Home

୬ଥର ବିଫଳ ପରେ ବି ହାରିନାହାନ୍ତି ଯୁବକ, ତିଆରି କଲେ ଅଜବ ସ୍କୁଟର, ରହିଛି ଏହି ସ୍ବତନ୍ତ୍ରତା…

କୁହାଯାଏ, ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ବିହାର ପାଟନାର ଅଭିମନ୍ୟୁ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି। ଇଞ୍ଜିନିୟରିଂପରେ ଏକ କମ୍ପାନୀରେ କାମ କରିବା ପରିବର୍ତ୍ତେ ଅଭିମନ୍ୟୁ ନିଜର ଏକ କମ୍ପାନୀ ଖୋଲିଥିଲେ ଏବଂ ୪ ବର୍ଷର କଠିନ ପରିଶ୍ରମ ପରେ…

ରେଲଓ୍ବେ ଷ୍ଟେଶନରେ ସୁଲଭ ମୂଲ୍ୟରେ ମିଳିବ ଔଷଧ

ନୂଆଦିଲ୍ଲୀ,୧୭।୮: ବଦଳୁଥିବା ସମୟ ଅନୁଯାୟୀ ଭାରତୀର ରେଲଓ୍ବେ ଏବେ ତା’ର ଯାତ୍ରୀଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛି। ଯଦି ରେଲଓ୍ବେ ଷ୍ଟେଶନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୁଏ, ତେବେ ତାଙ୍କୁ ଅନେକ ଅସୁବିଧାର…

ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ମିଳିବ ୧.୬୦ଲକ୍ଷ ଯାଏଁ ଋଣ

ନୂଆଦିଲ୍ଲୀ,୧୭।୮: ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ସହଜରେ ମିଳିପାରିବ ଋଣ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଗୁରୁବାର ଠାରୁ ପବ୍ଲିକ ଟେକ ପ୍ଲାଟଫର୍ମର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି। ଏହା ମାଧ୍ୟମରେ, ଋଣଦାତାମାନେ ଆବଶ୍ୟକ ଡିଜିଟାଲ ସୂଚନା ବିନା ବାଧା ଋଣ ପରିପାରିବେ।…

ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପିବାର ନିୟମ ଅପମାନଜନକ: ହାଇକୋର୍ଟ…

ଜୟପୁର,୧୭।୮ : ଫରେଷ୍ଟ ଗାର୍ଡ କିମ୍ବା ଅନ୍ୟ କୌଣସି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ମହିଳା ପ୍ରାର୍ଥୀଙ୍କ ଛାତି ମାପକୁ ରାଜସ୍ଥାନ ହାଇକୋର୍ଟ ନିନ୍ଦା କରିଛନ୍ତି। ଅଦାଲତ କହିଛନ୍ତି ଶାରୀରିକ ପରୀକ୍ଷଣ ସମୟରେ ଫୁସଫୁସ କ୍ଷମତା ମାପିବା ପାଇଁ ଛାତି ମାପର…

ଭାରତୀୟ ଦଳକୁ ଚେତାବନୀ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଭାରତୀୟ କୋଚ ରବି ଶାସ୍ତ୍ରୀ ଏସିଆ କପ ୨୦୨୩ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କ ବିଷୟରେ ଭାରତୀୟ ଦଳକୁ ଚେତାବନୀ ଦେଇଛନ୍ତି। ଏସିଆ କପ ମାଧ୍ୟମରେ କେ.ଏଲ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଆଜିକାଲି ରାହୁଲ…

ବିକି ଦେଉଛନ୍ତି ଆବାସ

ଦଶମନ୍ତପୁର,୧୭ା୮ ( ଅରବିନ୍ଦ ନାୟକ ): କୌଣସି ମୌଳିକ ସୁବିଧା ସୁଯୋଗ ପାଉ ନ ଥିବା ଲୋରେଶ ଗ୍ରାମବାସୀ ସୋମବାର ବିଡିଓ ଡମ୍ବରୁଧର ମଲ୍ଲିକଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ସରକାରଙ୍କ କାର୍ଯ୍ୟକାରୀ ବିଭିନ୍ନ ଯୋଜନାରୁ ସେମାନେ ସୁଫଳ ପାଉ ନ ଥିବା…

ଗରିବୀ ହଟାଅ କହି ଗରିବଙ୍କୁ ହଟାଇ ଦେଇଛି କଂଗ୍ରେସ: ରାହୁଲଙ୍କୁ କବିତାଙ୍କ କଟାକ୍ଷ…

ହାଇଦ୍ରାବାଦ,୧୭।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଇ ଏବଂ ବିଆରଏସ ଏମଏଲସିର କବିତା ରାହୁଲ ଗାନ୍ଧୀଙ୍କ କଡ଼ା ସମାଲୋଚନା କରିଛନ୍ତି। ଏକ କଟାକ୍ଷ କରି ସେ କହିଛନ୍ତି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହଜାରେ ମୂଷା ମାରିବା ପରେ ହଜରେ ଯାଉଥିବା…

ଭାରତୀୟ ନୌସେନାକୁ ମିଳିବ ଯୁଦ୍ଧ ଜାହାଜ ‘ବିନ୍ଧ୍ୟଗିରୀ’ ବଢିବ ଶକ୍ତି

ନୂଆଦିଲ୍ଲୀ,୧୭।୮: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଗୁରୁବାର କୋଲାକାତାରେ ଯୁଦ୍ଧ ଜାହାଜ ‘ବିନ୍ଧ୍ୟଗିରୀ’ କୁ ଲଞ୍ଚ କରିବେ। ଭାରତର ପ୍ରୋଜେକ୍ଟ ୧୭ଏର ଷଷ୍ଠ ଜାହାଜ ହେଉଛି ବିନ୍ଧ୍ୟଗିରି, ଯାହା ନୌସେନାର ଶକ୍ତିକୁ ଆହୁରି ବଢାଇବା ପାଇଁ କାର୍ଯ୍ୟ କରିବ। ଏହି ସ୍ବତନ୍ତ୍ର ଯୁଦ୍ଧ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ ପଠାଯିବା ଉଚିତ୍‌: ବାବୁଲାଲ

ରାଞ୍ଚି,୧୭।୮: ଝାଡଖଣ୍ଡରେ ଆଦିବାସୀଙ୍କ ଜମି ଲୁଟ ମାମଲା ସମ୍ପର୍କରେ ରାଜ୍ୟ ଭାଜପା ସଭାପତି ବାବୁଲାଲ ମାର୍ଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ କରିଛନ୍ତି। ବାବୁଲାଲ ସୋରେନ ରାଜ ପରିବାର ଉପରେ ଆକ୍ରମଣ କରି କହିଛନ୍ତି,ମୁଖ୍ୟମନ୍ତ୍ରୀ ସୋରେନ ଏବଂ ତାଙ୍କ ପରିବାର ଆଦିବାସୀଙ୍କ…

ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲୀ ବାହାଘର

ଡାବୁଗାଁ, ୧୭।୮(ପ୍ରଜ୍ଞାରଞ୍ଜନ ପରିଡା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ବିଶେଷକରି ଧାନଚାଷ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ସ୍ଥାନୀୟ ଚାଷୀମାନେ ଅନୁକୂଳ ପାଗ ଦେଖି ଧାନ ରୁଆ…

ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଅରୁଣାଚଳମଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୮: ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକ ଭିଏସ ଅରୁଣାଚଳମଙ୍କ ପରଲୋକ। ୨୦୧୫ରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଡିଆରଡିଓର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପୁରୁଣା ଅନ୍ଦାଜ୍‌ରେ ନଜର ଆସିଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୭।୮: ଡିସେମ୍ବର ୨୦୨୨ରେ କାର ଦୁର୍ଘଟଣା ପରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଥର ପାଇଁ ଏକ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ବାହାରିଥିଲେ। କାର ଦୁର୍ଘଟଣା ପରେ ପନ୍ତଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପନ୍ତ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?