ଲୋକପ୍ରିୟ ‘ରାମାୟଣ’ର ସୀତା ଦୀପିକା କରିଛନ୍ତି ବୋଲ୍ଡ ଫିଲ୍ମରେ ଅଭିନୟ!

ମୁମ୍ବାଇ: ସୁପରହିଟ୍‌ ଟେଲି ସିରିୟାଲ ରାମାୟଣ ସମସ୍ତଙ୍କ ହୃଦୟରେ ରାଜ୍‌ କରିଛି। ସେଥିରେ ଅଭିନୟ କରିଥିବା ରାମସୀତା ଯୋଡିଙ୍କୁ ଦର୍ଶକ ଭଗବାନ ବୋଲି ମାନି ଥାଆନ୍ତି। ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କ ଅଭିନୟକୁ ଦର୍ଶକ ଆଜି ବି ମନେ ପକାଇ ବାଃ ବାଃ କହିଥା’ନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୀପିକା ବଲିଉଡରେ ହିରୋଇନ୍‌ ହୋବକୁ ଇଛା ରଖିଥିଲେ। କେବଳ ରାମାୟଣ ନୁହେଁ ସେ ବହୁ ଫିଲ୍ମରେ ଅଭିନୟ କରିଛନ୍ତି ଯେଉଁଥିରେ ତାଙ୍କୁ ବୋଲ୍ଡ ସିନ୍‌ରେ ଆକ୍ଟିଗଂ କରିବାକୁ ପଡିଛି।
ସେ ବଲିଉଡର ‘ଅନ୍ଧେର’, ‘ଚିଖ୍‌’ ପରି ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଫିଲ୍ମଗୁଡିକରେ ସେ ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ। ଗୋଟିଏ ଫିଲ୍ମରେ ତାଙ୍କର ବାଥ୍‌ଟବ୍‌ ଭିତରେ ଗୋଟିଏ ସିନ୍‌ ମଧ୍ୟ ଥିଲା। ସେତେବେଳେ ଦୀପିକା ବହୁତ ସୁନ୍ଦର ଥିଲେ। କିନ୍ତୁ କାମ ନ ମିଳିବାରୁ ସେ ଏପରି ଫିଲ୍ମରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜର ଅବରୋଧ ମଧ୍ୟରେ, ଭାରତ ଖେଳିଲା ବଡ଼ ଗେମ୍‌, ୨୦୩୦ ପର୍ଯ୍ୟନ୍ତ ସମସ୍ୟାର ହେଲା ଅନ୍ତ, ରୁଷୀୟ ତେଲ ସଂଗ୍ରହ ହେଲା ଆହୁରି ସହଜ!

ନୂଆଦିଲ୍ଲୀ/ମସ୍କୋ,୨୧।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀର ଅବରୋଧରୁ ଉତ୍ପନ୍ନ ତୈଳ ଏବଂ ଗ୍ୟାସ ସଙ୍କଟ ମଧ୍ୟରେ, ଭାରତ ଏକ ପ୍ରମୁଖ ରଣନୈତିକ…

ଗ୍ରାମାଞ୍ଚଳ ପାଇଁ ହାଇବ୍ରିଡ୍‌ ସ୍ବାସ୍ଥ୍ୟ ମଡେଲ୍‌ ଜରୁରୀ: ପ୍ରିୟଦର୍ଶୀ ମହାପାତ୍ର

ପ୍ରିୟଦର୍ଶୀ ମହାପାତ୍ର ଜଣେ ଅଭିଜ୍ଞ ଶିଳ୍ପପତି ଏବଂ ସଫଳ ଉଦ୍ୟୋଗୀ ଭାବେ ପରିଚିତ। ସେ ‘କ୍ୟୁଅରବେ’ ପ୍ରତିଷ୍ଠା କରିବା ପୂର୍ବରୁ ଗୁଗଲ୍‌, ମାଇକ୍ରୋସଫ୍ଟ, ଏସ୍‌ଏପି, ଆଭାୟା ଏବଂ…

ଗର୍ଭବତୀ ଅଛନ୍ତି ମୋନାଲିସା! ମାମଲାରେ ଆସିଲା ନୂଆ ଟୁଇଷ୍ଟ୍‌

ନୂଆଦିଲ୍ଲୀ,୨୧।୪:ପ୍ରୟାଗରାଜ କୁମ୍ଭମେଳା ସମୟରେ ଉଠାଇଥିବା ଫଟୋ ଯୋଗୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମୋନାଲିସା ଭୋନ୍ସଲେ ଏବଂ ତାଙ୍କ ସ୍ବାମୀ ମହମ୍ମଦ ଫରମାନଙ୍କ ସହ ଜଡିତ ମାମଲା…

ମୋଜତାବ ଖାମେନେଇ ଆହତ; ଇରାନର ନୂଆ ଲିଡର ହେଲେ ଅହମ୍ମଦ ଭାହିଦି? ଭୟଙ୍କର ହେବ ଯୁଦ୍ଧ!

ତେହରାନ,୨୧।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର କିଛି ସମୟ ପରେ ଇରାନର ସର୍ୱୋଚ୍ଚ ନେତା ଅଲି ଖାମେନେଇଙ୍କ ଦେହାନ୍ତ ହୋଇଥିଲା। ସେବେଠାରୁ, ରାଜନୈତିକ ନେତା ଏବଂ ସାମରିକ…

ଇରାନ ସହ ଯୁଦ୍ଧ ବନ୍ଦ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ରହିଛି ୫ ରାସ୍ତା, ହେଲେ ପ୍ରତ୍ୟେକ ପଥ କଣ୍ଟକିତ

ଓ୍ବାଶିଂଟନ,୨୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସନ୍ଦେହର ମେଘ ଘୋଡ଼ାଇ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିପାରେ। ଇରାନ ହାର…

ଜଗନ୍ନାଥ ଦର୍ଶନ କରି ବାହାରିଥିଲେ ଦମ୍ପତି, ବାଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଆଉ ତା’ ପରେ…

ନନ୍ଦପୁର,୨୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ପୂର୍ତ୍ତ ବିଭାଗ ଅଧୀନ ରାଜ୍ୟ ରାଜପଥର ସୁବୁଲାର ଛକ ନିକଟରେ ସୋମବାର ବିଳମ୍ବିତ…

ଯୁଦ୍ଧ ବନ୍ଦ କରିବ ରୁଷିଆ, ଇରାନକୁ ଦେଲା ବଡ଼ ପ୍ରସ୍ତାବ! ପୁଟିନଙ୍କ ମନ୍ତ୍ରୀ-ଆରାଘଚିଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ପରେ…

ମସ୍କୋ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ଇରାନକୁ ମଧ୍ୟସ୍ଥତା ପ୍ରୟାସରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ଏହି ପରିପ୍ରେକ୍ଷୀରେ, ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ୧୫୮ କୋଟିର ପ୍ରକଳ୍ପ କରିବେ ଲୋକାର୍ପଣ

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଏଥର ରାଉରକେଲା ଆସୁଛନ୍ତି। ତେବେ ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri