ଏନଡିଏର ଶକ୍ତି ପ୍ରଦର୍ଶନକୁ ନେଇ ନଡ୍ଡା କହିଲେ କାହିଁକି ହେଉଛି ବୈଠକ
ନୂଆଦିଲ୍ଲୀ,୧୮।୭: ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳଙ୍କୁ ଏକାଠି କରି ରାଜନୈତିକ ରଣନୀତି ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏପଟେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ) ମଙ୍ଗଳବାର ନୂଆଦିଲ୍ଲୀରେ ଯେଉଁ ବୈଠକ ଡାକିଛି ସେଥିରେ ୩୮ ଦଳ ସାମିଲ ହେବାର ସମ୍ଭାବନା ରହିଛି।…
ରାସ୍ତାରେ ପିସିଆର ଭ୍ୟାନ୍କୁ ଠେଲିଲା ପୋଲିସ
ଭୁବନେଶ୍ୱର,୧୮।୭ (ସୂର୍ଯ୍ୟକାନ୍ତ ବେହେରା):ପାଟ୍ରୋଲିଂ ବେଳେ ମଝି ରାସ୍ତାରେ ହଠାତ୍ ଅଚଳ ହୋଇପଡିଲା ପିସିଆର୍ ଭ୍ୟାନ୍। ଡ୍ରାଇଭର ଅନେକ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ବାଧ୍ୟ ହୋଇ ଗାଡିରେ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଏକାଠି ହୋଇ ଗାଡିକୁ ଠେଲି…
୫୧୯୫ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ବିକାଶ ହେବ
ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା):ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ‘ମୋ ସ୍କୁଲ ଅଭିଯାନ’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷା, ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତୀକରଣ, ରାଜ୍ୟର ସମସ୍ତ…
ୟୁଟ୍ୟୁବ୍ ଦେଖି ସୋଲାର ଅଟୋ ତିଆରି କଲେ ଶ୍ରୀକାନ୍ତ
ଭୁବନେଶ୍ୱର,୧୮।୭(ଅଭିଜିତ୍ ଦାସ):ପ୍ରଦୂଷଣ ହ୍ରାସ ଲାଗି ଏବେ ବ୍ୟାଟେରୀ ଚାଳିତ ବା ଇ-ଯାନବାହନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏବେ ରାଜଧାନୀ ରାସ୍ତାରେ ଗଡ଼ୁଥିବା ଏକ ସୋଲାର ଅଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଜଣେ ଅଷ୍ଟମ ପଢ଼ୁଆ…
ଭାରତର ଘଡିଆଲ- କୁମ୍ଭିର କାହିଁକି ନେବାକୁ ଚାହୁଁଛି ଆମେରିକା
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୭: ଆମେରିକାର ସବୁଠାରୁ ବଡ ସରିସୃପ ବ୍ୟାଙ୍କ(ପେଟାଇଳ ବ୍ୟାଙ୍କ) ଭାରତରୁ ଘଡିଆଲ ଓ ‘ମଗର’ କୁମ୍ଭିର ନେବାକୁ ଚାହୁଁଛି। ଏହାକୁ ନେଇ ଆମେରିକା କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି। ବ୍ୟାଙ୍କ ଯୁକ୍ତି କରିଛି ଯେ ଏମିତି ହେଲେ ବିଲୁପ୍ତ ହେବାକୁ ଯାଉଥିବା…
ହାତୀ ବେକରେ ପୁଣି ରେଡିଓ କଲାର
ଭୁବନେଶ୍ୱର, ୧୮।୭ (ବନ୍ଦନା ସେଠୀ):ରାଜ୍ୟରେ ହାତୀ ମୃତ୍ୟୁ ଓ ହାତୀ-ମଣିଷ ଲଢେଇ ରୋକିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ବିଶେଷକରି ଉତ୍ପାତ କରୁଥିବା ବା ଜନବସତିକୁ ଚାଲି ଆସୁଥିବା ଦୁଷ୍ଟ ହାତୀଙ୍କ ବେକରେ ରେଡିଓ କଲାରିଂ ପାଇଁ ପୁଣି ଉଦ୍ୟମ…
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫.୪୩ ଲକ୍ଷ ଦେଲା ବିଏମ୍ସି
ଭୁବନେଶ୍ବର, ୧୮ା୭(ସୁନିତ୍ ମିଶ୍ର):ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ୪୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ବିଏମସି ମେୟର ସୁଲୋଚନା ଦାସ, ଡେପୁଟୀ ମେୟର ମଞ୍ଜୁଲତା କଅଁରଙ୍କ ସହ ବିଏମ୍ସିର ବିଭିନ୍ନ ଷ୍ଟାଣ୍ଡିଂ…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୫ ଦିନ ବର୍ଷା
ଭୁବନେଶ୍ୱର,୧୮ା୭(ଅନିଲ ଦାସ):ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…
ଏନ୍ଏଚ୍-୧୬ରେ ଭୁଶୁଡିଲା ବ୍ରିଜ୍
ଯାଜପୁର,୧୮।୭(ରଞ୍ଜିତ ରାଉତ୍): ଯାଜପୁର ଜିଲାର ରସଲପୁର ବ୍ଲକ ଅନ୍ତର୍ଗତ ଏନ୍ଏଚ୍-୧୬ରେ ବ୍ରିଜ୍ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ବ୍ରିଜ୍ ଭୁଶୁଡିବା ସମୟରେ ସେଠାରେ କୌଣସି ଗାଡି ଯାଉ ନ ଥିଲା। ଫଳରେ ଏହି ଘଟଣାରେ କୌଣସି କ୍ଷୟକ୍ଷତି…
ଏୟାର ଇଣ୍ଡିଆ ବିମାନରେ ଫାଟିଲା ମୋବାଇଲ, ଏମରଜେନ୍ସି ଲ୍ୟାଣ୍ଡିଂ
ଉଦୟପୁର,୧୮।୭: ଉଦୟପୁରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। କାରଣ ଟେକଅପ ପରେ ବିମାନରେ ବିସ୍ଫୋରଣ ହେବାରୁ ଏହି ଲ୍ୟାଣ୍ଡିଂ କରାଯାଇଥିଲା। ଉଡ଼ାଣ ସମୟରେ ବିସ୍ଫୋରଣ ହେବା ମାତ୍ରେ ସମଗ୍ର କ୍ୟାବିନରେ ଧୂଆଁ ବ୍ୟାପିଗଲା ଏବଂ…
ନୂଆ ଦଳ ଗଢିଲେ ଇମ୍ରାନଙ୍କ ନିକଟତମ ପରଭେଜ ଖଟକ
ଇସଲାମାବାଦ,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କ ନିକଟତମ ବନ୍ଧୁ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟକ ନୂଆ ଦଳ ‘ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଲାମେଂଟେରିୟସ ଗଠନ କରିଛନ୍ତି। ଖଟକ ପିଟିଆଇର ସାଧାରଣ ସମ୍ପାଦକ ଏବଂ…
ଆମାବାସ୍ୟାରେ ସ୍ବାମୀଙ୍କ ପାଦ ଛୁଇଁ ପୂଜା କଲେ ଏହି ଅଭିନେତ୍ରୀ
ସାଉଥ୍ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା ଅମାବାସ୍ୟାରେ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ସେ ହଳଦିଆ ରଙ୍ଗର ସୁଟ ପିନ୍ଧି ତାଙ୍କ ସ୍ବାମୀଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି। ସ୍ସେ କ୍ୟାପସନରେ ଲେଖିଛନ୍ତି- ମୁଁ…
Archives


