ଶାହିଦା ବିକଶିତ କଲେ ସ୍ମାର୍ଟ ଚାବି,ଛୋଟ ପିଲା ଚଳାଇ ପାରିବେନି ଗାଡ଼ି…
ଶ୍ରୀନଗର,୧୦।୬ : ବାରମୁଳାର ଶାହିଦା ବାନୋ ଅଳ୍ପ ବୟସର ଚାଳକଙ୍କ ଦ୍ୱାରା ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସ୍ମାର୍ଟ ଚାବି ବିକଶିତ କରିଛନ୍ତି। ଶାହିଦା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ, ଫତେହଗଡ ଏବଂ ଶେରି ନରଭା ବାରାମୁଳାର…
ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ
ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ ଚରଣ…
ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ ଅବା ନାପସନ୍ଦ କରିବା ଭିନ୍ନ କଥା, ଅପମାନଜନକ ବିବୃତ୍ତି ଦଣ୍ଡନୀୟ: କୋର୍ଟ…
ଅହମଦାବାଦ,୧୦।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମୃତ ମାତା ହୀରାବେନ ମୋଦିଙ୍କ ବିରୋଧରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ସିଙ୍ଗଲ ଜଜ ଜଷ୍ଟିସ ନିର୍ଜର ଦେଶାଇ କହିଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କୁ…
ନରଓ୍ବେକୁ ବ୍ୟାପିଲା କାନାଡା ଜଙ୍ଗଲ ନିଆଁ
ଅଟାଓ୍ବା,୧୦ା୬: କାନାଡା ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଧୂଆଁ ଯୋଗୁ ନ୍ୟୁୟର୍କର ବାୟୁ ଏବଂ ଆମେରିକାର ଅନେକ ଅଞ୍ଚଳ ପ୍ରଦୂଷିତ ହୋଇସାରିଛି। ବର୍ତ୍ତମାନ ଏହି ଧୂଆଁ ଗ୍ରୀନଲାଣ୍ଡ, ଆଇସଲାଣ୍ଡ ଦେଇ ନରଓ୍ବେରେ ପହଞ୍ଚିଛି। ବୈଜ୍ଞାନିକମାନେ ଆଶଙ୍କା…
ଆଫ୍ରିକାରେ ମରୁଡି ଆଶଙ୍କା! ଫସଲ ଜଳିଯିବା ସହ ହେଲାଣି ଅନେକ ପଶୁଙ୍କ ମୃତ୍ୟୁ
ଆଫ୍ରିକା,୧୦।୬: ବିଶ୍ୱତ୍ତାପନ ଯୋଗୁଁ ବିଭିନ୍ନ ପ୍ରକାର ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ହେତୁ ପୂର୍ବ ଆଫ୍ରିକାରେ ମରୁଡ଼ି ଆଶଙ୍କା ୧୦୦% ବୃଦ୍ଧି ପାଇଛି। ଏନେଇ ଓ୍ବାଲର୍ଡ ଓ୍ବେଦର୍ ଆଟ୍ରିବ୍ୟୁସନ(ଡବ୍ଲୁଡବ୍ଲୁଏ)ରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସର…
ଲିଭ୍ ଇନ୍ ହତ୍ୟା: ସରସ୍ବତୀଙ୍କୁ ହତ୍ୟା କରିଥିବା ମନୋଜ ଏଚଆଇଭି ପଜିଟିଭ୍…
ମୁମ୍ବାଇ,୧୦।୬ : ମୁମ୍ବାଇର ମୀରା ରୋଡ ଅଞ୍ଚଳର ଆକାଶଗଙ୍ଗା ସୋସାଇଟିରେ ନିଜ ଲିଭ ଇନ ପାର୍ଟନର ସରସ୍ବତୀ ବୈଦଙ୍କୁ ହତ୍ୟା କରିଥିବା ମନୋଜ ସାନେ ଜଣେ ଏଚଆଇଭି ପଜିଟିଭ ବୋଲି ଜଣାପଡ଼ିଛି। ସରସ୍ବତୀ ତାଙ୍କ ସ୍ତ୍ରୀ ଥିଲେ ବୋଲି ସେ ପୋଲିସକୁ…
କମିପାରେ ପେଟ୍ରୋଲ-ଡିଜେଲ ଦର !, ସଙ୍କେତ ଦେଲେ ପେଟ୍ରୋଲିୟମ ମନ୍ତ୍ରୀ…
ନୂଆଦିଲ୍ଲୀ,୧୦।୬ : ପେଟ୍ରୋଲ-ଡିଜେଲ ଦର କମିପାରେ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯଦି ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସ୍ଥିର ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ବିଚାର କରିବାକୁ…
ସମ୍ପତ୍ତି ହଡ଼ପ ନେଇ ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ରାଜଶ୍ରୀ କିନ୍ନର, ସମାଧାନ ନ ହେଲେ ଆତ୍ମାହୁତି ଧମକ
ବେଗୁନିଆପଡ଼ା,୧୦ା୬(ଡି.ଏନ୍.ଏ.): ଦୀର୍ଘ ୫ ବର୍ଷ ଧରି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନାକୁ ବାରମ୍ବାର ଧାଇଁ ନୟାନ୍ତ ହୋଇପଡ଼ିଛନ୍ତି ଜଣେ କିନ୍ନର। କିନ୍ତୁ ବାହାରି ପାରୁନି ସମାଧାନର ବାଟ। ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ପି ନୂଆଗାଁର ରାଜଶ୍ରୀ…
‘ରାମାୟଣ’ରେ ରାମ ଚରିତ୍ରକୁ ସମାଲୋଚନା କଲେ କଙ୍ଗନା, ରଣବୀରଙ୍କୁ କହିଲେ ସ୍କିିନି ହ୍ବାଇଟ୍ ର଼୍ୟାଟ୍
ମୁମ୍ବାଇ: ନୀତେଶ ତୀଓ୍ବାରୀଙ୍କ ନିର୍ଦ୍ଦେଶିତ ଆଉ ଏକ ‘ରାମାୟଣ’କୁ ନେଇ ଫିଲ୍ମ ଆସିବାକୁ ଯାଉଛି। ଯେଉଁଥିରେ ବଲିଉଡର ଲଭ୍ ବାର୍ଡ ଆଲିୟା ଏବଂ ରଣବୀର ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ତେବେ ଏହାକୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ବିବାଦୀୟ ଅଭିନେତ୍ରୀ…
ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍-ରିଲେ ପ୍ୟାନେଲ ଜବତ…
ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ପରେ ଷ୍ଟେଶନକୁ ସିଲ କରିଛି। ଫଳରେ ଏଣିକି ବାହାନଗା ବଜାର…
ଉଦ୍ଧବ ମୋ ସାନ ଭାଇ ଭଳି: ମହାରାଷ୍ଟ୍ର ଭାଜପା ପ୍ରମୁଖ…
ମୁମ୍ବାଇ,୧୦।୬ : ମହାରାଷ୍ଟ୍ର ଭାଜପା ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛି। ଭାଜପା ରାଜ୍ୟ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଶନିବାର ଶିବସେନା (ଉଦ୍ଧବ ଦଳ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କହିଛନ୍ତି ବର୍ତ୍ତମାନ ସେ ଏପରି ସ୍ଥିତିରେ ଅଛନ୍ତି କଂଗ୍ରେସ…
ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ସହ ଘଟିଲା ଏମିତି, କନ୍ୟା ଯାହା କଲେ, ଭିଡିଓ ଦେଖିଲେ…
ଆଗକାଳରେ ବିବାହ ସମୟରେ କନ୍ୟାଙ୍କୁ କେହି ଦେଖୁ ନ ଥିଲେ। ବିବାହ ସରିବା ପର୍ଯ୍ୟନ୍ତ କନ୍ୟାର ମୁହଁ ଓଢଣୀରେ ଢାଙ୍ଗି ହୋଇ ରହୁଥିଲା। ବର୍ତ୍ତମାନ ସମୟ ବଦଳିଛି। କନ୍ୟା ନାଚିବାଠାରୁ ଆରମ୍ଭ କରି ବୁଲେଟ୍ ଚଢ଼ି ଷ୍ଟେଜ୍କୁ ଆସିବା ଭିଡିଓ ବି…
Archives


