ଆମେରିକା ବାଚସ୍ପତିଙ୍କୁ ଭେଟିବେ ତାଇଓ୍ବାନ ରାଷ୍ଟ୍ରପତି: ପ୍ରତିଶୋଧ ନେବାକୁ ଧମକ ଦେଲା ଚାଇନା…
ତାଇପେ/ବେଜିଂ,୨୯।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ ବୁଧବାର ଗୁଆଟେମାଲା ଏବଂ ବେଲିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ନ୍ୟୁୟର୍କ ଏବଂ ଲସ ଆଞ୍ଜେଲସରେ ଅଟକିବେ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ସେ ଆମେରିକାର ହାଉସ ବାଚସ୍ପତି…
ସନ୍ତୋଷ କଶ୍ୟପ ଓଏଫ୍ସିର ସହକାରୀକୋଚ୍ ନିଯୁକ୍ତ
ଭୁବନେଶ୍ୱର,୨୯ା୩(ସ୍ପୋଟର୍ସ ବ୍ୟୁରୋ): ପୂର୍ବତନ ଭାରତୀୟ ଖେଳାଳି ସନ୍ତୋଷ କଶ୍ୟପଙ୍କୁ ମଙ୍ଗଳବାର ଓଡ଼ିଶା ଏଫ୍ସି(ଓଏଫ୍ସି)ର ସହକାରୀ କୋଚ୍ ଭାବରେ ନିଯୁକ୍ତ କରାଯାଇଛି। ଚଳିତ ସିଜନ ପାଇଁ ମିରାଣ୍ଡା କ୍ଲିଫର୍ଡଙ୍କୁ ମୁଖ୍ୟ କୋଚ୍ ଭାବରେ ପୂର୍ବରୁ ନିଯୁକ୍ତ କରାଯାଇଥିଲା। ୫୬ ବର୍ଷୀୟ ଏହି ପୂର୍ବତନ…
ଜାତୀୟ ସିନିୟର ଥ୍ରୋ ବଲ୍: ଓଡ଼ିଶାକୁ ବ୍ରୋଞ୍ଜ
ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ବିହାରର ଗୋପାଳଗଞ୍ଜଠାରେ ଅନୁଷ୍ଠିତ ୪୪ତମ ଜାତୀୟ ସିନିୟର ଥ୍ରୋ ବଲ୍ ଚାମ୍ପିୟନଶିପ୍ରେ ଓଡ଼ିଶା ପୁରୁଷ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ନିଜ ପୁଲ୍ରେ ସମସ୍ତ ମ୍ୟାଚ ଜିତି ଓଡ଼ିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେଥିରେ…
ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼: ୧ ଏପ୍ରିଲରୁ ୯୦୦ ଔଷଧ ଦାମ୍ ବଢ଼ିବ…
ନୂଆଦିଲ୍ଲୀ,୨୯।୩ : ଏପ୍ରିଲ ୧ରୁ ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଲୋକଙ୍କୁ ବର୍ତ୍ତମାନ ଅନେକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧିର ସମ୍ମୁୂଖୀନ ହେବାକୁ ପଡ଼ିବ। ଏବେ ଔଷଧ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ଏପ୍ରିଲ ୧…
ତ୍ରିରାଷ୍ଟ୍ରୀୟ ଫୁଟବଲ୍: ଭାରତ ଚାମ୍ପିୟନ୍
ଇମ୍ଫାଲ,୨୯ା୩: ଅନ୍ତିମ ମ୍ୟାଚରେ କିର୍ଗିଜସ୍ତାନକୁ ୨-୦ରେ ପରାସ୍ତ କରିବା ସହିତ ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟବଲ ସିରିଜ୍ ଜିତି ନେଇଛି ଭାରତ। ପ୍ରଥମ ମ୍ୟାଚରେ ମ୍ୟାନମାରକୁ ୧-୦ଗୋଲରେ ହରାଇଥିବା ଭାରତକୁ ଚାମ୍ପିୟନ ହେବା ପାଇଁ ଏକ ଡ୍ରର ଆବଶ୍ୟକତା ଥିଲା। ଅଧିନାୟକ…
ବ୍ରୋଞ୍ଜ ଜିତିଲେ ଚନ୍ଦନ କୁମାର
ଭୁବନେଶ୍ୱର, ୨୯ା୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଚନ୍ଦନ କୁମାର ବେହେରା ବ୍ରୋଞ୍ଜ ପଦକ ପାଇଛନ୍ତି। ମଙ୍ଗଳବାର ଶେଷ ଦିବସରେ ସେ ୯୭ କେଜି ବର୍ଗରେ ୧୫୫ କେଜି ଶକ୍ତି…
ଭାରତକୁ ‘ଫେୟାର ପ୍ଲେ’ ପୁରସ୍କାର
ଢାକା, ୨୯ା୩: ଏଠାରେ ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍ ସାଫ୍ ମହିଳା ଫୁଟବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଭାରତ ୦-୨ ଗୋଲରେ ଶକ୍ତିଶାଳୀ ରୁଷିଆ ନିକଟରୁ ହାରି ଯାଇଛି। ରୁଷିଆ ପକ୍ଷରୁ ଭାସିଲିସା ଆଭଲିଏଙ୍କୋ ୧୦ ଓ ଡାରିଆ କୋଟଲୋଭା…
ସ୍ବସ୍ତି ସିଂଙ୍କୁ ରୌପ୍ୟ ପଦକ
ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସାଇକ୍ଲିଂ ଟ୍ରାକ୍ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍ ମଙ୍ଗଳବାର ଆରମ୍ଭ ହୋଇଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ପ୍ରଥମ ଦିବସରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ…
ସେମିଫାଇନାଲରେ ମୁକ୍ତେଶ୍ୱର
ଭୁବନେଶ୍ୱର,୨୯ା୩(ସ୍ପୋଟର୍ସ ବ୍ୟୁରୋ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ମୁକ୍ତେଶ୍ୱର। ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ କ୍ୱାର୍ଟର ଫାଇନାଲକୁ ଡର୍କଓ୍ବର୍ଥ ଲୁଇସ୍ ମେଥଡରେ…
ସଙ୍କଟ ଘନେଇଲା: ଦୈନିକ ସଂକ୍ରମଣ ୨ ହଜାର ଟପିଲା, ସକ୍ରିୟ ମାମଲା ୧୧ ହଜାରରୁ ଅଧିକ…
ନୂଆଦିଲ୍ଲୀ, ୨୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେି ଦୈନିକ କରୋନା ସଂକ୍ରମଣ ମାମଲା ସାମାନ୍ୟ କମିଛି। ସେହିପରି ସକ୍ରିୟ…
ଆଇପିଏଲ୍ ପୂର୍ବରୁ ଇଞ୍ଜେକ୍ସନ ନେବେ ଷ୍ଟୋକ୍ସ
ଲଣ୍ଡନ, ୨୯ା୩ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳିବା ଲାଗି ଭାରତ ଯିବା ପୂର୍ବରୁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ଏକ ଇଞ୍ଜେକ୍ସନ ନେବାକୁ ପଡ଼ିବ। ଷ୍ଟୋକ୍ସଙ୍କର ଦୀର୍ଘ ଦିନ ହେଲା ବାମ ଆଣ୍ଠୁରେ ସମସ୍ୟା ଦେଖା ଦେଇଛି।…
ଜାତୀୟ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର, ୨୯ା୩ (ସ୍ପୋଟର୍ସ ବ୍ୟୁରୋ): କେରଳ ରାଜ୍ୟ ଅନ୍ତର୍ଗତ କୋଝିକୋଡ୍ଠାରେ ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ତରଫରୁ ମନୋନୀତ ୧୫ ଜଣିଆ ଖେଳାଳି ଦଳ ଏବଂ…
Archives


