Home

ନିଅଣ୍ଟିଆ ବର୍ଷା, ଖରିଫ ଚାଷ ବିଳମ୍ବ

ସୋନପୁର,୧୪।୭(ମୃତ୍ୟୁଞ୍ଜୟ ଶତପଥୀ): ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ନିଅଣ୍ଟିଆ ବର୍ଷା ଜାରି ରହିଛି। ବର୍ଷା ନ ଥିବାରୁ ଜିଲାରେ ଖରିଫ ଚାଷ ବିଳମ୍ବିତ ହୋଇଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ତଳି ରୁଆ କାର୍ଯ୍ୟ ହୋଇପାରୁନି। ଯେଉଁ…

୧୧ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି

ଖଡ଼ିଆଳ,୧୪ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ରହିଛି ଆଦିବାସୀ ଛାତ୍ରୀ ନିବାସ। ୨୦୧୨-୧୩ ମସିହାରେ ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦ୍ୱାରା ଉଦ୍‌ଘାଟିତ…

ଏଠାରେ କିଲୋ ପ୍ରତି ୯୦ ଟଙ୍କା ଦାମରେ ମିଳୁଛି ଟମାଟୋ

ନୂଆଦିଲ୍ଲୀ,୧୪।୭: ଟମାଟୋର ଦର ବୃଦ୍ଧିକୁ ଦେଖି ସରକାର ଯେଉଁ ପଦକ୍ଷେପ ନେବା କଥା ତା’ର ପ୍ରଭାବ ଶୁକ୍ରବାରଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ମିଳିବା ଆରମ୍ଭ ହୋଇଯାଇଛି। ଆଉ ଏଠାରେ ଏବେ ଟମାଟୋ କିଲୋ ପ୍ରତି ଦାମ ୧୦୦ ଟଙ୍କା…

ସ୍ବାମୀ, ପୁଅ ପାଇଁ ଶେଷ ନିବେଦନ

ରାଉରକେଲା,୧୪।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବେଦବ୍ୟାସ ଗୋପାପାଲି ଝରାପଡାର ଜଣେ ବାଳକ ପ୍ରତିଦିନ ମରି ମରି ବଞ୍ଚୁଛି। ସର୍ବାଙ୍ଗ ଶରୀରରୁ ଚର୍ମ ଉପୁଡିବାରେ ଲାଗିଛି। ଶରୀରରେ ହାଡ ବାରି ହୋଇଯାଉଛି। ତଥାପି ସେ ବୃଦ୍ଧା ମା’ ବାପାଙ୍କ ପେଟକୁ ଦାନା ଦେବା…

ଭାରତ-ଫ୍ରାନ୍ସ କୁଟନୀତିକ ଭାଗିଦାରୀକୁ ପୁରଣ ହେଲା ୨୫ ବର୍ଷ, ହିନ୍ଦିରେ ଟୁଇଟ କରି ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ ରାଷ୍ଟ୍ରପତି

ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ ଶୁକ୍ରବାର ସକାଳେ ହିନ୍ଦିରେ ଏକ ଟୁଇଟ କରିଛନ୍ତି। ଟୁଇଟରେ ସେ ଲେଖିଛନ୍ତି ଯେ ଭାରତ ଏବଂ ଫ୍ରାନ୍ସ ୨୫ବର୍ଷର କୁଟନୀତିକ ଭାଗିଦାରୀ…

ବଦଳିପାରେ ପୁରୁଣା ଚେହେରା

ସରଣ୍ଡା,୧୪।୭(ଯୁଧିଷ୍ଠିର ମହାପାତ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ଆମ୍‌ ଆଦ୍‌ମୀ ପାର୍ଟି ନେତା ଏବେ ଗାଁ ମୁହାଁ ହୋଇଛନ୍ତି।…

ଚାଷଜମିରେ କୋମଳମତି ଶିଶୁ

ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟଗୁଡ଼ିକ ଖୋଲିଛି। ତେବେ ପାଠପଢା କ୍ଷେତ୍ରରେ ଶିଶୁମାନଙ୍କ ମଧ୍ୟରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଶିକ୍ଷାଦାନ ଲାଗି ବିଶେଷ ଗୁରୁତ୍ୱ ଦେବାକୁ ଜିଲା ଶିକ୍ଷା ଅଧିକାରୀ…

କେଜରିଓ୍ବାଲଙ୍କୁ ଭାଜପାର ପ୍ରଶ୍ନ, କାହିଁକି ହୋଇଛ ମୁଖ୍ୟମନ୍ତ୍ରୀ, ଦୁର୍ଯ୍ୟୋଧନଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ,୧୪।୭: ଏବେ ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଦିଲ୍ଲୀ। ବନ୍ୟାରେ ସମ୍ପୂର୍ଣ୍ଣ ଦିଲ୍ଲୀ ଏକ ପ୍ରକାର ବୁଡି ଯାଇଛି କହିଲେ ଚଳେ। ଏଭଳି ସ୍ଥିତିରେ ଦିଲ୍ଲୀର ମନ୍ତ୍ରୀ କହୁଛନ୍ତି ବ୍ୟାରେଜର ସମସ୍ତ ଗେଟ ନ ଖୋଲିବା ଫଳରେ ସମ୍ପୁର୍ଣ୍ଣ ପାଣିକୁ ନିଷ୍କାସନ…

ଫ୍ରାନ୍ସରେ ଥାଇ ଦିଲ୍ଲୀ ବନ୍ୟା କଥା ପଚାରି ବୁଝିଲେ ମୋଦି

ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ବିଦେଶରେ ଥାଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍‌ କରି ଦିଲ୍ଲୀର ବନ୍ୟା ପରିସ୍ଥିତ ବିଷୟରେ…

‘ଫ୍ରାନ୍ସ ସହ ମୋର ୪୦ ବର୍ଷର ସମ୍ପର୍କ’

ପ୍ୟାରିସ/ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ୍‌ ମାକରଁଙ୍କୁ ଭେଟି ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପୂର୍ବ ଦିନ ପ୍ୟାରିସରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ…

‘ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ’, ମୋଦିଙ୍କ ଗସ୍ତର ଗୋଟିଏ ମାସ ଭିତରେ ସଂସଦୀୟ କମିଟି ପାସ କଲା ପ୍ରସ୍ତାବ

ଓ୍ବାଶିଂଟନ,୧୪।୭: ଚାଇନା ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ କରି ଚାଲିଛି। ନିକଟରେ ଭାରତର ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଚାଇନା କବଜା କରି ନେଇଛି। ଏହାପରେ ଚାଇନା କହୁଛି କି ଏହା ଚାଇନାର ଅଂଶ। ଏଥିରେ ଆମେରିକା ଭାରତର ପକ୍ଷ ନେଉଛି।…

ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେବେ ମୋଦି, ସାମିଲ ହେବେ ଭାରତୀୟ ସେନା

ନୂଆଦିଲ୍ଲୀ/ପ୍ୟାରିସ,୧୪।୭: ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କ ନିମନ୍ତ୍ରଣ କ୍ରମେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ କରିଛନ୍ତି। ସେଠାରେ ସେ ଜୁଲାଇ ୧୪ ଅର୍ଥାତ୍‌ ଶୁକ୍ରବାର ଦେଶର ରାଷ୍ଟ୍ରୀୟ ଦିବସ ଅର୍ଥାତ୍‌ ବୈଷ୍ଟିଲ ଡେ ପରେଡରେ ସାମିଲ ହେବେ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri