Home

ଆଉ ଏକ ମାମଲାରେ ଫସିଲେ ଡୋନାଲ୍ଡ ଟ୍ରମ୍ଫ

ଓ୍ବାଶିଂଟନ,୯।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଗୋପନୀୟ ଡକ୍ୟୁମେଣ୍ଟ ସହ ଜଡିତ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ରହିଛି ଏବଂ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇପାରେ। ଟ୍ରମ୍ଫ ତାଙ୍କ ଅଧ୍ୟକ୍ଷତାରେ ତାଙ୍କ ସହିତ ଶହ…

‘ପାକିସ୍ତାନ ଉପରେ ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିବା ଉଚିତ’, ରାଜ୍ୟପାଳ ପୋରୋହିତ

ଚଣ୍ଡିଗଡ଼,୯।୬: ପାକିସ୍ତାନ ଉପରେ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରାଯିବାକୁ ଦାବି ଉଠିଛି। ପଞ୍ଜାବର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ କହିଛନ୍ତି ପାକିସ୍ତାନ ଦ୍ୱାରା ଲଗାତାର ଡ୍ରୋନ ମାଧ୍ୟମରେ ଭାରତକୁ ଡ୍ରଗ୍ସ, ନିଶା ଔଷଧ ପଠାଯାଉଛି। ଯଦି ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ଷଡଯନ୍ତ୍ର…

କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ କ୍ଲିନଚିଟ୍‌

ନୂଆଦିଲ୍ଲୀ୯।୬:ଦିଲ୍ଲୀ ପୋଲିସ ପକ୍ଷରୁ କୁସ୍ତିଯୋଦ୍ଧାଙ୍କୁ ମିଳିଛି କ୍ଲିନଚିଟ୍‌।  ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ ସମୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ନାରା ଲଗାଇଥିବାର ଏକ ଭିଡିଓ କ୍ଲିପ୍‌ ଦିଲ୍ଲୀ ପୋଲିସକୁ ମିଳିଥିଲା। ଯାହା ମାଧ୍ୟମରେ ପୋଲିସ ସେମାନଙ୍କ ନାଁରେ ମାମଲା ରୁଜୁ…

ଗ୍ୟାଙ୍ଗଷ୍ଟର ସଞ୍ଜୀବଙ୍କ ପତ୍ନୀ ପାୟଲଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୬: ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାଙ୍କ ପତ୍ନୀ ପାୟଲ ମହେଶ୍ୱରୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଲକ୍ଷ୍ନୌ କୋର୍ଟ ପରିସରରେ ସଞ୍ଜୀବଙ୍କୁ ହତ୍ୟା କରାଯିବା ପରେ ଶବ ସଂସ୍କାର ପାଇଁ ତାଙ୍କ ପତ୍ନୀ କୋର୍ଟଙ୍କୁ କିଛିଦିନ ପାଇଁ ଜାମିନ କରିବା ଲାଗି ଆବେଦନ…

କୁସ୍ତିଯୋଦ୍ଧାଙ୍କ ମାମଲାରେ ନୂଆ ମୋଡ: ପୋଲିସ ସୁରକ୍ଷାରେ ବ୍ରିଜ୍‌ଭୂଷଣଙ୍କ ଘରେ ପହଞ୍ଚିଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୯।୬: ଭାରତୀୟ ରେସଲିଂ ଫେଡେରେଶନ (ଡବ୍ଲ୍ୟୁଏଫଆଇ) ପୂର୍ବତନ ସଭାପତି ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ବିରୋଧରେ ତଦନ୍ତ ମାମଲାରେ ଏକ ନୂଆ ମୋଡ଼ ଆସିଛି। କୁସ୍ତିଯୋଦ୍ଧାଙ୍କ ଧାରଣାରେ ସାମିଲ ଥିବା ଜଣେ ମହିଳା କୁସ୍ତିଯୋଦ୍ଧା ପୋଲିସ ସୁରକ୍ଷା ଅଧୀନରେ ବ୍ରିଜ୍‌ଭୂଷଣ…

ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ଭୁବନେଶ୍ୱର,୯ା୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ପୂଜାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବାଦ୍‌ କରାଯାଇଥିବା ସୂଚନାରୁ ପ୍ରକାଶ।…

ବାପା ରାଷ୍ଟ୍ରପତି, ପୁଅ ନିଶାଡ଼ି

ଓ୍ବାଶିଂଟନ,୯ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କ ଲାପଟପରୁ ପ୍ରାୟ ୯୦୦୦ ଫଟୋ ଲିକ୍‌ ହୋଇଛି। ଏଥିରେ ହଣ୍ଟର୍‌ ବିଡେନ ଡ୍ରଗ୍ସ ନେଉଥିବା, ଗଣିକାମାନଙ୍କ ସହିତ ନଗ୍ନ ଏବଂ ପରିବାର ସହିତ ମଜା କରିବାର ଫଟୋ ମଧ୍ୟ ରହିଛି।…

ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଲିଉଡ୍‌ରେ ପୁଣିଥରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆସିଛି। ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ନାମରେ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତାମାନଙ୍କୁ…

କୁନି ଝିଅର ଆଖି ଲାଖିଯିବା ପରି ସାଇକେଲ ଷ୍ଟଣ୍ଟ୍‌, ଭିଡିଓ ଦେଖିଲେ…

ଛୋଟ ପିଲାମାନେ କଣ୍ଢେଇ କିମ୍ବା ଖେଳନା ସହିତ ଖେଳିବାକୁ ବେଶି ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନେ ଖେଳନା କିଣିବା ପାଇଁ ବେଳେବେଳେ ମା-ବାପାଙ୍କୁ ବିରକ୍ତ ବି କରିଦିଅନ୍ତି। କିନ୍ତୁ ଯେତେବେଳେ ସେମାନେ କ୍ରୀଡ଼ାରେ ଦକ୍ଷତା ହାସଲ କରିଥାନ୍ତି ଅଭିଭାବକମାନେ ନିଶ୍ଚିତ ନିଜକୁ…

ବିହାର ମୃତଦେହ ପଶ୍ଚିମବଙ୍ଗରେ, ଆଧାରକାର୍ଡରୁ ପଡ଼ିଲା ଜଣା

ଭୁବନେଶ୍ୱର,୯ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଭୁଲ୍‌ବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା। ତେବେ ତାଙ୍କ ପକେଟରୁ ମିଳିଥିବା ଆଧାରକାର୍ଡରୁ ସେ ପଶ୍ଚିମବଙ୍ଗର ନୁହନ୍ତି ବରଂ ବିହାରର ବୋଲି ଜଣାପଡ଼ିବା ପରେ ମୃତଦେହ ପୁଣି ଏମ୍ସ…

ଯାତ୍ରାକୁ ଆସିଲେନି ନିଶା ମହାରଣା: ଦର୍ଶକ ବୋହିନେଲେ ଚେୟାର

ପଦ୍ମପୁର,୯ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଞ୍ଚାୟତର ଏକଡାଳଠାରେ ଯାତ୍ରା ଚାଲିଥିଲା। ଗୁରୁବାର ରାତିରେ ନିଶା ମହାରଣା ଆସିବେ ବୋଲି କମିଟି ପକ୍ଷରୁ ପ୍ରଚାର କରାଯାଇଥିଲା। ହେଲେ ନିଶା ନ ଆସିବାରୁ ଦର୍ଶକ ରାଗି ଚେୟାର ସବୁ ଷ୍ଟେଜ୍‌କୁ ଫିଙ୍ଗିବା…

ପାଣି ପାଇଁ ଡହଳବିକଳ: ଧାରଣାରେ ବସିଲେ ଗ୍ରାମବାସୀ

ମୋରଡ଼ା,୯ା୬(ଡି.ଏନ୍‌.ଏ.): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଏପରିସ୍ଥଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଅଞ୍ଚଳବାସୀ। ଏମିତି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri