ଜାପାନରେ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲା ନାଟୋ
ବେଜିଂ,୧୪।୭:ନାଟୋ ଜାପାନରେ ନିଜ କାର୍ଯ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ ଚାଇନାକୁ ଆଶ୍ୱସ୍ତି ମିଳିଛି। ଲିଥୁଆନିଆର ରାଜଧାନୀ ବିଲୁନସରେ ଆରମ୍ଭ ହୋଇଥିବା ନାଟୋ ଶିଖର ସମ୍ମିଳନୀରେ ପାରିତ ହୋଇଥିବା ଘୋଷଣା ପତ୍ରରେ ଟୋକିଓରେ କାର୍ଯ୍ୟାଳୟ ଖୋଲିବା ନେଇ ଉଲ୍ଲେଖ…
ଭାରତୀୟ ବଂଶୋଦ୍ଭବ ଆଇନଜୀବିଙ୍କ ଉପରେ ସିଙ୍ଗାପୁର ରେଳଷ୍ଟେସନରେ ମାରପିଟ କରିଥିବା ଅଭିଯୋଗ
ସିଙ୍ଗାପୁର,୧୪।୭: ସିଙ୍ଗାପୁରର ଏକ ରେଳ ଷ୍ଟେସନରେ ଜଣେ ଭାରତୀୟ ବଂଶୋଦ୍ଭବ ଆଇନଜୀବି ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିବା ଏବଂ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛିି। ଶୁକ୍ରବାର କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଆଇନଜୀବି ଏମ ରବି ଏହି ମାମଲାରେ ଦୋଷୀ…
ଶିନ୍ଦେ ସରକାରରେ ପ୍ରଥମ ମହିଳା କ୍ୟାବିନେଟ ମନ୍ତ୍ରୀ
ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ଶିନ୍ଦେ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି। ଅଜିତ ପାଓ୍ବାରଙ୍କ ଗ୍ରୁପର ବିଧାୟକଙ୍କ ମଧ୍ୟରେ ବିଭାଗ ବଣ୍ଟନ ଶୁକ୍ରବାର କରାଯାଇଛି। ଏଥିରେ ଅଦିତି ତଟକରେ ଶିିନ୍ଦେ ସରକାରଙ୍କ ପ୍ରଥମ ମହିଳା ମନ୍ତ୍ରୀ ହୋଇଛନ୍ତି। ସେହି ବିଭାଗଗୁଡିକ ମଧ୍ୟରେ ମହାରାଷ୍ଟ୍ର ରାୟଗଡର…
କଂଗ୍ରେସ ନେତ୍ରୀଙ୍କ ସହ ଦାଉଦ ଇବ୍ରାହିମ୍! ଜଣାପଡିଲା ସତ
ନୂଆଦିଲ୍ଲୀ,୧୪।୭: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଡନ୍ ଦାଉଦ୍ ଇବ୍ରାହିମ୍। ଆତଙ୍କବାଦୀ ଲିଙ୍କ୍ ଠାରୁ ଆରମ୍ଭ କରି ମୁମ୍ବାଇର ତାଜ୍ ଆଟାକ୍ ଯାଏଁ ସବୁଠି ରହିଛି ଦାଉଦଙ୍କର ହାତ। ଗୁରୁତର ଆପରାଧିକ ମାମଲାର ଅଭିଯୁକ୍ତ ଦାଉଦ କେବଳ ଭାରତ ପାଇଁ ନୁହେଁ ସାରା…
ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ମାସ ରହିଲା ଜୁନ
ନୂଆଦିଲ୍ଲୀ,୧୪।୭: ସାରା ଦେଶଷର ଏବେ ମୌସୁମୀ ବର୍ଷା ଜାରି ରହିଛି। କିନ୍ତୁ ଗତ ମାସ ଅର୍ଥାତ୍ ଜୁନ ଉତ୍ତାପ ଦୃଷ୍ଟିରୁ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନାସା ଏବଂ ଏନଓଏଏର ବୈଜ୍ଞାନିକଙ୍କ ସମେତ ଅନ୍ୟ ବୈଜ୍ଞାନିକମାନେ ବି ଗବେଷଣା ପରେ…
ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଅଜିତ୍ଙ୍କୁ ମିଳିଲା ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ
ମୁମ୍ବାଇ, ୧୪।୭: ମହାରାଷ୍ଟ୍ରରେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ସେହିପରି ଶରଦ ପାଓ୍ବାରଙ୍କ ହାତ ଛାଡି ଆସିଥିବା ଛଗନ ଭୁଜବଲଙ୍କୁ ଖାଦ୍ୟ ବିଭାଗ, ଦିଲୀପ ଓ୍ବେଲ୍ସ…
ରାଷ୍ଟ୍ରୀୟ ଦିବସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ୟୁଏଇ ଲିଡର୍ସ
ଆବୁ ଧାବି,୧୪।୭: ୟୁନାଇଟେଡ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନହୟାନ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋଙ୍କୁ ଦେଶର ରାଷ୍ଟ୍ରୀୟ ଦିବସ ଅବସରରେ ଏକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦୁବଇ ଶାସକ…
ସମାଜବାଦୀ ପାର୍ଟି ମୁଖ୍ୟ ଆଜାମ ଖାନଙ୍କ ଓ୍ବାଇ କ୍ୟାଟେଗୋରି ସିକ୍ୟୁରିଟିକୁ ପ୍ରତ୍ୟାହାର କଲେ ୟୁପି ସରକାର
ଲକ୍ଷ୍ନୌ,୧୪।୭: ୟୁପି ସରକାର ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବରିଷ୍ଠ ନେତା ଆଜାମ ଖାନଙ୍କୁ ଦିଆଯାଇଥିବା ଓ୍ବାଇ ବର୍ଗ ସିକ୍ୟୁରିଟିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ରାମପୁରର ଅତିରିକ୍ତ ପୋଲିସ ଅଧୀକ୍ଷକ ସାନସର ସିଂ କହିଛନ୍ତି ଯେ, ଲକ୍ଷ୍ନୌ ସୁରକ୍ଷା ମୁଖ୍ୟାଳୟରୁ…
ପୁଣି ଭାରତୀୟଙ୍କୁ ଟାର୍ଗେଟ କଲେ ଖଲିସ୍ତାନୀ ସମର୍ଥକ
ସିଡନୀ,୧୪।୭: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ ଲଗାତାର ଭାବେ ଭାରତୀୟଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଶୁକ୍ରବାର ବି ଏମିତି ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ସିଡ୍ନୀର ପଶ୍ଚିମ ଉପନଗର ମେରିଲାଣ୍ଡସରେ ଖଲିସ୍ତାନ ସମର୍ଥକ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବେ…
ଜିଓ ଲଞ୍ଚ କଲା ଶସ୍ତା ପ୍ଲାନ୍: ୧୨୩ ଟଙ୍କାରେ ଅନ୍ଲିମିଟେଡ୍ କଲିଂ, ଡେଲି ଡାଟା ସହ ମିଳିବ…
ନୂଆଦିଲ୍ଲୀ,୧୪।୭: ଶସ୍ତା ପ୍ଲାନ ଲଞ୍ଚ କରିଛି ଜିଓ। ଗ୍ରାହକମାନଙ୍କ ସୁବିଧା ଲାଗି କମ୍ପାନୀ ୧୨୩ ଟଙ୍କାର ପ୍ଲାନ ଆଣିଛି। ଏହି ପ୍ଲାନ୍ରେ ଜିଓ ବ୍ୟବହାରକାରୀଙ୍କୁ ଡେଲି ଡାଟା, ଅନ୍ଲିମିଟେଡ୍ କଲିଂ, ଏସ୍ଏମ୍ଏସ୍ ବ୍ୟତିତ ଅନ୍ୟ ସୁବିଧା ମିଳିବ। ପ୍ଲାନରେ ଭାଲିଡିଟି ୨୮…
ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର
ମୁମ୍ବାଇ,୧୪।୭: ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର ଶୁକ୍ରବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ସର୍ଜରି ହେବ ବୋଲି ଜଣାପଡିଛି। ଇତିମଧ୍ୟରେ ଶରଦ ପାଓ୍ବାର ହସ୍ପିଟାଲରେ ପହଞ୍ଚି ସାରିଛନ୍ତି। ଏନସିପି ପକ୍ଷରୁ ଏକ…
ଚାଇନାକୁ ଟାର୍ଗେଟ କଲେ ଜୟଶଙ୍କର
ଜାକର୍ତ୍ତା,୧୪।୭: ବର୍ହି ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଚାଇନାକୁ ଟାର୍ଗେଟ କରି କହିଛନ୍ତି, ପୂର୍ବ ଏସିଆ ଶିଖର ସମ୍ମିଳନୀ (ASEAN)କୁ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଜଣାଇ ଏକ ସ୍ବତନ୍ତ୍ର, ଖୋଲା, ଅନ୍ତର୍ଭୂକ୍ତ ଏବଂ ନିୟମ ଭିତ୍ତିକ ହିନ୍ଦ-ପ୍ରଶାନ୍ତ…
Archives


