Home

କମନଓ୍ବେଲ୍‌ଥ ଗେମ୍ସ ୨୦୨୬: ବଜେଟ୍‌ ବଢ଼ିବାରୁ ଆୟୋଜକ ହେବାକୁ ମନା କଲା…

ନୂଆଦିଲ୍ଲୀ,୧୮।୭: ୨୦୨୬ରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା କମନୱେଲ୍‌ଥ ଗେମ୍ସର ଆୟୋଜନକୁ ନେଇ ଏକ ସନ୍ଦେହ ବଢ଼ିବାରେ ଲାଗିଛି। ବଜେଟରେ ବୃଦ୍ଧି ହେତୁ ଭିକ୍ଟୋରିଆ ସରକାର ବର୍ତ୍ତମାନ ଏହି ଖେଳ ଆୟୋଜନ କରିବାକୁ ମନା କରି ଦେଇଛନ୍ତି। ଏହି ଖେଳ ଆୟୋଜନର…

‘୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’, ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ କଲ

ମୁମ୍ବାଇ,୧୮।୭: ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଛି। ଏଥିରେ କୁହାଯାଇଛି କି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଓ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତି ବିପଦ ରହିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ…

ଆଖିରେ ମିଶିଛି ଆଖି, ଓଠରେ ହସ; ବଲିଉଡ୍‌ର ନୂଆ ଲଭ୍‌ବାର୍ଡଙ୍କ ଫଟୋ ଭାଇରାଲ…

ବମ୍ବେ: ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡ୍‌ର ନୂଆ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଖବର ଶୁଣିବାକୁ ମିଳୁଥିଲା। ଏବେ ସବୁକିଛି ଧିରେ ଧିରେ ସ୍ପଷ୍ଟ ହେଉଛି। ନିକଟରେ ଦୁହେଁ ଛୁଟି…

ଦ୍ୱିତୀୟ ଟେଷ୍ଟ ପାଇଁ କଠିନ ପରିଶ୍ରମ କରୁଛନ୍ତି କୋହଲି

ପୋର୍ଟ ଅଫ ସ୍ପେନ୍‌,୧୮।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୁଲାଇ ୨୦ରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ପାଇଁ ପୋର୍ଟ ଅଫ ସ୍ପେନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଭାରତ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ବାଇଡେନ, ଓ୍ବାଶିଂଟନ ଯିବାକୁ ନେତାନ୍ୟାହୁଙ୍କୁ ମିଳିଲା ନିମନ୍ତ୍ରଣ

ଜେରୁଜେଲମ,୧୮।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫୋନ ଯୋଗେ କଥା ହୋଇଛନ୍ତି। ଏହାସହ ବାଇଡେନ ନେତନ୍ୟାହୁଙ୍କୁ ଓ୍ବାଶିଂଟନ ଆସିବା ଲାଗି ନିମନ୍ତ୍ରଣ ବି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ କୁହାଯାଇଛି କି ଦୁଇ ନେତାଙ୍କ…

୧୦୫ ଐତିହାସିକ କଳାକୃତି ଫେରାଇବ ଆମେରିକା, ରାଷ୍ଟ୍ରଦୂତ କହିଲେ ଏହାର ପ୍ରକୃତ ସ୍ଥାନ ଭାରତ

ନ୍ୟୁୟର୍କ,୧୮।୭: ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାସେଂଟି ସୋମବାର କହିଛନ୍ତି ଯେ ଆମେରିକା ସରକାର ଭାରତର ପ୍ରାଚୀନ ଓ ଐତିହାସିକ ମୂର୍ତ୍ତି ଓ କଳାକୃତିକୁ ଫେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି କଳା ସଂଗ୍ରହ…

ସୁରକ୍ଷାବାହିନୀକୁ ସଫଳତା: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ମିଳିତ ଅପରେଶନରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନା ଅଧିକାରୀଙ୍କ ସଚନାନୁସାରେ, ମଙ୍ଗଳବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ…

ହାତରେ ଜୋତା ଧରି ଚାଲୁଛନ୍ତି ଉପମୁଖ୍ୟମନ୍ତ୍ରୀ, ଭାଇରାଲ ହେଉଛି ଫଡନବିଶଙ୍କ ଫଟୋ

ମୁମ୍ବାଇ,୧୮।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ ସରଳତାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି। ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଭାଇରାଲ ଫଟୋ। ବୁଧବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ପ୍ରସ୍ତାବ ଆଗତ ହେବା ପରେ…

୫୦ ବର୍ଷ ଧରି ଗୋଟିଏ ଆସନରୁ ଲଗାତର ନିର୍ବାଚନ ଜିତିଆସୁଥିଲେ ଓମେନ ଚାଣ୍ଡି

ଥିରୁଭାନନ୍ତପୁରମ୍‌,୧୮ା୭: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମେନ ଚାଣ୍ଡିଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। କେରଳର ରାଜନୀତିରେ ଓମାନର ସ୍ଥିତି ବହୁତ ବଡ…

ଏଠାରେ କଏଦୀ ଶିଖୁଛନ୍ତି ଅର୍ଗାନିକ ଫାର୍ମିଂ, ପଶୁପାଳନ

ଚେନ୍ନାଇ,୧୮।୭: ତାମିଲନାଡୁର ଶିବଗଙ୍ଗାରେ ଥିବା ଏକ ଖୋଲା ଜେଲରେ ପ୍ରାୟ ୫୦ ଜଣ କଏଦୀଙ୍କୁ ରଖାଯାଇଛି। ହେଲେ ସେଠାରେ ସୋମନଙ୍କୁ ଚାଷ କାର୍ଯ୍ୟରେ ଲଗାଯାଇଛି। ଏହାର ସୂଚନା ଜଣେ ବରିଷ୍ଠ ଅଧିକାରୀ ଦେଇଛନ୍ତି। ଜେଲର ଡିଆଇଜି ପାଲାନି କହିଛନ୍ତି ଯେ ଜେଲରେ…

ବିରୋଧୀ ଦଳ ବୈଠକରେ ସାମିଲ ହେବେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୮।୭: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଚାଲିଥିବା ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନରେ ଏନସିପି ନେତା ଶରଦ ପାଓ୍ବାର ଯୋଗଦେବେ। ଏଥିପାଇଁ ସେ ବେଙ୍ଗାଲୁରୁ ଅଭିମୁଖେ ବାହାରିଛନ୍ତି। ଏନସିପି ବିଭାଜିତ ହେବା ପରେ ଅଜିତ ପାୱାର ଗୋଷ୍ଠୀର ୨୫-୩୦ ବିଧାୟକ ସୋମବାର…

୨୫ରୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ବର, ୧୮ା୭(ସୁନିତ୍‌ ମିଶ୍ର):ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ସୋମବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri