୨ବର୍ଷ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଗାଁ ମୁଣ୍ଡରୁ ଜବତ
ଦଶମନ୍ତପୁର,୧୬।୭ (ଅରବିନ୍ଦ ନାୟକ )୨ ବର୍ଷ ୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତର କଟ୍ରାଆମ୍ବ ଗ୍ରାମ ନିକଟରୁ ଜବତ କରିଛି। ମୃତକ ହେଲେ କଡ୍ରୁ ମୁଦୁଲିଙ୍କ ଝିଅ…
ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ଡେରାବିଶର ଶୁଭାଶିଷ
ଡେରାବିଶ,୧୬।୭(ବେବର୍ତା ଅଜୟ ଦାସ)ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ଶୁକ୍ରବାର ଭାରତର ତୃତୀୟ ମୁନ୍ ମିଶନ୍ ‘ଚନ୍ଦ୍ରୟାନ୍-୩’ର ସଫଳ ଉତ୍କ୍ଷେପଣ କରାଯାଇଛି। ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରୟାନ୍-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବ ବୋଲି ଆଶା ରହିଛି। ଏହି ପ୍ରୋଜେକ୍ଟରେ କେନ୍ଦ୍ରାପଡ଼ା ଜିଲା…
ସମଲେଇ ଯୋଜନା ଡିସେମ୍ବର ସୁଦ୍ଧା ଲୋକାର୍ପଣ
ସମ୍ବଲପୁର,୧୬।୭ (ଶୁଭାଶିଷ ପାଢ଼ୀ)୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ୨ଦିନିଆ ସମ୍ବଲପୁର ଗସ୍ତର ଶନିବାର ପ୍ରଥମ ଦିନରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁରର ଏକାଧିକ ସ୍ଥାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଗସ୍ତ ସମୟରେ ସଚିବ ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଶୁଣିଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ…
ମାଲବାହୀ ଟ୍ରେନ୍ରୁ ବଗି ଛିଡ଼ିଗଲା
ଭୁବନେଶ୍ୱର,୧୬।୭(ଅଭିଜିତ ଦାସ)ବାହାନଗା ଟ୍ରେନ୍ ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ମନରୁ ଲିଭୁ ନ ଥିବାବେଳେ ଗୋଟିକ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି। କେଉଁଠି ଟ୍ରେନ୍ରେ ନିଆଁ ଲାଗିଲାଣି ତ ଆଉ କେଉଁଠି ଲାଇନ୍ଚ୍ୟୁତ ହେଲାଣି। ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣା ଘଟୁଥିବାବେଳେ ଶନିବାର…
ଦେଶର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା, କେରଳରେ ସର୍ବାଧିକ: ଏଡିଆର ରିପୋର୍ଟ…
ନୂଆଦିଲ୍ଲୀ,୧୫।୭ : ସାରା ଦେଶରେ ୪୪ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। କେରଳରେ ସର୍ବାଧିକ ୭୦ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ନିଜ ବିରୋଧରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି। ଆସୋସିଏଶନ ଫର…
ପ୍ରତିଷେଧକ ବନ୍ଦୋବସ୍ତ ଆଇନର ପ୍ରକ୍ରିୟାଗତ ଆବଶ୍ୟକତାକୁ କଡାକଡି ପାଳନ କରାଯିବା ଜରୁରୀ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୫।୭ : ପ୍ରତିଷେଧକ ବନ୍ଦୋବସ୍ତ ଆଇନ ସମ୍ବନ୍ଧୀୟ ମାମଲାଗୁଡ଼ିକରେ ପ୍ରକ୍ରିୟାଗତ ଆବଶ୍ୟକତାକୁ କଡାକଡି ପାଳନ କରିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି ପ୍ରତିଷେଧକ ବନ୍ଦୋବସ୍ତ ଆଇନଗୁଡିକ ନିଶ୍ଚିତ ଭାବରେ କଠୋର ଅଟେ। ଏହା ଜଣେ ବ୍ୟକ୍ତିଙ୍କୁ ବିନା…
ୟୁସିସି ଏକ ରାଜନୈତିକ ଅସ୍ତ୍ର, ସାମ୍ପ୍ରଦାୟିକ ଧ୍ରୁବୀକରଣ ପାଇଁ ବ୍ୟବହାର କରୁଛି ଭାଜପା: ସୀତାରାମ ୟେଚୁରୀ…
କୋଝିକୋଡେ,୧୫।୭ : ସମ୍ପ୍ରତି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବିଷୟରେ ଆଲୋଚନା ଚାଲିଛି। ଏହି ସମୟରେ, ଆଇନ ଆୟୋଗ ଜୁଲାଇ ୧୪ ରୁ ଜୁଲାଇ ୨୮ ପର୍ଯ୍ୟନ୍ତ ପରାମର୍ଶ ପାଇଁ ସମୟସୀମା ବୃଦ୍ଧି କରିଛନ୍ତି। ଏଥି ସହିତ ଆଇନ କାର୍ଯ୍ୟକାରୀ…
ଦିଲ୍ଲୀ ବନ୍ୟା: ଭାଜପା-ଏଏପି ମୁହାଁମୁହିଁ…
ନୂଆଦିଲ୍ଲୀ,୧୫।୭ : ଯମୁନାି ନଦୀର ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକରେ ରହିଛି। ରାଜଧାନୀ ଦିଲ୍ଲୀ ରାସ୍ତାରେ ଜଳ ଦୃଶ୍ୟମାନ ହେଉଛି। ଦିଲ୍ଲୀ ବର୍ତ୍ତମାନ ବନ୍ୟା ପରିସ୍ଥିତି ଦେଇ ଗତି କରୁଛି। ଏସବୁ ମଧ୍ୟରେ ଭାଜପା ଏବଂ ଏଏପି ମଧ୍ୟରେ ଆରୋପ…
ଏହି ବଲିଉଡ୍ ଷ୍ଟାରଙ୍କ ସିକ୍ରେଟ୍ କେହି ଜାଣି ନ ଥିବେ
ମୁମ୍ବାଇ: ବଲିଉଡ୍ ଷ୍ଟାରମାନଙ୍କର ଅନେକ ସିକ୍ରେଟ୍ ରହିଛି। ଯାହାକୁ ସେମାନେ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବାକୁ ଠିକ୍ ମନେ କରନ୍ତି ନାହିଁ। ଗର୍ଲଫ୍ରେଣ୍ଡଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସବୁକିଛି ବ୍ୟକ୍ତିଗତ ରଖିବାକୁ ଚାହାନ୍ତି। କିନ୍ତୁ କିଛି ଷ୍ଟାର ସମସ୍ତଙ୍କ ସାମ୍ନାରେ…
ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି…
ଜେରୁଜେଲମ,୧୫।୭ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହଠାତ ବେହୋସ ହୋଇ ପଡ଼ିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…
ଯଦି ସବୁ କିଛି ସ୍ବାଭାବିକ ଅଛି, କାହିଁକି କରାଯାଉନି ନିର୍ବାଚନ: ଓମାର ଅବଦୁଲା…
ଶ୍ରୀନଗର,୧୫।୭ : ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଓମାର ଅବଦୁଲା ଶନିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ରୋକ ଲାଗି ପାରିନି। ଏନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଭାଜପା ମିଛରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହୋଇଛି ବୋଲି ଅପପ୍ରଚାର…
ସୋନିଆଙ୍କ ରାତ୍ରଭୋଜିରେ ଯୋଗ ଦେବେନି ମମତା, ବିରୋଧୀଙ୍କ ବୈଠକରେ ହେବେ ସାମିଲ…
କୋଲକାତା,୧୫।୭ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଙ୍ଗାଲୁରୁରେ ଜୁଲାଇ ୧୭ରେ ସୋନିଆ ଗାନ୍ଧୀ ଦେଉଥିବା ରାତ୍ରଭୋଜିରେ ଯୋଗ ଦେବେନି। କାରଣ ତାଙ୍କୁ ସର୍ଜରୀ ପରବର୍ତ୍ତୀ ପ୍ରୋଟୋକଲ ମାନିବାକୁ ପଡ଼ିବ। ତେବେ ସେ ଜୁଲାଇ ୧୮ରେ ହେବାକୁଥିବା ବିରୋଧୀ ଦଳଙ୍କ ଏକଜୁଟ…
Archives


