ଟଙ୍କା ଦେଇ କେସ୍ ବନ୍ଦ କରିବାକୁ ଚାହୁଁଥିଲା ଜନସନ ଆଣ୍ଡ ଜନସନ କମ୍ପାନୀ, ଭର୍ତ୍ସନା କଲେ କୋର୍ଟ
ଓ୍ବାଶିଂଟନ୍,୩୦।୬:ଜନସନ ଆଣ୍ଡ ଜନସନ କମ୍ପାନୀର ଟାଲକମ୍ ପାଉଡର ଏବଂ ଉତ୍ପାଦରେ କ୍ଷତିକାରକ କାରକ ରହିଛି। ଯାହା କ୍ୟାନସର ସୃଷ୍ଟିକାରୀ ବୋଲି ଏହି କମ୍ପାନୀକୁ ବ୍ୟାନ୍ ଲଗାଇବା ନେଇ ଦାବି କରାଯାଉଛି। ତେବେ କମ୍ପାନୀ ନାଁରେ ହଜାର ହଜାର ମକଦ୍ଦମା କୋର୍ଟରେ ଦାୟର…
ମହାକାଶରୁ ଶୁଣାଯାଉଥିବା ‘ହମମମ’ ଶଦ୍ଦର ରହସ୍ୟ ଉନ୍ମୋଚନ କଲା ଭାରତ
ନୂଆଦିଲ୍ଲୀ,୩୦।୬:ମହାକାଶରୁ ସବୁବେଳେ ‘ହମମମ’ ନାମକ ଧ୍ୱନୀ ଶୁଣାଯାଉଛି। କିନ୍ତୁ ଏହାକୁ ବହୁ ଲୋକ ଖଣ୍ଡନ କରି ଆସୁଥିଲେ। ବ୍ରହ୍ମାଣ୍ଡରୁ କୌଣସି ଧ୍ୱନୀ ଶୁଣାଯାଉନାହିଁ ବୋଲି ଅନେକେ ଯୁକ୍ତି ମଧ୍ୟ ବାଢିଥିଲେ। ତେବେ ଏନେଇ ସବୁ ଦେଶର ବୈଜ୍ଞାନିକ ଗବେଷଣା କରୁଥିଲେ। ବର୍ତ୍ତମାନ…
ଭାଜପାକୁ ଟାର୍ଗେଟ କଲେ ସୁପ୍ରିୟା ସୁଲେ
ମୁମ୍ବାଇ,୩୦।୬: ଏନସିପି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଶୁକ୍ରବାର କହିଛନ୍ତି ଯେ ତାଙ୍କ ପିତା ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସହ ଭାଜପା ବ୍ୟସ୍ତ ଅଛି। ୨୦୧୯ରେ ଏକ ସ୍ବଳ୍ପ ମିଆଦି ସରକାର ଗଠନକୁ ନେଇ ଦୁଇ ଦଳ ମଧ୍ୟରେ…
ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍କୁ ସଂସଦରେ ବିରୋଧ କରିବେ ବିରୋଧୀ
କଲମ୍ବୋ,୩୦।୬:ଶ୍ରୀଲଙ୍କାରେ ଋଣ ପୁର୍ନଗଠନ ବିଲ୍କୁ ବିରୋଧ କରିଛନ୍ତି ବିରୋଧୀ ଦଳ। ଆର୍ଥିକ ସଙ୍କଟରେ ଥିବା ଶ୍ରୀଲଙ୍କାକୁ ବ୍ୟାଙ୍କିଂ ଏବଂ ଆର୍ଥିକ କ୍ଷେତ୍ର ଉପରେ ଏହି ଯୋଜନା ପ୍ରଭାବ ପକାଇବା ବୋଲି ବିରୋଧି ଚିିନ୍ତା ଜାହିର କରିଛନ୍ତି। ଦେଶର ମୁଖ୍ୟ ବିରୋଧୀ ଦଳ…
ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ଉଦ୍ଧବ ଠାକରେଙ୍କ ଶିବସେନା
ମୁମ୍ବାଇ,୩୦।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି) ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)ର ସମର୍ଥନ କରିପାରନ୍ତି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଔପଚାରିକ ଭାବେ ଯଦିଓ ଉଦ୍ଧବ ଠାକରେଙ୍କ ଦଳର କେହି ନେତା ୟୁନିଫର୍ମ ସିଭିଲ କୋର୍ଡ ଉପରେ…
ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ, ଟୁଇଟ୍ କରି କଲେ ଘୋଷଣା
ଇମ୍ଫାଲ,୩୦।୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ ବର୍ତ୍ତମାନ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ସେ ଟୁଇଟ୍ କରି ଏହି ଘୋଷଣା କରିଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ବୋଲି…
ପାକିସ୍ତାନରେ ଇଦ୍ ପାଳନ ସମୟରେ ଜେଲ୍ରୁ ପଳାୟନ କଲେ ୧୭କଏଦୀ
ଇସଲାମବାଦ,୩୦।୬:ପାକିସ୍ତାନରେ ଇଦ୍ ପାଳନ ସମୟରେ ୧୭ଜଣ ବନ୍ଦୀ ଜେଲ୍ରୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା। ଗୁଳିକାଣ୍ଡରେ ଜଣେ ବନ୍ଦୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବାଲୁଚିସ୍ତାନର ଚାମନ ଜେଲରେ ଇଦ୍ ଅବସରରେ ନମାଜ…
ଏଏପିର ବଡ ଘୋଷଣା, ଜୁଲାଇ ୩ରେ ପାର୍ଟି ମୁଖ୍ୟାଳୟରେ ଅଧ୍ୟାଦେଶର କପି ଜାଳିବେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
ନୂଆଦିଲ୍ଲୀ,୩୦।୬: ଅଧ୍ୟାଦେଶକୁ ନେଇ କେନ୍ଦ୍ର ସରକାରଙ୍କ ସହ ଲଢି ଚାଲିଥିବା ଆମ ଆଦମୀ ପାର୍ଟି (ଏଏପି) ଶୁକ୍ରବାର ଏକ ବଡ ଘୋଷଣା କରିଛି। ଏଏପିର ମୁଖ୍ୟ ପ୍ରବକ୍ତା ସୌରଭ ଭରଦ୍ୱାଜ ଏକ ପ୍ରେସ କନଫରେନ୍ସରେ କହିଛନ୍ତି କି ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ…
କୋଲଡ୍ରିଙ୍କ୍ସ ପିଇଲେ କ୍ୟାନସର! ଚେତାଇଲା ହୁ
‘ମିଠା ହେ ପର ଚିନି ନହିଁ ହେ’ ଏପରି କଥା ଆପଣ ବିଭିନ୍ନ କୋଲ୍ଡ ଡ୍ରିଙ୍କ୍ସର ବିଭିନ୍ନ ବିଜ୍ଞାପନରେ ଶୁଣିବାକୁ ପାଇଥିବେ। କିନ୍ତୁ ଏକ ରିପୋର୍ଟରୁ ଜଣାପଡିଛି କି, ଏପରି କୋଲ୍ଡ ଡ୍ରିଙ୍କ୍ସ ଏବଂ ଡାଏଟ୍ କୋକ୍ରେ ରହିଛି କ୍ୟାନସର୍ ସୃଷ୍ଟିକାରୀ…
ଏସ୍ସିଓ ବୈଠକରେ ଯୋଗଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୩୦।୬: ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ)ର ବୈଠକ ୪ ଜୁଲାଇ ୨୦୨୩ରେ ଅନୁଷ୍ଠିତ ହେବ। ଭିଡିଓ କନଫରେନ୍ସ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ଯୋଗଦେବେ ବୋଲି ଜଣାପଡିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଭାରତ ଚଳିତ ବର୍ଷ ଏସ୍ସିଓରେ…
ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଲାଗି କୃତି ଚୟନ
ଛତ୍ରପୁର, ୩୦।୬(ସନ୍ତୋଷ ପାଢ଼ୀ ): ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସନକ୍ଷତ୍ର ଦିବସ ଅନୁଷ୍ଠିତ ହେବ। ଏନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ…
ସମିତି ସଭ୍ୟାସଭ୍ୟ ମହାସଙ୍ଘର ଜିଲା ସ୍ତରୀୟ ବୈଠକ
ଦାରିଙ୍ଗବାଡି,୩୦।୬(ଅରୁଣ ସାହୁ): କନ୍ଧମାଳ ଜିଲା ୧୨ଟି ବ୍ଲକର ପଞ୍ଚାୟତ ସମିତିର ସମିତି ସଭ୍ୟାସଭ୍ୟ ମହାସଙ୍ଘ ପକ୍ଷରୁ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଙ୍ଘର ଜିଲାସଭାପତି ବୈଦ୍ୟନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସମିତିସଭ୍ୟ କାଳିପ୍ରସାଦ…

