କିଙ୍ଗ୍ ଚାଲର୍ସ ଶପଥରେ କହିଲେ ଏମିତି…
ଲଣ୍ଡନ,୬ା୫: କିଙ୍ଗ ଚାଲର୍ସ ତୃତୀୟ ଶନିବାର ବ୍ରିଟେନର ରାଜା ଭାବରେ ମୁକୁଟ ପିନ୍ଧିଛନ୍ତି। ଗତ ସେପ୍ଟେମ୍ବରରେ ତାଙ୍କ ମାତା ତଥା ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଚାଲର୍ସ ତୃତୀୟ ବ୍ରିଟେନର କିଙ୍ଗ୍ ଆଖ୍ୟା ଗ୍ରହଣ କରିଥିଲେ। ଏହା ପରେ ଶନିବାର ସନ୍ଧ୍ୟା…
ବିନା ଭିଜା-ପାସପୋର୍ଟରେ ବାସ କରୁଥିବା ୮ ବାଂଲାଦେଶୀ ଗିରଫ…
ମୁମ୍ବାଇ,୬।୫ : ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଭିଜା ପାସପୋର୍ଟ ବିନା ରହୁଥିବା ୬ ଜଣ ମହିଳାଙ୍କ ସମେତ ୮ଜଣ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ଏହି ସମସ୍ତ ବାଂଲାଦେଶୀ ନାଗରିକଙ୍କୁ ମୀରା ରୋଡର ନୟନଗରରୁ ଗିରଫ କରାଯାଇଥିଲା। ଏହି ସମସ୍ତ…
ମଣିପୁର ହିଂସା: ମେତେଇ ସମ୍ପ୍ରଦାୟଙ୍କୁ ସୁରକ୍ଷା ଦେଉଛନ୍ତି କୁକି ମହିଳା, ସୋସିଆଲ ମିଡିଆରେ ଭାଇରାଲ…
ଇମ୍ଫାଲ,୬।୫ : ମଣିପୁରରେ ହୋଇଥିବା ହିଂସା ସମୟରେ କୁକି ମହିଳାମାନେ ମେତେଇ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭିଡ଼ ହିଂସାଠାରୁ ରକ୍ଷା କରିବା ପାଇଁ ଚୁରଚାନ୍ଦପୁର ସହରରେ ଏକ ମାନବ ଶୃଙ୍ଖଳା ଗଠନ କରିଥିଲେ। ମେତେଇ ସମ୍ପ୍ରଦାୟର ଲୋକଙ୍କୁ ମାନବ ଶୃଙ୍ଖଳାର ଆବରଣରେ ଆର୍ମି…
ନାକର ସର୍ଜରୀ ବିଗିଡିବା ପରେ ଡିପ୍ରେସନକୁ ଚାଲି ଯାଇଥିଲେ ପ୍ରିୟଙ୍କା, କହିଲେ ମୋ କ୍ୟାରିୟର…
ମୁମ୍ବାଇ,୬।୫: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମକୁ ହେଉ କି ବ୍ୟକ୍ତିଗତ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଏହି ମଧ୍ୟରେ ପ୍ରିୟଙ୍କା ମେଟ୍ ଗାଲା ଇଭେଣ୍ଟ ୨୦୨୩ରେ ତାଙ୍କ ଲୁକ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ସାକ୍ଷାତକାରରେ…
ବ୍ରିଟେନ ରାଜାଙ୍କ ରାଜ୍ୟାଭିଷେକରେ ଖର୍ଚ୍ଚ ହେଲା ହଜାରେ କୋଟି
ଲଣ୍ଡନ,୬।୫: ବ୍ରିଟେନର ରାଜା କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ଶନିବାର ସମ୍ପନ୍ନ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ନୂଆ ରାଜା ହୋଇଛନ୍ତି। ଏହାସହ ତାଙ୍କ ପତ୍ନୀ କୁଇନ କାମିଲାଙ୍କର ମଧ୍ୟ ରାଜ୍ୟାଭିଷେକ ହୋଇଛି। କିଙ୍ଗ ଚାର୍ଲସ ତୃତୀୟ ଓ କ୍ୱିନ କାମିଲାଙ୍କର ରାଜ୍ୟାଭିଷେକ…
ଶପଥ ନେଲେ କିଙ୍ଗ୍ ଚାଲର୍ସ
ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍ସ ତୃତୀୟ ଏବଂ କୁଇନ୍ ଅଫ୍ କନ୍ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ମହା ଆଡ଼ମ୍ବର ସହକାରେ ପାଳନ ହୋଇଛି। ଚାଲର୍ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍ କୋଚ୍ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର ଐତିହାସିକ ରାଜ…
ଜାପାନର ୫୦ ପ୍ରତିଶତ ଯୁବବର୍ଗଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବୃତ୍ତି: ଆମେରିକା ରିପୋର୍ଟ…
ଓ୍ବାଶିଂଟନ,୬।୫ : ଧନୀ ଦେଶମାନଙ୍କରେ, ଜୀବନରେ ନିରାଶ ହୋଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଆମେରିକାରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି , ଯୁବତୀମାନଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତିରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ବର୍ତ୍ତମାନ ଜାପାନରେ…
ଓ୍ବେଷ୍ଟମିନଷ୍ଟରରେ ପହଞ୍ଚିଲେ କିଙ୍ଗ୍ ଚାଲର୍ସ
ଲଣ୍ଡନ,୬ା୫: ବ୍ରିଟେନ ରାଜା ଚାଲର୍ସ ତୃତୀୟ ଏବଂ କୁଇନ୍ ଅଫ୍ କନ୍ଶର୍ଟ କାମିଲାଙ୍କ ରାଜ୍ୟାଭିଷେକ ଶନିବାର ପାଳନ ହେଉଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଚାଲର୍ସ କାମିଲାଙ୍କ ସହ ଡାଏମଣ୍ଡ ଜୁବୁଲି ଷ୍ଟେଟ୍ କୋଚ୍ (ଘୋଡ଼ାଗାଡ଼ି)ରେ ବସି ଓ୍ବେଷ୍ଟମିନଷ୍ଟର ଲଣ୍ଡନର…
ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ୍ ବିଭ୍ରାଟ
ବାରିପଦା ଅଫିସ,୬।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ଦେଖାଦେଲା ବିଦ୍ୟୁତ୍ ବିଭ୍ରାଟ। ପାୱାର ଟ୍ରିପ୍ ଯୋଗୁ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଥିବା କୁହାଯାଉଛି। ଶନିବାର ପୂର୍ବାହ୍ନ ୧୧ଟା ୫୬ରୁ ୧୨ଟା ୫…
ଜଳୁଛି ମଣିପୁର-ଜମ୍ମୁରେ ଯବାନ ଶହୀଦ, ଦି କେରଲା ଷ୍ଟୋରି ନେଇ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ: ଓଓ୍ବାଇସିଙ୍କ ସମାଲୋଚନା…
ବେଙ୍ଗାଲୁରୁ,୬।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଏହି ଅଭିଯାନ ଶେଷ ପର୍ଯ୍ୟାୟରେ ଅଛି। ବଜରଙ୍ଗ ଦଳ, ବଜରଙ୍ଗ ବାଲି ଏବଂ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଦି କେରଲା ଷ୍ଟୋରି ଭଳି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମଣିପୁର ହିଂସା: ସରକାରୀ କ୍ୱାର୍ଟର୍ସରୁ ଘୋଷାଡି ଆଣି ଆୟକର ବିଭାଗ ଅଫିସରଙ୍କୁ ହତ୍ୟା
ଇମ୍ଫାଲ,୬।୫: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଇମ୍ଫାଲର ଜଣେ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରାଯାଇଛି। ଏହି ଘଟଣା ବିଷୟରେ ଭାରତୀୟ ରାଜସ୍ବ ସେବା ସଂଘ(ଆଇଆର୍ଏସ୍) ଟୁଇଟ୍ କରିି ସୂଚନା ଦେଇଛି। ସଂଘ ଏହି…
ଷଣ୍ଢକୁ ଦେଖି ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଭୟରେ ଦେହ ଥରି ଉଠେ। ଏବେ kuttykalaivanan ନାମକ ଏକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢଠାରୁ ରକ୍ଷା…
Archives


