Home

ଆଫ୍ରିକୀୟ ଚିତା ସୁରଜ ମୃତ, ୪ମାସରେ ଗଲାଣି ୮ଟି ଚିତାର ଜୀବନ

ଭୋପାଳ,୧୪।୭: ମଧ୍ୟପ୍ରଦେଶର କୁନୋ ନାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ହୋଇଛି। ଗତ ଚାରି ମାସ ମଧ୍ୟରେ ଏହାକୁ ମିଶାଇ ୮ଟି ଚିତାଙ୍କର ଜୀବନ ଯାଇଛି। ଶୁକ୍ରବାର ସକାଳେ ନାଶନାଲ ପାର୍କରେ ଆଫ୍ରିକୀୟ ଚିତା ସୁରଜର ମୃତଦେହ ମିଳିଛି। ସୁରଜର…

ଟି୨୦ ଲିଗ୍‌ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇଲା ଆଇସିସି, ଏଣିକି…

ନୂଆଦିଲ୍ଲୀ,୧୪।୭: ସାରା ବିଶ୍ୱରେ ଲଗାତାର ଭାବେ ଟି୨୦ ଲିଗ୍‌ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଫର୍ମାଟର ଲୋକପ୍ରିୟତାକୁ ଦେଖି ଏହାର ଆୟୋଜନ କରାଯାଉଛି। ଖେଳାଳିମାନେ ଜାତୀୟ ଟିମ୍‌ ସହ ଚୁକ୍ତି ଭାଙ୍ଗି ମୋଟା ପାଉଣା ପାଇବାକୁ ବିଦେଶୀ ଲିଗ୍‌ରେ ଯୋଡ଼ି…

ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ହେଲେ ମୋଦି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଫାଷ୍ଟ ଲେଡି ବି ସାମିଲ

ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସର ବୈଷ୍ଟିଲ ଡେ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ, ଫାଷ୍ଟ ଲେଡି ବ୍ରିଗିଟ ମ୍ୟାକ୍ରୋ ଓ ଅତ୍ୟ ଗଣ୍ୟମାନ୍ୟ ଅତିଥି ପ୍ୟାରିସରେ ବୈଷ୍ଟିଲ…

ଚନ୍ଦ୍ରୟାନ ମିଶନ-୩: ସଫଳ ହେବା ପଛରେ ରହିଛି ରକେଟ୍‌ ଓମ୍ୟାନଙ୍କ ଭୂମିକା

ନୂଆଦିଲ୍ଲୀ,୧୪।୭: ଇତିହାସ ରଚିଲା ଇସ୍ରୋ। ଚନ୍ଦ୍ରଯାନ ମିଶନ-୩ ସଫଳ ହେଲେ ବିଶ୍ୱରେ ଭାରତ ଚତୁର୍ଥ ଦେଶ ଭାବେ ଜହ୍ନରେ ନିଜ ନାଁ ଲେଖିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହୋଇଛି। ଦେଶର ଏହି ତୃତୀୟ ଚନ୍ଦ୍ରାଭିଯାନରେ ଜହ୍ନ ରାଇଜର ବହୁ ରହସ୍ୟ…

ଆକ୍ସନ କୁଇନ୍‌ ହେବେ ଆଲିଆ ! ଓ୍ବାଇଆର୍‌ଏଫ୍‌ର…

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ର ସବୁଠୁ ବଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କମ୍ପାନୀ ଓ୍ବାଇଆର୍‌ଏଫ୍‌ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାକୁ ଯାଉଛି। ଉକ୍ତ ଫିଲ୍ମଟି ନାରୀକୈନ୍ଦ୍ରିକ ହେବ, ଯେଉଁଥିରେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ। ଏହାପରେ…

ଜହ୍ନକୁ ଗଲା ଚନ୍ଦ୍ରୟାନ-୩

ନୂଆଦିଲ୍ଲୀ, ୧୪।୭: ଇତିହାସ ରଚିଲା ଇସ୍ରୋ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଉତ୍‌ପେକ୍ଷଣ ହେଲା ଚନ୍ଦ୍ରୟାନ-୩। ୨.୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରୟାନ-୩ର ଯାତ୍ରା ଆରମ୍ଭ ହୋଇଛି। ଯଦି ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ଏକ ସୁରକ୍ଷିତ ଅବତରଣ…

ଟେଷ୍ଟିଂ ସମୟରେ ରକେଟ୍‌ ଇଞ୍ଜିନ ବିସ୍ଫୋରଣ

ଟୋକିଓ,୧୪ା୭: ଟେଷ୍ଟିଂ ସମୟରେ ଜାପାନର ଏକ ରକେଟ୍‌ ଇଞ୍ଜିନ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନ ପାଇଁ ଗ୍ରାଉଣ୍ଡ ଟେଷ୍ଟ ଆରମ୍ଭ ହେବାର ପ୍ରାୟ ଏକ ମିନିଟ୍‌ ପରେ ଏହି ଘଟଣା ଘଟିଥିଲା। ଜାପାନ…

ଏକ ନୂଆ ଫିଲ୍ମରେ ନଜର ଆସିବେ ସଲମାନ, ସ୍କ୍ରିପ୍ଟ ଶେଷ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉ କି ଫ୍ଲପ୍‌, ତାଙ୍କ ପ୍ରଶଂସକମାନେ ସଲମାନଙ୍କୁ ଫିଲ୍ମ ସ୍କ୍ରିନରେ ଦେଖିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। ତାଙ୍କର ଶେଷ ରିଲିଜ ଫିଲ୍ମ ‘କିସି କା ଭାଇ, କିସି…

ଅଟୋ-ବାଇକ୍‌ ମୁହାଁମୁହିଁ: ୨ ଗୁରୁତର

ସବଡେଗା,୧୪ା୭(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସଦରଥାନା ଅନ୍ତର୍ଗତ କରମଡ଼ିହିରୁ ସବଡେଗା ଯାଉଥିବା ରାଜ୍ୟ ରାଜପଥ ବିର୍ତ୍ତୁଲା ଯୋଗୀ ଯୋଗୀଆଣୀ ବୁଲାଣିଠାରେ ଏକ ଅଟୋ ସହ ବାଇକ୍‌ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଛି। ଅଟୋ ଗାଡ଼ି ନମ୍ବର ଓଡି ୧୬ କେ ୦୫୬୩…

ସିସୋଡିଆଙ୍କ ଜାମିନ ଉପରେ ସିବିଆଇ, ଇଡିକୁ ନୋଟିସ ଜାରି କଲେ ସୁପିମକୋର୍ଟ

ନୂଆଦିଲ୍ଲୀ,୧୪।୭: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ସିସୋଡିଆ ପତ୍ନୀଙ୍କ ଅସୁସ୍ଥତା କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ନୋଟିସ ଜାରି କରାଯାଇଛି।…

ହୃଦୟ ଜିତିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ସେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାଣୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ…

‘ଚନ୍ଦ୍ରୟାନ-୩’ ଶୁଭାରମ୍ଭରେ ପୁରୁଣା ଟୁଇଟ୍‌ ଶେୟାର କଲେ ଅକ୍ଷୟ କୁମାର, ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜି ଦେଶ ପାଇଁ ଗର୍ବର ବିଷୟ, କାରଣ କିଛି ଘଣ୍ଟା ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ‘ଚନ୍ଦ୍ରୟାନ-୩’ ଲଞ୍ଚ କରିବ। ସାଧାରଣ ଜନତାଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ମିଶନ ପାଇଁ ବହୁତ ଖୁସି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri