Home

ମୋତେ ଯାହା ଦରକାର ଥିଲା ତାହା ମିଳିଯାଇଛି: ମାନୁଷି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ମୁଭି ‘ସମ୍ରାଟ ପୃଥ୍ବିରାଜ’୧୭୫ କୋଟିର ବିଗ ବଜେଟରେ ନିର୍ମାଣ କରାଯାଇଥିଲା। ହେଲେ ଫିଲ୍ମଟି ଦର୍ଶକଙ୍କୁ ସେହି ପରିମାଣରେ ଏଣ୍ଟରଟେନ କରିପାରି ନ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଭାବେ ଫ୍ଲପ ହୋଇଛି। ଏହି ଫିଲ୍ମରେ ୨୦୧୭ର…

‘ପ୍ରେମର ଦୋକାନ’ ନୁହେଁ ବରଂ ‘ଘୃଣାର ମେଗା ମଲ୍‌’ ଚଳାଉଛନ୍ତି ରାହୁଲ ଗାନ୍ଧୀ: ଜେପି ନଡ୍ଡା

ଅହମ୍ମଦାବାଦ୍‌,୧୦।୭: ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଏକ ’ପ୍ରେମ ଦୋକାନ’ ନୁହେଁ ବରଂ ‘ଘୃଣାର ମେଗା ମଲ୍‌’ ଚଳାଉଛନ୍ତି। ଏଥି ସହ ସେ ପ୍ରଧାନମନ୍ତ୍ରୀ…

ମିନିଟ୍‌କୁ ୧ କୋଟି ଟଙ୍କା ଫି’ ନିଅନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ କି ସବୁବେଳେ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ବୃତ୍ତିଗତ ଜୀବନ ହେଉ କି ବ୍ୟକ୍ତିଗତ ସବୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି,…

ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ରାଷ୍ଟ୍ରୀୟ ରାଜଧାନୀରେ ସେବା ଉପରେ ନିୟନ୍ତ୍ରଣକୁ ନେଇ କେନ୍ଦ୍ରର ଅଧ୍ୟାଦେଶର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ।…

ଗର୍ଲଫ୍ରେଣ୍ଡଙ୍କ ପାଇଁ ଏତିକି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ

ରୋମ,୧୦।୭: ସାଧାରଣତଃ ଲୋକମାନେ ମୃତ୍ୟୁ ବେଳକୁ ସେମାନଙ୍କର ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରିଚାଲିଯାଆନ୍ତି, କିନ୍ତୁ କେହି ଜଣେ ତାଙ୍କ ପ୍ରେମିକା ପାଇଁ କୋଟି କୋଟି ସମ୍ପତ୍ତି ଛାଡିଯିବା ନିହାତି ଆଶ୍ଚର୍ଯ୍ୟର ବିଷୟ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି।…

ପାନର ଦାମ୍‌ ୯୯୯

ମହଙ୍ଗା ପାନ। ପାନର ମୂଲ୍ୟରେ ଜଣେ ବ୍ରାଣ୍ଡେଡ ଜୋତା ଏବଂ ଚଷମା କିଣାଯାଇପାରିରେ। ଏହି ସ୍ବତନ୍ତ୍ର ପାନର ନାମ ହେଉଛି ସୁନା ପାନ, ଯାହାର ମୂଲ୍ୟ ୯୯୯ ଟଙ୍କା। ଏହି ବିଶେଷ ପ୍ରକାରର ପାନ ଭିତରେ ରୂପା ଏବଂ ବାହାରେ ସୁନା…

ବାଇଡେନଙ୍କ ରଣନୀତି ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସନ୍ଦେହ

ଲଣ୍ଡନ,୧୦ା୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବ୍ରିଟେନରେ ପହଞ୍ଚିଥିବା ବେଳେ ତିନି ଦେଶ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ ସମୟରେ ସେ ଲିଥୁଆନିଆରେ ନାଟୋ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଶିଖର ସମ୍ମିଳନୀରେ ଯୋଗଦେବା ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ କିଭ୍‌…

ଛାୟାପଥ ତିଆରି କାରଖାନା

ରାତିରେ ମେଘମୁକ୍ତ ଆକାଶକୁ ଚାହିଁଲେ ତାରାଗୁଡ଼ିକୁ ତ ଦେଖୁ। କିନ୍ତୁ ଆଉ ଟିକିଏ ଭଲ କରି ଲକ୍ଷ୍ୟ କଲେ ଗୋଟିଏ ଉଜ୍ଜ୍ୱଳ ରାସ୍ତା ଉତ୍ତରରୁ ଦକ୍ଷିଣ ଆଡ଼କୁ ଲମ୍ବିଥିବାର ଦେଖାଯାଏ। ପ୍ରକୃତରେ ଆକାଶର ଅନ୍ୟ ଅଞ୍ଚଳ ତୁଳନାରେ ସେହି ଅଞ୍ଚଳରେ ତାରାଗୁଡ଼ିକ…

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ଅହମ୍ମଦାବାଦ,୧୦।୭: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ସୋମବାର ଗାନ୍ଧିନଗରରେ ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜରାଟରେ ତିନୋଟି ରାଜ୍ୟ ସଭା ଆସନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ। ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ…

କୃତ୍ରିମ ମେଧା-କିଛି କଥା

ସମ୍ପ୍ରତି ଗଣମାଧ୍ୟମ ଓ ସାମାଜିକ ମାଧ୍ୟମରେ କୃତ୍ରିମ ମେଧା ବା କୃତ୍ରିମ ବୁଦ୍ଧିମତ୍ତାକୁ (ଇଂଲିଶରେ ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୁହାଯାଉଛି) ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏଥିପାଇଁ ଦାୟୀ ମାର୍କିନ ପ୍ରଯୁକ୍ତି ସଂସ୍ଥା ‘ଓପେନଏଆଇ’ ଦ୍ୱାରା ନିର୍ମିତ ହୋଇଥିବା ଚାଟବଟ (ଚାଟ…

ଅଫିସ ଦୌଡୁଥିଲେ ବି ମିଳୁନି ଭତ୍ତା

ସମ୍ବଲପୁର,୧୦ା୭(ଶୁଭାଶିଷ ପାଢୀ) : ରାଜ୍ୟ ସରକାର ବିଧବା, ଦିବ୍ୟାଙ୍ଗ, ବୃଦ୍ଧାବୃଦ୍ଧଙ୍କ ପଇଁ ଭତ୍ତା ବ୍ୟବସ୍ଥା କରିଛନ୍ତି। ଏବେ ଭତ୍ତା ଟଙ୍କା ଜମାଖାତାରେ ଦେବା ବ୍ୟବସ୍ଥା ଲାଗୁ ହେବା ପରେ ହିତାଧିକାରୀଙ୍କ ଦୁଃଖ ବଢିଯାଇଛି। ମାସ ମାସ ଧରି ଭତ୍ତା ପାଇବାରୁ ବଞ୍ଚିତ…

ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି କୀର୍ତ୍ତିମାନ ହାସଲ କଲେ ସୁଜି

କଲମ୍ବୋ,୧୦।୭: ନ୍ୟୁଜିଲାଣ୍ଡର କ୍ରିକେଟର ସୁଜି ବେଟ୍ସ ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସେ ୧୦ଟି ଦେଶରେ ଟି-୨୦ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ନିକଟରେ ବେଟ୍ସ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri