ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।…

୧୦୦ତମ ଟେଷ୍ଟ ଖେଳିବେ ପୂଜାରା: ୧୩ତମ ଭାରତୀୟ ଖେଳାଳି ଭାବେ…

ନୂଆଦିଲ୍ଲୀ,୧୬।୨: ଟିମ୍‌ ଇଣ୍ଡିଆର ‘ନ୍ୟୁ ଓ୍ବାଲ୍‌’ ଭାବରେ ସାରା ବିଶ୍ୱରେ ଜଣାଶୁଣା ଚେତେଶ୍ୱର ପୂଜାରା ତାଙ୍କ କ୍ରିକେଟ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରେ ଏହି ୩୫…

ପ୍ରେମିକ ଫହାଦ ଅହମ୍ମଦଙ୍କ ହାତ ଧରିଲେ ସ୍ବରା

ବମ୍ବେ: ବିବାହ ବନ୍ଧନରେ ଅଭିନେତ୍ରୀ ସ୍ବରା ଭାସ୍କର। ରାଜନୈତିକ କାର୍ଯ୍ୟକର୍ତ୍ତା ଫହାଦ ଅହମ୍ମଦଙ୍କୁ ସେ କୋର୍ଟରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସ୍ବରା ଏନେଇ ଫଟୋ ଏବଂ ଭିଡିଓ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି। ଭିଡିଓରେ ସ୍ବରା ନିଜର ପ୍ରେମକାହାଣୀ କିଭଳି…

ଶିବଙ୍କୁ ପସନ୍ଦ ନୁହେଁ ଏହି ରଙ୍ଗ, ମହାଶିବରାତ୍ରି ଦିନ ଭୁଲରେ ବି…

‘ମହାଶିବରାତ୍ରି ’ ହିନ୍ଦୁମାନଙ୍କର ସବୁଠାରୁ ବଡ ପର୍ବ। ଚଳିତ ବର୍ଷ ୧୮ ଫେବୃୟାରୀରେ ଏହି ପର୍ବ ପାଳନ କରାଯିବ। ଶୈବଭକ୍ତମାନଙ୍କର ମଧ୍ୟରେ ଏହି ପର୍ବର ବିଶେଷ ଗୁରୁତ୍ୱ ରହିଛି। ଏହି ଦିନ ଭଗବାନ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଭକ୍ତି ସହିତ…

ଶାହାରୁଖଙ୍କ ଗୀତରେ ଡ୍ୟାନ୍ସ କଲେ ଚାଇନାର ଏହି କୁନି ବାଳକ

ମୁମ୍ବାଇ: ଚାଇନାର ଜଣେ ଶିଶୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପିଲାଟି କିଙ୍ଗଖାନ୍‌ ଶାହାରୁଖଙ୍କ ଫିଲ୍ମ ‘ମହୋବତ’ର ଗୀତ ‘ଆଁଖେ ଖୁଲି ହୋ ୟା ହୋ ବନ୍ଦ୍‌’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓରେ ବିଶେଷ…

୨ ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ,୧୬।୨: ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକାର ଦୁଇଟି ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଚାଇନା। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି, ଲକହିଡ ମାର୍ଟିନ କର୍ପ ଏବଂ ରାଇଥନ ଟେକ୍ନୋଲୋଜି କର୍ପକୁ ଅବିଶ୍ୱସନୀୟ ସଂସ୍ଥା ତାଲିକାରେ ସ୍ଥାନିତ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri