୬ ଦାଦନ ଶ୍ରମିକ ଉଦ୍ଧାର
କର୍ଲାମୁଣ୍ଡା,୧୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ…
ସରକାରୀ ଘରେ ବେସରକାରୀ କାର୍ଯ୍ୟାଳୟ
କୋରୁକୋଣ୍ଡା,୧୫ା୭(ଅବିନାଶ ବେହେରା): ଗ୍ରାମବାସୀଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ଗୋଷ୍ଠୀ ସାଧନ କେନ୍ଦ୍ର ଯୋଗାଇ ଦେଉଥିବା ବେଳେ,ଉକ୍ତ ଗୋଷ୍ଠୀ କେନ୍ଦ୍ରରେ ବେସରକାରୀ କାର୍ଯ୍ୟାଳୟ ଖୋଲାହୋଇଥିବା ଦେଖିବାକୁ ମିଳୁଛି। ଏପରି ଏକ ଦୃଶ୍ୟ ଦେଖିବାକୁ…
ଭିଜା ଶୁଳ୍କ ୧୫ ରୁ ୨୦ ପ୍ରତିଶତ ବୃଦ୍ଧି କରିବେ ସୁନକ ସରକାର…
ଲଣ୍ଡନ,୧୫।୭ : ଭିଜା ଶୁଳ୍କ ବୃଦ୍ଧି ମାଧ୍ୟମରେ ବ୍ରିଟେନର ସରକାରୀ କ୍ଷେତ୍ର କର୍ମଚାରୀଙ୍କ ବେତନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ଶିକ୍ଷକ, ପୋଲିସ, ଜୁନିଅର ଡାକ୍ତର ଏବଂ ଅନ୍ୟାନ୍ୟ ସରକାରୀ କ୍ଷେତ୍ରର କର୍ମଚାରୀ ଅନ୍ତର୍ଭୁକ୍ତ…
ମାଗଣା ସବୁ ଦେବାର ରାଜନୀତି କରି ଏଏପି ଦିଲ୍ଲୀରେ ଆଣିଛି ବନ୍ୟା: ଗୌତମ ଗମ୍ଭୀର…
ନୂଆଦିଲ୍ଲୀ,୧୫।୭ : ବିକାଶ ପାଇଁ ନୁହେଁ ଯଦି ମାଗଣା ଦେବାର ରାଜନୀତି କରାଯିବ ତେବେ, ଦିଲ୍ଲୀରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ରାଜଧାନୀର ବନ୍ୟା ସ୍ଥିତି ଉପରେ ଭାଜପା ନେତା ଗୌତମ ଗମ୍ଭୀର ଏଭଳି ମନ୍ତବ୍ୟ ଦେଇ ସିଏମ ଅରବିନ୍ଦ…
ଦିଲ୍ଲୀ ଜନସାଧାରଣଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଚାହୁଁଛି ଭାଜପା: ଏଏପି…
ନୂଆଦିଲ୍ଲୀ,୧୫।୭ : ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଯମୁନା ନଦୀ ଦ୍ୱାରା ବିପର୍ଯ୍ୟୟର ଶିକାର ହେଉଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବର୍ଷା ଓ ବନ୍ୟା ଯୋଗୁଁ ରାଜଧାନୀର ଗତି ସ୍ଥିର ହୋଇଛି। କିନ୍ତୁ, ଆମ ଆଦମୀ ପାର୍ଟି…
ଘୃଣା ମନ୍ତବ୍ୟ ମାମଲା: ଆଜମ୍ ଖାଁଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୨୫୦୦ ଟଙ୍କା ଜରିମାନା
ଲକ୍ଷ୍ନୌ,୧୫।୭: ସମାଜବାଦୀ ପାର୍ଟି ନେତା ଆଜମ୍ ଖାଁଙ୍କୁ ପୁଣିଥରେ ଝଟ୍କା ଲାଗିଛି। ଘୃଣା ମନ୍ତବ୍ୟ ମାମଲାରେ ତାଙ୍କୁ ରାମପୁରର ଏମ୍ପି-ଏମ୍ଏଲ୍ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ତାଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୨୫୦୦ ଟଙ୍କା ଜରିମାନା…
ଅଭିଯୁକ୍ତଙ୍କର ଚୁପ ରହିବାର ସମ୍ପୂର୍ଣ୍ଣ ଅଧିକାର ଅଛି, ତାଙ୍କୁ କହିବାକୁ ବାଧ୍ୟ କରିହେବ ନାହିଁ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୫।୭ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିମ୍ ଜଣେ ଅଭିଯୁକ୍ତର ନୀରବ ରହିବାର ସମସ୍ତ ଅଧିକାର ଅଛି ଏବଂ ଅନୁସନ୍ଧାନକାରୀମାନେ ତାଙ୍କୁ ନିଜ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରିପାରିବେ…
ଆଉ ନାହାନ୍ତି ‘ଲାପତାଗଞ୍ଜ’ ଅଭିନେତା ଅରବିନ୍ଦ
ବମ୍ବେ: ଆଉ ନାହାନ୍ତି ଅଭିନେତା ଅରବିନ୍ଦ କୁମାର। ଜୁଲାଇ ୧୨ରେ ହୃଦ୍ଘାତରେ ସେ ଆଖି ବୁଜିଛନ୍ତି। ଟେଲିଭିଜନର ଲୋକପ୍ରିୟ ଶୋ’ ‘ଲାପତାଗଞ୍ଜ’ ରେ ସେ ଚୌରାସିଆ ଭୂମିକାରେ ନଜର ଆସୁଥିଲେ। ଏବେ ତାଙ୍କ ବିୟୋଗରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି। ଶୋ’ର…
୧୦୦୦ ପିଲାଙ୍କୁ ସନ୍ତ୍ୟପାନ କରାଇଲେ ମହିଳା, ଗିନିଜ ବୁକ୍ରେ ରେକର୍ଡ
ମା’ର କ୍ଷୀର ପିଲାମାନଙ୍କ ପାଇଁ ଅମୃତ ସହ ସମାନ। ଡାକ୍ତରମାନେ କହିଛନ୍ତି, ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ପିଲାମାନଙ୍କୁ ମା’ର କ୍ଷୀର ଦିଆଯିବା ଉଚିତ। କାରଣ ଏଥିରେ ପ୍ରଚୁର ପରିମାଣର ପୋଷକତତ୍ତ୍ୱ ରହିଥାଏ, ଯାହା ଶିଶୁର ମାନସିକ ବିକାଶ ବୃଦ୍ଧି…
ଫ୍ଲାଟ୍ରୁ ମିଳିଲା ମରାଠୀ ଅଭିନେତାଙ୍କ ମୃତଦେହ, ଦୁର୍ଗନ୍ଧ ହେବା ପରେ…
ପୁଣେ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ପୁଣେର ଅମ୍ବି ଅଞ୍ଚଳରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ଦୁଇରୁ…
୧୦ସେକେଣ୍ଡ ପାଇଁ ବଳାତ୍କାର କରିବାରୁୁ ହେଲାନି ଦଣ୍ଡାଦେଶ, କୋର୍ଟଙ୍କ ଅଦ୍ଭୁତ ରାୟ
ରୋମ,୧୫।୭: ୧୦ସେକେଣ୍ଡ ପାଇଁ ଦୁଷ୍କର୍ମ କିମ୍ବା ର୍ଦୁବ୍ୟବହାର କଲେ ହେବନି ଦଣ୍ଡାଦେଶ। ଏପରି ଏକ ଅଦ୍ଭୁତ ରାୟ ଦେଇଛନ୍ତି ଇଟାଲୀ କୋର୍ଟ। ଇଟାଲୀରେ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ନାବାଳିକାକୁ କିଛି ସେକେଣ୍ଡ ପାଇଁ…
ସ୍ବାଧୀନତା ଦିବସରେ ୪୦କୋଟି ଟଙ୍କାର ପତାକା ଉଡାଇବ ପାକିସ୍ତାନ
ଇସଲାମବାଦ,୧୫।୭: ପଡୋଶୀ ଦେଶ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆର୍ଥିକ ପରିସ୍ଥିତିରେ ଦୁର୍ବିସହ ହୋଇ ପଡିଥିବା ପାକିସ୍ତାନକୁ ଆଇଏମଏଫ ୩ ଅରବ ଡଲାରର ଋଣ ଅନୁମୋଦନ କରିଛି। କିନ୍ତୁ ସବୁଥର ପରି ପାକିସ୍ତାନ ଅର୍ଥନୀତି ଏବଂ ଦେଶର ନାଗରିକଙ୍କ…
Archives


