Home

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୋପ ଫ୍ରାନସିସି

ଭାଟିକାନ ସିଟି,୩୦ ।୩: ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୋପ ଫ୍ରାନସିସିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଏନଏନର ରିପୋର୍ଟ ଅନୁଯାୟୀ, ଭାଟିକାନର ପ୍ରବକ୍ତା ମାଟେଓ ବ୍ରୁନି ବୁଧବାର ଏକ ବୟାନରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି…

ବିନା ଲାଇସେନ୍ସରେ ଗାଡ଼ି ଚଳାଇ ଧରାପଡ଼ିଲେ ୮ ନାବାଳକ

କେନ୍ଦୁଝର,୨୯ା୩(ସ୍ବ.ପ୍ର.): ରାଜ୍ୟରେ ଏପ୍ରିଲ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ନ ହରାଇବା ପାଇଁ ଜିରୋ ଟଲରାନ୍ସ ବା ଶୂନ ସହନଶୀଳକୁ ନେଇ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ ପୋଲିସ ମିଳିତ ସହଯୋଗରେ…

ମମତା ବାନାର୍ଜୀଙ୍କୁ ଝଟ୍‌କା

ମୁମ୍ବାଇ, ୨୯।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ସଙ୍ଗୀତକୁ ଅବମାନନା କରିବା ମାମଲା ରଦ୍ଦ କରିବା ପାଇଁ ବମ୍ବେ କୋର୍ଟରେ କରିଥିବା ଆବେଦନକୁ ବୁଧବାର ବିଚାରପତି ଅମିତ ବୋରକାର ଖାରଜ କରିଛନ୍ତି। ମାମଲାର ଯାଞ୍ଚ ମାଜିଷ୍ଟ୍ରେଟ୍‌ କୋର୍ଟରେ କରାଯିବ ବୋଲି…

ଗଞ୍ଜାମ ପାଇଁ ଗୌରବ ଆଣିଲେ ଅଖିଳ, ସାମ୍ବାଦିକତା ଓ ଗଣଯୋଗାଯୋଗରେ ମିଳିଲା ସ୍ବର୍ଣ୍ଣପଦକ

ଗଞ୍ଜାମ,୨୯ା୩(ଡି.ଏନ୍‌.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଖିଳ ତରାଇ ସ୍ବର୍ଣ୍ଣପଦକ ହାସଲ କରି ଗଞ୍ଜାମ ସହର ପାଇଁ ଗୌରବ ଆଣିଛନ୍ତି। ଏନେଇ ବ୍ରହ୍ମପୁର ବିଶବିଦ୍ୟାଳୟର ୨୪ତମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଗଞ୍ଜାମ…

ରାହୁଲ ଗାନ୍ଧୀଙ୍କ ସମର୍ଥନ ବଦଳାଇ ଦେଇଥିଲା ମୋ ଜୀବନ: ରମ୍ୟା

ନୂଆଦିଲ୍ଲୀ,୨୯।୩: କନ୍ନଡ ଅଭିନେତ୍ରୀ ତଥା ପୂର୍ବତନ ରାଜନେତା ରମ୍ୟା ଏକ ଶୋ’ରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ୱିକେଣ୍ଡ ୱିଥ ରମେଶ ସିଜନ ୫ରେ ପ୍ରଥମ ଅତିଥି ଭାବେ ଯୋଗ ଦେବା ଅବସରରେ ରମ୍ୟା କହିଛନ୍ତି, ପିତା ଆରଟି ନାରାୟଣଙ୍କ ଦେହାନ୍ତ…

୫୦ଲକ୍ଷ ଟଙ୍କା ପାଇଁ ନାବାଳକଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗିରଫ

ବ୍ରଜରାଜନଗର,୨୯ା୩ (ଡି.ଏନ୍‌.ଏ.): ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବହାଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବାସ କରୁଥିବା ସୁମିତ ଅଗ୍ରଓ୍ବାଲଙ୍କ ପୁଅ ସମର୍ଥ ଅଗ୍ରଓ୍ବାଲ (୧୫)ଙ୍କୁ ୫୦ଲକ୍ଷ ଟଙ୍କା ପାଇଁ ହତ୍ୟା କରାଯାଇଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ…

ବୋହୂଙ୍କୁ ଶ୍ୱଶୁରଙ୍କ ବଳାତ୍କାର ଉଦ୍ୟମ

ହିଞ୍ଜିଳିକାଟୁ,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ବୋହୂଙ୍କୁ ତାଙ୍କ ଶ୍ୱଶୁର ମଦ ନିଶାରେ ବଳାତ୍କାର ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାଟି ଗତ ରବିବାର ଘଟିଥିବା ବେଳେ ମଙ୍ଗଳବାର ଏଥିନେଇ ପୀଡ଼ିତା ବୋହୂ ଥାନାରେ ଅଭିଯୋଗ…

ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସିଂହପୁର,୨୯ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଟିଣା ଗ୍ରାମରେ ବୁଧବାର ଜଣେ ଗର୍ଭବତୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଗ୍ରାମର ପରେଶ ମଲ୍ଲିକଙ୍କ ସ୍ତ୍ରୀ କାଞ୍ଚନ ମଲ୍ଲିକ(୨୫) ଗର୍ଭବତୀ ଥିଲେ। ଆଜି ସକାଳୁ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି।…

ଭାଜପାକୁ ହଟାଇବାକୁ ସବୁ ଦଳ ଏକାଠି ହେବା ଆବଶ୍ୟକ: ମମତା

କୋଲକାତା,୨୯।୩: ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ରର ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାରରୁ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ୨୦୨୪ରେ ଲୋକ ସଭା ନିର୍ବାଚନ ସାଧାରଣ ଜନତା ଏବଂ ଭାଜପା ମଧ୍ୟରେ ହେବ। ଭାଜପାକୁ…

ହିଜାବ ନ ପିନ୍ଧିଲେ ୪୯ ଲକ୍ଷ ଟଙ୍କା ଜୋରିମନା

ତେହରାନ,୨୯।୩: ଇରାନରେ ମହିଳାଙ୍କ ପାଇଁ ନିୟମ ଆହୁରି କଠୋର ହୋଇଛି। ଇରାନ ସଂସଦ ମହିଳାମାନଙ୍କ ଡ୍ରେସ କୋଡକୁ ନେଇ ଏକ ନୂତନ ନିୟମ କରିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବ ପିନ୍ଧିବେ ନାହିଁ, ତେବେ ସେମାନଙ୍କୁ ୪୯ ଲକ୍ଷ…

ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ସବୁଜ କଇଁଛ

ଗଞ୍ଜାମ,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଦେଖିବାକୁ ମିଳିଛି। ଉକ୍ତ ବିଶାଳକାୟ କଇଁଛଟି ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିବା ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର ସୂଚନା…

ଶୁଭେନ୍ଦୁ ଅଧିକାରୀଙ୍କ ସଦସ୍ୟତା ରଦ୍ଦ ପାଇଁ ମାମଲା ଦାୟର କରିବ ଟିଏମ୍‌ସି

କୋଲକାତା,୨୯।୩: ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅନୁସୂଚିତ ଜନଜାତିଙ୍କ ଭାବନାକୁ ଆଘାତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri