Home

ଛତୁଆ ପ୍ରସ୍ତୁତ ହୋଇନି, ବଣ୍ଟନ ଦର୍ଶାଯାଉଛି

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ)ଗହମ ଅଭାବରୁ ସୁବର୍ଣ୍ଣପୁର ଜିଲାର ୬ଟି ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ଛତୁଆ ପ୍ରସ୍ତୁତ ହୋଇ ପାରି ନ ଥିଲା। ଜିଲାର ଡୁଙ୍ଗୁରିପାଲି, ତରଭା ବ୍ଲକରେ ମେ ମାସରେ କେତେଜଣ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ ହୋଇଥିବା ବେଳେ ଜୁନ,…

୨ଲକ୍ଷ ଟଙ୍କାରେ ଶିଶୁ ବିକ୍ରି: ଶିଶୁର ବାପା, ମଧ୍ୟସ୍ଥଙ୍କ ସମେତ ୩ଗିରଫ

ଟିଟିଲାଗଡ, ୬ା୮(ଶରତ ମିଶ୍ର)ଟିଟିଲାଗଡ ସହରର ଜନୈକ ଦମ୍ପତି ନିଜ ଚତୁର୍ଥ ପୁତ୍ର ସନ୍ତାନକୁ ବିକି କରି ଦେଇଥିବା ଜଣାପଡିବା ନେଇ ଆଲୋଚନାର ବିଷୟ ହୋଇଛି। ଖବର ପାଇବା ପରେ ଟିଟିଲାଗଡ଼ ଥାନା ପୋଲିସ ଏକ ମାମଲା(୨୨୪/୨୩) ରୁଜୁ କରି ତନାଘନା ଚଳାଇଛି।…

ଚାଇନାରେ ଭୂକମ୍ପ, ୨୧ରୁ ଅଧିକ ଆହତ….

ବେଜିଂ,୬।୮ : ଚାଇନାର ଶାନନ୍ଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୟୁଆନ କାଉଣ୍ଟିରେ ୫.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ରବିବାର ଦିନ ସ୍ଥାନୀୟ ସମୟ ରାତ୍ର ସାଢ଼େ ଦୁଇଟାରେ ଏହି…

ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିଶୋଧର ରାଜନୀତି କରିଛନ୍ତି ମୋଦି ସରକାର: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୬।୮: ମୋଦି ସରନେମ୍‌ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ସମଗ୍ର ବିରୋଧୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି। ଟିଏମସି ଏମ୍‌ପି ଶତ୍ରୁଘ୍ନ ସିହ୍ନା ଏହାକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବିଜୟ…

ବାରଝୁଲା ପ୍ରାଥମିକ ସ୍କୁଲରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ଅମରପାଲି,୬ା୮(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ବାରଝୁଲା ପ୍ରାଥମିକ ବିଦ୍ୟାଳୟରେ ନିକଟରେ ବନ୍ୟାପାଣି ପଶି ବିଦ୍ୟାଳୟର ଜରୁରୀ କାଗଜପତ୍ର ସହ ମଧ୍ୟାନ୍ନ ଭୋଜନ ପାଇଁ ଗଛିତ ଥିବା ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ବନ୍ୟା…

ଚାଇନାରେ ଭୂକମ୍ପ: ଭାଙ୍ଗିଲା ଅନେକ କୋଠା

ବେଜିଂ,୬।୮: ଚାଇନାର ଶାନଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୁଆନ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ସ୍ଥାନୀୟ ସମୟ ଭୋର ୨.୩୦ରେ ଏହି ଭୂକମ୍ପ ଅନୁଭୂତ…

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ଚାଇନାର ପ୍ରସ୍ତୁତି ଆରମ୍ଭ…

ବେଜିଂ,୬।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ଲଗାତାର ତିକ୍ତତା ଦେଖାଦେଇଛି। ନିକଟରେ ଯେତେବେଳେ ଆମେରିକା ତାଇୱାନ ପାଇଁ ସାମରିକ ପ୍ୟାକେଜ ଘୋଷଣା କରିଛି। ଏନେଇ ବେଜିଂ ଏଥିରେ ରାଗିବା ସହିତ ଚେତାବନୀ ଦେଇଥିଲା ଇତିହାସରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ।…

ବିମାନରେ ହଜିଗଲା ଏହି କ୍ରିକେଟର୍‌ଙ୍କ ବ୍ୟାଗ୍‌

ଲଣ୍ଡନ,୬।୮: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଆଶେସ ସିରିଜ ଶେଷ ହୋଇଛି ଏବଂ ନିଜ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଦଳ…

ଲଗାଣ ବର୍ଷାରେ ଧସିଲା, ବେଘର ହେଲେ ଲୋକେ

କୁତ୍ରା,୬ା୮(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଯାହା ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଈ, ନାଳ, ପୋଖରୀ, ଚାଷ ଜମି ଯୁଆଡେ ଦେଖିଲେ କେବଳ ପାଣିର ସୁଅ ଛୁଟୁଛି।…

ୟୁକ୍ରେନର ରକ୍ତଦାନ କେନ୍ଦ୍ର ଉପରେ ଆକ୍ରମଣ କଲା ରୁଷିଆ…

କିଭ,୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୫ ମାସରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ସୈନ୍ୟ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରୁଷିଆ ପୁଣିଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ୟୁକ୍ରେନ…

ସକ୍ରିୟ ହେଉଛି ମାଓବାଦୀ ସଙ୍ଗଠନ, ସୀମାନ୍ତରେ ଲାଲ ବାହିନୀ ମେଳି

ମାଲକାନଗିରି, ୬ା୮(ଦୁର୍ଯ୍ୟୋଧନ ପାତ୍ର)କିଛିଦିନ ଧରି ଦୁର୍ବଳ ହୋଇଥିବା ମାଓବାଦୀ ସଙ୍ଗଠନ ପୁଣି ସକ୍ରିୟ ହେବାରେ ଲାଗିଛି। ହଜାର ହଜାର ଆଦିବାସୀଙ୍କୁ ଏକତ୍ରିତକରି ନିଜର ଅସ୍ତିତ୍ୱ ଜାହିର କରିଛି ଲାଲବାହିନୀା ମାଓବାଦୀ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନକରି ସଙ୍ଗଠନ ପ୍ରତି…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ। ଏହି ମ୍ୟାଚ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ୱେଷ୍ଟଇଣ୍ଡିଜ ପ୍ରଥମ ଟି -୨୦ରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?