Home

ଖାଦ୍ୟ ସଙ୍କଟ ଓ ବେରୋଜଗାରୀ ଦେଇ ଗତି କରୁଛି ଆଫଗାନିସ୍ତାନ, ବେଆଇନ୍‌ ଭାବେ ଦେଶ ଛାଡୁଛନ୍ତି ଯୁବବର୍ଗ

କାବୁଲ,୧୧।୬: ଆଫଗାନିସ୍ତାନରେ ବର୍ତ୍ତମାନ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ଦିନ ଠାରୁ ବେରୋଜଗାରୀ, ଆବଶ୍ୟକୀୟ ଜିନିଷରେ ଦରଦାମ ବୃଦ୍ଧିି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଲୋକମାନେ ଦେଶ ଛାଡି…

‘ଜାତି ଆଧାରରେ ମିଳିବ ନାହିଁ ସଂରକ୍ଷଣ’,ଅମିତ ଶାହାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ମୁମ୍ବାଇ,୧୧।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ମହାରାଷ୍ଟ୍ରର ନାଂଦେଡ ଗସ୍ତ କରି ଏକ ଜନ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମ୍ବୋଧନରେ ସେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ। ଏବେ ଶିବସେନା(ୟୁବିଟି)ଏମପି ସଞ୍ଜୟ ରାଉତ ଶାହାଙ୍କ ଭାଷଣକୁ ନେଇ ପ୍ରତିକ୍ରିୟା…

ଆମେରିକାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଜେଲ୍‌ରେ ମୃତ୍ୟୁ, ୧୭ବର୍ଷରେ କରିଥିଲେ ୧୭ଟି ବୋମା ବିସ୍ପୋରଣ

ଓ୍ବାଶିଂଟନ୍‌,୧୧।୬: ‘ୟୁନାବାମ୍ବର’ ଭାବରେ ଜଣାଶୁଣା ଆମେରିକାର କୁଖ୍ୟାତ ଅପରାଧୀ ଥିଓଡୋର ଜନ କାଞ୍ଜିରସ୍କିଙ୍କର ଶନିବାର ଜେଲ୍‌ରେ ମୃତ୍ୟୁ ହୋଇଛି। ୮୧ବର୍ଷିୟ କାଞ୍ଜିରସ୍କି ଆମେରିକାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲେ। ନିଜ ଅପରାଧ କାରନାମାରେ ସମଗ୍ର ଆମେରିକାରେ ଆତଙ୍କ ଖେଳାଇ ଥିଲେ। କାଞ୍ଜିରସ୍କି…

କାନାଡା ଓ୍ବାଇଲ୍ଡ ଫାୟାର: ଦେଶର ଅନେକ ସହରକୁ ବ୍ୟାପିପାରେ ନିଆଁ

ଅଟଓ୍ବା,୧୧।୬: କାନାଡାର ଜଙ୍ଗଲରେ ନିଆଁ ଏବେ ଧୀରେ ଧୀରେ ବିକଟାଳ ରୂପ ନେବାରେ ଲାଗିଛି। ନିଆଁ ଏବେ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। କାନାଡର ପ୍ରାଦେଶିକ ମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ଋତୁରେ ଏହି ଅଗ୍ନିକାଣ୍ଡ…

ସୋସିଆଲ ମିଡିଆରେ ଲାଟେଷ୍ଟ ଫଟୋ ଶେୟାର କରି କ୍ରିତି କହିଲେ…

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଚକୋଲେଟ କଲରର ଶାଢ଼ିି ପିନ୍ଧି ବୋଲ୍ଡ ପୋଜ ଦେଉଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ ସୁନ୍ଦର ଜୋତା ମଧ୍ୟ ପିନ୍ଧିଛନ୍ତି। କ୍ରିତିଙ୍କ ଫଟୋଗୁଡ଼ିକୁ…

ସ୍ବିଜରଲାଣ୍ଡ

ୟୁରୋପୀୟ ଦେଶ ସ୍ବିଜରଲାଣ୍ଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବଦା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାଣିବା ଏହି ଦେଶ ସମ୍ପର୍କରେ ଅନେକ ରୋଚକ ତଥ୍ୟ… ଦେଶର ପ୍ରାୟ ୬୦% ଭୂମି ଆଲ୍‌ପସ୍‌ ପର୍ବତମାଳା ଦ୍ୱାରା ଘେରି ହୋଇ ରହିଛି। ତେଣୁ…

ଟାଟୁ କରୁଥିଲେ…

କେବଳ ହାତ, ପିଠି କିମ୍ବା ଗୋଡ଼ରେ ନୁହେଁ; ଶରୀରର ବିଭିନ୍ନ ଅଂଶ ଏମିତିକି ଆଖିରେ ବି ଟାଟୁ କରିବାକୁ ପଛାଉ ନାହାନ୍ତି ଯୁବପିଢ଼ି। ହେଲେ କୌଣସି ଟାଟୁ ପାର୍ଲରରେ, ବାରମ୍ବାର ବ୍ୟବହାର ହେଉଥିବା ଛୁଞ୍ଚତ୍ ଏବଂ କେମିକାଲ ରଙ୍ଗ ବ୍ୟବହାର କରି…

ମି ଟାଇମ୍‌

ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଭିତରେ ସମସ୍ତଙ୍କୁ କିଛି ସମୟ ନିଜ ପାଇଁ ବାହାର କରିବା ଜରୁରୀ। କାରଣ ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ସମୟର ଆବଶ୍ୟକତାରେ ଏତେମାତ୍ରାରେ ଜଡ଼ିତ ହୋଇଯାଉଛନ୍ତିି ଯେ, ଏହା ପଛରେ ଧାଉଁ ଧାଉଁ ନିଜ ଇଚ୍ଛା, ରୁଚି ଯେ କେତେବେଳେ…

ପରିତ୍ୟକ୍ତ ଅବସ୍ଥାରେ ତିହିଡ଼ି ଡାକବଙ୍ଗଳା

ତିହିଡ଼ି, ୧୧।୬(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଡାକବଙ୍ଗଳା ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏକଦା ଚଳଚଞ୍ଚଳ ରହୁଥିବା ଡାକବଙ୍ଗଳାର ସବୁ କୋଠରୀରେ ଏବେ ତାଲା ଝୁଲୁଛି। ଉପର ଆଜବେଷ୍ଟସ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ପାଣି ଗଳି କୋଠରୀ ଭିତର ଅବସ୍ଥାକୁ ଶୋଚନୀୟ…

ପାଣି ଅଭାବରୁ ଆମ ଶୌଚାଳୟରେ ତାଲା

ବ୍ରହ୍ମପୁର ଅଫିସ, ୧୧।୬: ସ୍ବଚ୍ଛ ଓଡିଶା, ସୁସ୍ଥ ଓଡିଶା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ଓ ସର୍ବସାଧାରଣଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସୁଲଭ ଇଣ୍ଟର ନ୍ୟାଶନାଲ…

ସେବା ମନୋଭାବ ନେଇ ସନ୍ଦେହ

ଜରୁରୀ ସ୍ଥିତିରେ ସହାୟକ ହେବ ପୋଲିସ। ୧୧୨କୁ ଡାଏଲ କଲେ ତୁରନ୍ତ ପହଞ୍ଚିବ ପିସିଆର୍‌। ଏହି ଉଦ୍ଦେଶ୍ୟରେ ଥାନାକୁ ଯୋଗାଇ ଦିଆଯାଇଛି ପାଟ୍ରୋଲିଂ ଭ୍ୟାନ। ହେଲେ ଦେଢ଼ମାସ ହେଲା ଅନୁଗୋଳ ଥାନାର ଏହି ଜରୁରିକାଳୀନ ଗାଡ଼ି ଅଚଳ ହୋଇ ପଡ଼ିଛି। ଏପରି…

ଗାଁ ଆମ୍ବ ପସରା: ଆମ୍ରପଲ୍ଲୀ ଆମ୍ବର ଚାହିଦା ଅଧିକ

ରାୟଗଡ଼ା, ୧୧।୬(ସ୍ବ.ପ୍ର.): ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକର କୃଷକଙ୍କ ଦ୍ୱାରା ଉପତ୍ାଦିତ ହୋଇଥିବା ଆମ୍ବକୁ ସୁବିଧାରେ ବଜାରରେ ବିକ୍ରି କରିବା ପାଇଁ ଜିଲା ପ୍ରଶାସନ ଓ ଓରମାସର ମିଳିତ ସହାୟତାରେ ରାୟଗଡ଼ା, ଜେକେପୁରଠାରେ ଗାଁ ଆମ୍ବ ପସରା ଖୋଲାଯାଇଥିଲା। ମଙ୍ଗଳବାରଠାରୁ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?