ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା ମହଙ୍ଗା ପଡ଼ିବ
କଲମ୍ବୋ,୨୯ା୫: ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା କରାଯାଉଥିବା ଘଟଣାକୁ ରୋକିବା ପାଇଁ ଶ୍ରୀଲଙ୍କାରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଉଛି। ଏଥିରେ ଇଣ୍ଟରନେଟ୍ରେ ଧର୍ମ ବିରୋଧରେ ମନ୍ତବ୍ୟ କିମ୍ବା ବ୍ୟଙ୍ଗ କରିବା ବେଆଇନ ହେବ। ଶ୍ରୀଲଙ୍କାର ଧର୍ମ…
କେନାଲକୁ ଖସିଲା କାର୍, ଜଣେ ମୃତ
କଟକ ଅଫିସ,୨୯ା୫: କଟକ ତାଳଦଣ୍ଡା କେନାଲକୁ ସୋମବାର ଏକ କାର୍ ଭାରସାମ୍ୟ ହରାଇ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। କଲ୍ୟାଣନଗର ପାର୍ଶ୍ୱସ୍ଥ ତାଳଦଣ୍ଡା କେନାଲ ଭିତରକୁ କାର୍ଟି ଖସିପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି…
ମେୟରଙ୍କ ଘର ନିକଟରେ ଅଳିଆଗଦା
ଭୁବନେଶ୍ୱର,୨୯।୫ (ବ୍ୟୁରୋ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଅଣ୍ଟା ଭିଡୁଛି ବିଏମ୍ସି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ଲୋଗାନ ଏବଂ ଡୋର-ଟୁ-ଡୋର ବୁଲି ଅଳିଆ ସଂଗ୍ରହ କରୁଛି। ପ୍ରତ୍ୟେକ ଦିନ ଏହାକୁ ଟୁଇଟ୍ କରି ଲୋକଙ୍କ…
ଭୁବନେଶ୍ୱରରେ ପଛୁଆବର୍ଗ ସର୍ବେକ୍ଷଣ ନୈରାଶ୍ୟଜନକ
ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜ୍ୟରେ ପଛୁଆବର୍ଗ ଲୋକଙ୍କ ସର୍ବେକ୍ଷଣ ଜାରି ରହିଛି। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ବସବାସ କରୁଥିବା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ବିଏମ୍ସି ପକ୍ଷରୁ ସର୍ଭେ…
‘ଟେରର ଫଣ୍ଡିଂ ମାମଲାରେ ହେଉ ଫାଶୀ’, ଏନଆଇଏର ଦାବିକୁ ନେଇ ୟାସିନ ମଲିକଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ
ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ହାଇକୋର୍ଟ ସୋମବାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ନୋଟିସ ଜାରି କରିଛନ୍ତି। ଆତଙ୍କବାଦୀ ସଙ୍ଗଠନ ଜେକେଏଲଏଫର ନେତା ୟାସିନ ମଲିକଙ୍କୁ ଟେରର ପଣ୍ଡିଂ ମାମଲାରେ ଫାଶୀ ଦଣ୍ଡ ଦେବାକୁ ଏନଆଇଏ ପକ୍ଷରୁ ବାଦି କରାଯାଇଥିବାରୁ ଏହି ନୋଟିସ ଜାରି…
ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣ ପ୍ରସଙ୍ଗ, ଚର୍ଚ୍ଚାରେ ବେନାମୀ ଚିଠି
ଲୋଇସିଂହା,୨୯।୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟ ପାଚେରି ନିର୍ମାଣକୁ ନେଇ ବ୍ୟବସାୟୀ ଓ ପ୍ରଶାସନ ମଧ୍ୟରେ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କଡା ଅଭିମୁଖ୍ୟ ଗ୍ରହଣ କରୁଥିବା ପ୍ରଶାସନ ଏବେ ପଛଘୁଞ୍ଚା ଦେଇ ବିଦ୍ୟାଳୟ ପାଚେରି…
ରାସ୍ତା ମରାମତି କଲେ ଗ୍ରାମବାସୀ
କୁଚିଣ୍ଡା,୨୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅର୍ଡାବାହାଲ ପଞ୍ଚାୟତର ନାଗଡିହି-ଜୟପୁରଗଡ ଭାୟା ଲସରାଟାଙ୍ଗର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ନେଇ ଗ୍ରାମବାସୀ ପଞ୍ଚାୟତରୁ ବ୍ଲକ ଓ ଜିଲା ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ବିଫଳ ହେବା ପରେ ରବିବାର ନିଜେ ରାସ୍ତାରେ ମୋରମ…
୫ ମାସ ହେଲା ଗୋଷ୍ଠୀ ଶୌଚାଳୟରେ ତାଲା
ରାଉରକେଲା ଅଫିସ,୨୯।୫: ୨୦୧୪ ମସିହାରେ ରାଉରକେଲା ମହାନଗର ନିଗମ ଘୋଷଣା ହେବା ପରେ ରାଉରକେଲା ସହରରେ ସ୍ବଚ୍ଛତା ଅଭିଯାନକୁ ବ୍ୟାପକ କରାଯାଇଥିଲା। ପ୍ରାୟ ୪୦ଟି ୱାର୍ଡ ବାସିନ୍ଦାଙ୍କ ପାଇଁ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ବ୍ୟବସ୍ଥା କରାଗଲା। ଉକ୍ତ ଓ୍ବାର୍ଡରେ ୩,୨୦,୦୦୦ ଜନସଂଖ୍ୟା…
ଧାନ, ଚିନାବାଦାମ ଫସଲ ଉଜାଡୁଛି ବାର୍ହା
ନୂଆପଡ଼ା ଅଫିସ,୨୯।୫: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ବୃଦ୍ଧିକୋମନା ପଞ୍ଚାୟତ ଅଧୀନସ୍ଥ ଲଙ୍କେଶ୍ୱରୀ ପାହାଡ ତଳି ଧୁମାଭଟା, ପଣ୍ଡରାପଥର, ମୁଷାପାଲି ଗାଁର ଶହ ଶହ ଚାଷୀଙ୍କ ଏକର ଏକର ଧାନ ଫସଲ ଉଜାଡି ଦେଉଛି ବାର୍ହା। ସୁନ୍ଦର ଜଳସେଚନ ପ୍ରକଳ୍ପ…
ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା
ସୋନପୁର,୨୯।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ସୋନପୁର କଲେଜ। ୧୯୬୪ ମସିହାରେ ମହାନଦୀ କୂଳରେ ସ୍ଥାପିତ ହୋଇଥିଲା ଏହି କଲେଜ । କଲେଜ ପ୍ରତିଷ୍ଠା ହେବାର ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ପଶ୍ଚିମ ଓଡିଶାର ଏହି ପୁରାତନ କଲେଜକୁ…
ପ୍ରକଳ୍ପ ଅଛି, କାର୍ଯ୍ୟରେ ଲାଗୁନି
ନବରଙ୍ଗପୁର,୨୯।୫(ବି.ପ୍ର.): ସରକାରଙ୍କ ମୁଖ୍ୟ ମୌଳିକ ସୁବିଧା ସୁଯୋଗ ବ୍ୟବସ୍ଥା ଭିତରେ ପାନୀୟ ଜଳ ଯୋଗାଣ ରହିଛି। ତେବେ ନବରଙ୍ଗପୁର ଜିଲା ସଦର ମହକୁମ୍ମାରୁ ମାତ୍ର ୮ କିମି ଦୂରରେ ଥିବା ସାନ ମସିଗାଁ ପଞ୍ଚାୟତ ସଦରରେ ପାଇପ ଯୋଗେ ପାନୀୟ ଜଳ…
ସୌନ୍ଦର୍ଯ୍ୟକରଣ ପରେ ରକ୍ଷଣାବେକ୍ଷଣ ହେଉନି
ବ୍ରହ୍ମପୁର ଅଫିସ,୨୯ା୫: ପୂର୍ବରୁ ବ୍ରହ୍ମପୁର ସହରବାସୀ ପିଇବା ପାଣି ପାଇଁ ଜଳାଶୟ ଉପରେ ନିର୍ଭର କରୁଥିଲେ। ଜଳାଶୟ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରୁଥିଲା। ସହର ଉପକଣ୍ଠସ୍ଥ ଚାଷୀମାନେ ଅନେକ ସମୟରେ ଚାଷ କାର୍ଯ୍ୟରେ ଜଳାଶୟ ପାଣି ବ୍ୟବହାର କରୁଥିଲେ। ତଦନୁଯାୟୀ…
Archives


