Home

ରାମ ଜନ୍ମଭୂମି ଉପରେ ରିଲିଜ୍‌ ହେବ ଫିଲ୍ମ, ନଜର ଆସିବେ ବଲିଉଡର ଦୁଇ ବଡ ତାରକା

ମୁମ୍ବାଇ: ବଲିଉଡରେ ଶ୍ରୀରାମଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଉଛି। ନିକଟରେ ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଶ’ ଫିଲ୍ମ ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ରଣବୀର କପୁରଙ୍କ ‘ରାମାୟଣ’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ତେବେ ଆଉ ଗୋଟିଏ ରାମଙ୍କ ଉପରେ ଫିଲ୍ମ…

କାନାଡାରେ ଭାରତୀୟ ଦୂତାବାସ ସାମ୍ନାରେ ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ତ୍ରିରଙ୍ଗା ଉଡାଇ ଭାରତୀୟ ଦେଲେ କଡା ଜବାବ

ଟରଣ୍ଟୋ,୯।୭: ଖଲିସ୍ତାନି ସମର୍ଥକମାନେ ଶନିବାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ଖଲିସ୍ତାନିମାନେ କାନାଡାର ଟରଣ୍ଟୋରେ ବି ଭାରତୀୟ ବାଣିଜ୍ୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିଥିଲେ। ହେଲେ ସେଠାରେ ଥିବା ମୂଳ ଭାରତୀୟ ବାସିନ୍ଦା ଏହାର କଡା ଜବାବ…

କାନାଡା ଓପନ୍‌: ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌, ହାରିଲେ ସିନ୍ଧୁ

ନୂଆଦିଲ୍ଲୀ,୯।୭: କମନୱେଲଥ ଗେମ୍ସ ଚାମ୍ପିଅନ ଲକ୍ଷ୍ୟ ସେନ କାନାଡା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ପିଭି ସିନ୍ଧୁଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡିଛି। ମହିଳା ଏକକ ସେମିଫାଇନାଲରେ ଦୁଇଥର ଅଲିମ୍ପିକ ପଦକ…

ମୋଦିଙ୍କ ଫ୍ରାନ୍ସ ଗସ୍ତରେ ପୁଣି ରାଫାଲ ଚୁକ୍ତି ହେବା ଆଶା…

ନୂଆଦିଲ୍ଲୀ,୯।୭ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପୁଣି ଥରେ ହେବାକୁ ଯାଉଛି। ଏହା ରାଫେଲର ନୌସେନା ସଂସ୍କରଣ ହେବ। ଯାହାର ଅର୍ଥ ଏହା ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ନୂଆ ଲୁକ୍‌ରେ ଅକ୍ଷୟ

ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଭୋଲେ ବାବାଙ୍କ ନାମ ସବୁଆଡେ ପ୍ରତିଧ୍ୱନିତ ହେଉଛି। ଏହି ଅବସରରେ ବଲିଉଡ୍‌ ଫିଲ୍ମ ‘ଓ ମାଇ ଗଡ୍‌ ୨’କୁ ନେଇ ଚର୍ଚ୍ଚା ହେଉଛି। ଫିଲ୍ମରେ ଅକ୍ଷୟ କୁମାର…

କିଛି ଲୋକଙ୍କ ଉପରେ ବିଶ୍ୱାସ କରି ଭୁଲ କଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୭ : ଏନସିପି ସଭାପତି ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନସିପି ନେତାଙ୍କ ‘ଦୁର୍ନୀତି’ ବିଷୟରେ ଦେଇଥିବା ମନ୍ତବ୍ୟକୁ ମନେ ପକାଇ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ନାଶିକ ଜିଲାର ୟୋଲା ଠାରେ ଏକ ରାଲିକୁ ସମ୍ବୋଧିତ…

୨୦୨୪ରେ କାମ କରିବ କି ଏହି ପ୍ଲାନ, ପ୍ୟାନ ଇଣ୍ଡିଆ ମିଶନରେ ଏକାଠି ହେବେ ଦଳ, ଏନଡିଏ ବୈଠକରେ ଦେଖାଯିବ ଟ୍ରେଲର

ନୂଆଦିଲ୍ଲୀ,୯।୭: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ପୂର୍ବରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଭାଜପାର ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟର ପ୍ରଥମ ଝଲକ ଜୁଲାଇ ୧୮ରେ ହେବାକୁ ଯାଉଥିବା ଏନଡିଏ ବୈଠକରେ ଦେଖିବାକୁ ମିଳିବ। ଏହି ବୈଠକରେ ଶିବସେନାର…

ସଲମାନଙ୍କୁ ବିବାହ କରିବା ପାଇଁ କାର୍ଡ ଛପା ସରିଥିଲେ ମଧ୍ୟ ଏହି ଅଭିନେତ୍ରୀଙ୍କ ଭାଙ୍ଗିଯାଇଥିଲା ବିବାହ

ବଲିଉଡ ଅଭିନେତ୍ରୀ ସଙ୍ଗୀତା ବିଜଲନୀ ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକର ସୁନ୍ଦରୀମାନଙ୍କ ମଧ୍ୟରେ ତାଙ୍କ ନାମ ଗଣାଯାଏ। ସେ ଜୁଲାଇ ୯, ୧୯୬୦ରେ ମୁମ୍ବାଇରେ ରହୁଥିବା ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ। ସଙ୍ଗୀତା ବିଜଲାନି ପିଲାଦିନରୁ…

ସ୍ବିଜରଲାଣ୍ଡରେ ସାମ୍ବାଦିକ ସମ୍ମିଳନୀ କଲେ ରୋବର୍ଟ, କହିଲେ ମଣିଷଙ୍କ ଠାରୁ ଦୁନିଆକୁ ଭଲ ଭାବେ ଚଳାଇପାରିବୁ

ଜେନିଭା,୯।୭: ସ୍ବିିଜରଲାଣ୍ଡର ଜେନେଭାରେ ରୋବର୍ଟମାନେ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ବିଶ୍ୱରେ ପ୍ରଥମ ଥର ଏହିଭଳି କିଛି ଦେଖିବାକୁ ମିଳିଛି। ଏହି ସମସ୍ତ ରୋବଟଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ୍‌ ଏଆଇ ଦ୍ୱାରା ପରିଚାଳିତ। ସମ୍ମିଳନୀରେ ପ୍ରାୟ ୫୧ଟି ରୋବର୍ଟ ଯୋଗ ଦେଇଥିଲେ। ବୈଠକରେ…

୨୦୨୩ ଦିନିକିଆ ବିଶ୍ୱକପ୍‌: ଭାରତ ଆସିବାକୁ ‘ଯେସାକୁ ତେସା’ ନୀତି ଅବଲମ୍ବନ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ୍‌,୯।୭: ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ଆଇସିସି ଦ୍ୱାରା ଟୁର୍ନାମେଣ୍ଟ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇନାହିଁ। ଏସୀୟ କ୍ରିକେଟ ପରିଷଦ ଏବଂ ଆଇସିସି ପାକିସ୍ତାନରୁ ଏକ ବୁଝାମଣା…

ଭାଜପାକୁ ଟାର୍ଗେଟ କଲେ ନୁସରତ

କୋଲକାତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ହୋଇଥିବା ହିଂସାକୁ ନେଇ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ କଥା କଟା କଟି ଆରମ୍ଭ ହୋଇଯାଇଛି। ଟିଏମସି ଅଭିଯୋଗ କରିଛି ଯେ ଭାଜପା ବୁଥ କ୍ୟାପଚରିଂର ଭୁଲ ଖବର…

ପଡ଼ିଆକୁ ଓହ୍ଲାଇଲେ ପନ୍ତ

ନୂଆଦିଲ୍ଲୀ,୯।୭: କାର ଦୁର୍ଘଟଣାରେ ଆହତ ହୋଇଥିବା ଟିମ ଇଣ୍ଡିଆର ଉଇକେଟ କିପର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ଏବେ ବେଙ୍ଗାଲୁରୁର ଏନସିଏ ଅଭ୍ୟାସ କରୁଛନ୍ତି। ଏହି ସମୟରେ ସେ ଦୁଲିପ ଟ୍ରଫିର ସେମିଫାଇନାଲ ମ୍ୟାଚ ଦେଖିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri