Home

କୁମ୍ଭୀର ଭୟରେ ନଦୀକୂଳିଆ ଆତଙ୍କିତ

ଯାଜପୁର ଟାଉନ,୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଖରସ୍ରୋତା ନଦୀର ରାଜଘାଟଠାରୁ ତନ୍ତିଘାଇ ମଧ୍ୟରେ ଏକ କୁମ୍ଭୀର ଭୟରେ ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ କୁମ୍ଭୀରଟି ନଦୀ ପଠାରେ ଗୋରୁ ଶବ ଖାଉଥିବାବେଳେ କୁକୁରଙ୍କୁ…

ବସୁନ୍ଧରା ଯୋଜନାରେ ଦୁର୍ନୀତି

ବିଞ୍ଝରପୁର,୮ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟରେ ବସୁନ୍ଧରା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ତଦନ୍ତକରି ଅଯୋଗ୍ୟ ହିତାଧିକାରୀଙ୍କ ଜମି ପଟ୍ଟା ବାତିଲ କରିବାସହ ସେମାନଙ୍କଠାରୁ ଦଖଲ ଉଚ୍ଛେଦ କରିବାକୁ ଉପଜିଲାପାଳ ବିଞ୍ଝାରପୁର ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ…

କେରଳରେ ଡଙ୍ଗାବୁଡ଼ି, ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

ଥିରୁଭାନନ୍ତପୁରମ୍‌,୮ା୫: କେରଳର ମାଲାପୁରମ୍‌ ଜିଲାର ତନୁର ନିକଟରେ ରବିବାର ରାତିରେ ଏକ ଡଙ୍ଗାବୁଡ଼ି ଯାଇଥିଲା। ଆଜି ଏହି ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ଡଙ୍ଗାରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ। ମନ୍ତ୍ରୀ ଭି.ଅବ୍‌ଦୁରହିମନ କହିଛନ୍ତି, ବର୍ତ୍ତମାନ ମୃତ୍ୟୁସଂଖ୍ୟା ୨୧ପହଞ୍ଚିଥିବା…

୧୯୮୮ ପରଠୁ ପଦ ହରାଇଲେଣି ୪୨ ଏମ୍‌ପି

ନୂଆଦିଲ୍ଲୀ,୮ା୫: ଲୋକ ସଭାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦ୍ୟ ଅଯୋଗ୍ୟତା ଜନ ପ୍ରତିନିଧି ଆଇନର ନିୟମ ଉପରେ ବିତର୍କ ସୃଷ୍ଟି କରିଛି, ଯାହା ବଳରେ ୧୯୮୮ ମସିହାରୁ ଅଦ୍ୟାବଧି ୪୨ ଏମ୍‌ପି ନିଜ ପଦ ହରାଇଲେଣି। ୨୦୦୪ ମେ’ ୧୭ରୁ…

ବ୍ରିଜ୍‌ଭୂଷଣଙ୍କୁ ଗିରଫ କର: କେନ୍ଦ୍ରକୁ ୧୦ ଦିନିଆ ମହଲତ

ନୂଆଦିଲ୍ଲୀ,୮ା୫: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ୧୦ ଦିନ ମଧ୍ୟରେ ଗିରଫ କର। ନଚେତ୍‌ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧା ଓ ସେମାନଙ୍କ…

ଜେସିବିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ନଡ଼ିଆବରେଇ ପଞ୍ଚାୟତ ଡାହାଳପୁର ଗ୍ରାମର ଗୋଚର ଜମିରେ ଜେସିବି ଲଗାଇ ପୋଖରୀ ଖୋଳା ଯାଉଛି। ଏହି କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବୋଲି ଗ୍ରାମବାସୀ…

ଚାଷ ଜମିରେ ବେଣାବୁଦା

କେନ୍ଦ୍ରାପଡ଼ା ଅଫିସ, ୮ା୫: କେନ୍ଦ୍ରାପଡ଼ା ଜିଲାର ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ବଞ୍ଚାଇ ରଖିଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ ପରିବାରର…

ଆଜିଠୁ ୪୭ କେନ୍ଦ୍ରରେ ଓଜେଇଇ

ଭୁବନେଶ୍ୱର,୮।୫(ବ୍ୟୁରୋ): ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। ୨୩ ପାଠ୍ୟକ୍ରମରେ ମୋଟ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ ୩୦ ସ୍ଥାନରେ ୪୪ ପରୀକ୍ଷା ସେଣ୍ଟର କରାଯାଇଥିବାବେଳେ ରାଜ୍ୟ ବାହାରେ ୩ଟି ସ୍ଥାନରେ ୩ଟି…

ବୃଦ୍ଧାଙ୍କୁ ଗଣବଳାତ୍କାର

ଢେଙ୍କିକୋଟ,୮ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ସାପ୍ତାହିକ ହାଟରୁ ଫେରୁଥିବା ଜଣେ ୬୦ ବର୍ଷୀୟା ଆଦିବାସୀ ବୃଦ୍ଧାଙ୍କୁ ଗଣବଳାତ୍କାର ହୋଇଛି। ଏ ନେଇ ହରିଚନ୍ଦନପୁର ଥାନାରେ ବୃଦ୍ଧା ଜଣଙ୍କ ଶନିବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା…

ଆଜି ସ୍ପଷ୍ଟ ହେବ ବାତ୍ୟା ସ୍ଥିତି

ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ସୋମବାର ସକାଳେ ଲଘୁଚାପରେ ପରିଣତ ହେବ। ୯ ତାରିଖ…

ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ୍‌: ଲକ୍ଷ୍ୟ ବହୁ ଦୂର

ଭୁବନେଶ୍ୱର,୮।୫(ବ୍ୟୁରୋ): କେରଳରେ ୨୦୧୦ରେ ପ୍ରଥମେ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ଯୋଜନା ଆରମ୍ଭ ହୋଇଥିଲା। ଏହାର ସଫଳତା ଦେଖିବା ପରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୮ ଜୁଲାଇ ୨୧ରେ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏହି…

ବଲିଉଡ୍‌ର ସବୁଠୁ ଅଧିକ ପାଠ ପଢ଼ିଥିବା କଳାକାର

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ମଧ୍ୟରୁ କିଛି ସେଲିବ୍ରିଟି ବହୁତ ପାଠ ପଢ଼ିଥିଲେ ମଧ୍ୟ ଅଭିନୟକୁ ନିଜର କ୍ୟାରିୟର ଭାବେ ବାଛିନେଇଛନ୍ତି। ସେ ବିଗ୍‌ ବି ହୁଅନ୍ତୁ କି ଶାହାରୁଖ। ଉଚ୍ଚ ଶିକ୍ଷାର ଅଧିକାରୀ ହୋଇ ମଧ୍ୟ ଚାକିରି ପ୍ରତି ଗୁରୁତ୍ୱ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri