ଫ୍ଲାଟ୍ରୁ ମିଳିଲା ମରାଠୀ ଅଭିନେତାଙ୍କ ମୃତଦେହ, ଦୁର୍ଗନ୍ଧ ହେବା ପରେ…
ପୁଣେ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ପୁଣେର ଅମ୍ବି ଅଞ୍ଚଳରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ଦୁଇରୁ…
୧୦ସେକେଣ୍ଡ ପାଇଁ ବଳାତ୍କାର କରିବାରୁୁ ହେଲାନି ଦଣ୍ଡାଦେଶ, କୋର୍ଟଙ୍କ ଅଦ୍ଭୁତ ରାୟ
ରୋମ,୧୫।୭: ୧୦ସେକେଣ୍ଡ ପାଇଁ ଦୁଷ୍କର୍ମ କିମ୍ବା ର୍ଦୁବ୍ୟବହାର କଲେ ହେବନି ଦଣ୍ଡାଦେଶ। ଏପରି ଏକ ଅଦ୍ଭୁତ ରାୟ ଦେଇଛନ୍ତି ଇଟାଲୀ କୋର୍ଟ। ଇଟାଲୀରେ ଜଣେ ବ୍ୟକ୍ତି ଯୌନ ନିର୍ଯାତନା ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତ ନାବାଳିକାକୁ କିଛି ସେକେଣ୍ଡ ପାଇଁ…
ସ୍ବାଧୀନତା ଦିବସରେ ୪୦କୋଟି ଟଙ୍କାର ପତାକା ଉଡାଇବ ପାକିସ୍ତାନ
ଇସଲାମବାଦ,୧୫।୭: ପଡୋଶୀ ଦେଶ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆର୍ଥିକ ପରିସ୍ଥିତିରେ ଦୁର୍ବିସହ ହୋଇ ପଡିଥିବା ପାକିସ୍ତାନକୁ ଆଇଏମଏଫ ୩ ଅରବ ଡଲାରର ଋଣ ଅନୁମୋଦନ କରିଛି। କିନ୍ତୁ ସବୁଥର ପରି ପାକିସ୍ତାନ ଅର୍ଥନୀତି ଏବଂ ଦେଶର ନାଗରିକଙ୍କ…
୨୦୩୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବ ଚାଇନା
ବେଜିଂ,୧୫।୭: ଚନ୍ଦ୍ରକୁ ମଣିଷ ପଠାଇବା ଚାଇନା। ୨୦୩୦ ସୁଦ୍ଧା ଚାଇନା ମହାକାଶ ଯାତ୍ରୀଙ୍କୁ ସାଙ୍ଗରେ ଧରି ମହାକାଶକୁ ଯିବ ରକେଟ୍। ଆଗାମୀ ମିଶନରେ ଚାଇନା ଦୁଇଟି ରକେଟ ଉତ୍କ୍ଷେପଣ କରିବ। ଗୋଟିଏରେ ଯାତ୍ରୀ ରହିବେ ଏବଂ ଅନ୍ୟଟି ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ…
ମୋଦିଙ୍କୁ ସ୍ବାଗତ କରିବାକୁ ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ ହେଲା ବୁର୍ଜ ଖଲିଫା
ଆବୁଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସକାଳେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ପହଞ୍ଚିଛନ୍ତି। ଆବୁଧାବି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲିଦ ବିନ ମହମ୍ମଦ…
‘ବିଶ୍ୱର ସବନିମ୍ନ ବାସସ୍ଥଳୀ ଯୋଗ୍ୟ’ ଭାବେ ବିଶ୍ୱର ୫ଟି ସହର ମଧ୍ୟରେ ସ୍ଥାନ ପାଇଲା କରାଚି
ଇସଲାମବାଦ,୧୫।୭: ବିଶ୍ୱରେ ସବୁଠୁ କମ୍ ରହଣି ଯୋଗ୍ୟ ଭାବେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ସହର ମଧ୍ୟରେ ସ୍ଥାନ ପାଇଛି କରାଚି। ଏନେଇ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ) ସୂଚନା ଦେଇଛି। ଗ୍ଲୋବାଲ ଲାଇଭେବିଲିଟି ଇଣ୍ଡେକ୍ସ ୨୦୨୩ ଅଦୁଯାୟୀ ପାକିସ୍ତାନର କରାଚି ବିଶ୍ୱର…
ତାଲିବାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଉଚିତ୍ ଜବାବ ଦିଆଯିବ: ପାକିସ୍ତାନ ସେନା ମୁଖ୍ୟ
ଇସଲାମବାଦ,୧୫।୭: ପାକିସ୍ତାନର ସେନା ପ୍ରମୁଖ୍ୟ ଆଫଗାନିସ୍ତାନ ତାଲିବାନୀଙ୍କୁୁ ଚେତାବନୀ ଦେଇଛନ୍ତି। ସୀମାରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଆଫଗାନିସ୍ତାନକୁ ଉଚିତ୍ ଜବାବ ଦେବ ପାକିସ୍ତାନ। ଦେଶର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ଏହି ସପ୍ତାହରେ ଦୁଇଟି ଆତଙ୍କବାଦୀ ଆକ୍ରମଣରେ…
ଓପନଏଆଇର ବିକଳ୍ପ ହେବ ଏକ୍ସଏଆଇ: ଏଲନ ମସ୍କ
ସାନ ଫ୍ରାନ୍ସିସ୍କୋ,୧୫।୭: ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଏକ୍ସଏଆଇ ନିଜ ଏଆଇ ମଡେଲକୁ ବିକଶିତ କରିବା ପାଇଁ ଏଆଇ ସଫ୍ଟୱେୟାରରେ ଟେସଲା ସହ କାମ କରିବା ନେଇ ସୂଚନାଦେଇଛନ୍ତି। ଏଥିପାଇଁ ସେ ଟ୍ବିଟରରେ ସାର୍ବଜନୀନ ଟ୍ବିଟ୍ ବ୍ୟବହାର କରିବେ। ମସ୍କ…
ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ
ଚଣ୍ଡିଗଡ଼,୧୫।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଡଙ୍ଗା ଜଳନ୍ଧରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯିବା ସମୟରେ ଓଲଟି ଯାଇଛି। ତାଙ୍କ ସହ ରାଜ୍ୟ ସଭା ସଦସ୍ୟ ସନ୍ଥ ବଲବୀର ସିଂ ସିଚଓ୍ବୋଲ ବି ଥିଲେ। ବହୁ ସଂଖ୍ୟକ ଲୋକ ଥିବାରୁ ଡଙ୍ଗା…
ମଧ୍ୟପ୍ରଦେଶର ରାଜ୍ୟ ନିର୍ବାଚନ ପ୍ରବନ୍ଧନ ସମିତିର ସଂଯୋଗ ହେଲେ ନରେନ୍ଦ୍ର ସିଂ ତୋମର
ନୂଆଦିଲ୍ଲୀ,୧୫।୭: ଭାରତୀୟ ଜନତା ପାର୍ଟି(ଭଜପା) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ବଡ ଦାୟିତ୍ୱ ଦେଇଛି। ତୋମରଙ୍କୁ ରାଜ୍ୟ ନିର୍ବାଚନ ପ୍ରବନ୍ଧନ ସମିତିର ସଂଯୋଜକ ନିଯୁକ୍ତ କରାଯାଇଛି। ନରେନ୍ଦ୍ର ସିଂ ତୋମର ମୋଦି ସରକାରରେ…
ନବଜାତ ଶିଶୁଙ୍କ ସହ କଥାବାର୍ତ୍ତା କରିବା ଦ୍ୱାରା ମାନସିକ ବିକାଶ ଶୀଘ୍ର ହୋଇଥାଏ
ଟେକ୍ସାସ,୧୫।୭: ନବଜାତ ଶିଶୁଙ୍କର ଶାରୀରିକ ତଥା ମାନସିକ ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଜନ୍ମର କିଛି ମାସ ପରେ ଶିଶୁ ପିତାମାତାଙ୍କ ଅଙ୍ଗଭଙ୍ଗୀ ବୁଝିବା ଆରମ୍ଭ କରଥାଏ। ସେହି ଅନୁସାରେ ସେ ମଧ୍ୟ ହସିହସି ଏହାକୁ ଗଅହଣ କରିବାକୁ ଚେଷ୍ଟା କରେ। ଏକ…
ଅବୁଧାବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଅବୁଧାବି, ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ ମହମ୍ମଦ ବେନ ଜାୟଦ ଅଲ ନାହୟାନଙ୍କ ସହ ଆଲୋଚନା କରିବା ପାଇଁ ଏକ ସରକାରୀ ଗସ୍ତରେ ଅବୁଧାବିରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା…
Archives


