Home

ସାଦ ଖାଇଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ଙ୍କ ସ୍ତ୍ରୀ

ଅଷ୍ଟ୍ରେଲିଆ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ତାଙ୍କ ସ୍ତ୍ରୀ ଭିନି ରମଣ ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ମ୍ୟାକ୍ସୱେଲ ଏବଂ ଭିନି ୧୮ମାର୍ଚ୍ଚ ୨୦୨୨ ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ସହିତ ବିବାହ କରିଥିଲେ।…

ସ୍ବିଜରଲ୍ୟାଣ୍ଡରେ ଘୂର୍ଣ୍ଣିଝଡ଼

ଜେନେଭା,୨୫।୭: ସ୍ବିଜରଲ୍ୟାଣ୍ଡରେ ଆସିଥିବା ପ୍ରବଳ ଘୂର୍ଣ୍ଣିଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଘୂର୍ଣ୍ଣିଝଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପାହାଡିଆ ଅଞ୍ଚଳରେ ନିର୍ମିତ ଘର ମଧ୍ୟ ଏହାଦ୍ୱରା କ୍ଷତିଗ୍ରସ୍ତ ହୋଇଛି।

ମେନ୍‌ସା ଆଇକ୍ୟୁର ସଦସ୍ୟ ହେଲେ ୧୧ ବର୍ଷୀୟ ଆଡ୍ରିଆନ୍‌

ଲଣ୍ଡନ: ଏପର୍ଯ୍ୟନ୍ତ ଆମେ ଜାଣିଛନ୍ତି କି ଆଲବର୍ଟ ଆଇନଷ୍ଟାଇନ୍‌ ଏବଂ ଷ୍ଟେପନ ହକିଂଙ୍କ ଆଇକ୍ୟୁ ସବୁଠୁ ଅଧିକ। ହେଲେ ନିକଟରେ ଜଣେ ୧୧ ବର୍ଷୀୟ ବାଳକଙ୍କ ଆଇକ୍ୟୁ ଏହି ୨ ବୈଜ୍ଞାନିକଙ୍କଠାରୁ ଅଧିକ ବୋଲି ମେନ୍‌ସା ଆଇକ୍ୟୁ ଟେଷ୍ଟରୁ ଜଣାପଡ଼ିଛି। ରିପୋର୍ଟ…

କୋହଲିଙ୍କ ପ୍ରଶଂସାରେ ଶତମୁଖ ରୋହିତ ଶର୍ମା

ତ୍ରିନିଦାଦ,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବର୍ଷା ଯୋଗୁ ଡ୍ର’ରେ ଶେଷ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁ ଶେଷ ଦିନର ଖେଳ ଆରମ୍ଭ ହୋଇପାରି ନ ଥିଲା। ଏହି ସିରିଜ ଭାରତ ପାଇଁ…

୨୭.୫୭ କୋଟି ସଂଗ୍ରହକଲା ‘ବାର୍ବି’

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ରିଲିଜ୍‌ ହୋଇଥିବା ମାର୍ଗୋଟ୍‌ ରୋବି ଏବଂ ରାୟନ ଗସ୍‌ଲିଂଙ୍କ ଅଭିନୀତ କମେଡି ଫିଲ୍ମ ‘ବାର୍ବି’ ଅନ୍ତର୍ଜାତୀୟ ବକ୍ସ ଅଫିସରେ ୧୮.୫୦ କୋଟି ଟଙ୍କା ସଂଗ୍ରହକରି ବିଶ୍ୱବ୍ୟାପୀ ମୋଟ ୨୭.୫୭ କୋଟି ଟଙ୍କାରେ ପହଞ୍ଚିଛି। ଉତ୍ତର ଆମେରିକାରେ…

‘ନୟନିକା ଚରିତ୍ର ମୋ ହୃଦୟର ଅତି ନିକଟତର’

ମୁମ୍ବାଇ: ଅଭିନେତ୍ରୀ କାଜଲ ନିକଟରେ ଓଟିଟି ଡେବ୍ୟୁ କରିଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଦି ଟ୍ରାଏଲ: ପ୍ୟାର, କାନୁନ, ଧୋକା’ରେ ସେ ଜଣେ ଜୁନିୟର ଓକିଲ ଭାବେ ତାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ କରି ଜଣେ ଅସୁରକ୍ଷିତ ମହିଳା ଭୂମିକାରେ ଅଭିନୟ କରିଛନ୍ତି।…

ରହସ୍ୟମୟୀ ପାକିସ୍ତାନୀ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଆଲୋଚନାର ବିଷୟ। ପବ୍‌ଜି ଖେଳୁ ଖେଳୁ ଉତ୍ତରପ୍ରଦେଶର ଗ୍ରେଟର ନଏଡାର ସଚିନ ମୀନାଙ୍କ ପ୍ରେମରେ ପଡ଼ି ଭାରତକୁ ଚାଲି ଆସିଛନ୍ତି। ସେ ଆଇଏସ୍‌ଆଇ ଏଜେଣ୍ଟ ନା ସତରେ ସେ…

ବିଓବିର ୧୧୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୫।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ୧୧୬ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ପ୍ରତିଷ୍ଠା ଦିବସ ବ୍ୟାଙ୍କର ଗୌରବମୟ ଇତିହାସ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।…

ବିଜିୟୁର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ଯଥା ଆଇନ, ବାଣିଜ୍ୟ, ବିଜ୍ଞାନ ଏବଂ ହ୍ୟୁମାନିଟିଜ ଓ ଆପ୍ଲାଏଡ ସାଇନ୍ସର ନବାଗତ…

କଟକରେ ବିଗ୍‌ୱିଙ୍ଗ୍‌ର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୨୫।୭: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ବିଗ୍‌ଓ୍ବିଙ୍ଗ ଆଉଟଲେଟ ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି କଟକ ଲିଙ୍କ୍‌ରୋଡ୍‌ସ୍ଥିତ ଓଏସ୍‌ଏଲ୍‌ ଟାୱାର ନିକଟସ୍ଥ କଟକ ସେଣ୍ଟ୍ରାଲ ନାମରେ ଏହି ନୂଆ ଶୋ’ରୁମ୍‌ର ଶୁଭାରମ୍ଭ ନିକଟରେ…

ଖୋର୍ଦ୍ଧାରେ ଟାଟା ମୋଟର୍ସର ଅତ୍ୟାଧୁନିକ ଆରଭିଏସ୍‌ଏଫ୍‌

ଭୁବନେଶ୍ୱର,୨୫।୭ (ଅଭୟ ଦାଶ): ଟାଟା ମୋଟର୍ସର ଅତ୍ୟାଧୁନିକ ରେଜିଷ୍ଟର୍ଡ ଭେଇକିଲ ସ୍କ୍ରାପିଂ ଫାସିଲିଟି (ଆର୍‌ଭିଏସ୍‌ଏଫ୍‌) ସେଣ୍ଟର ସୋମବାର ଭୁବନେଶର ନିକଟବର୍ତ୍ତୀ ଖୋର୍ଦ୍ଧାର କୁମାରବସ୍ତ କାଞ୍ଜିଆମାଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ନିରନ୍ତର ଗତିଶୀଳତା ପାଇଁ କମ୍ପାନୀର ପ୍ରତିବଦ୍ଧତା ଜାରି ରଖିଛି। ଏପରିକି…

ମଣିପୁର ହିଂସା: ତୃତୀୟ ଦିନ ଗୃହ ଅଚଳ

ନୂଆଦିଲ୍ଲୀ,୨୫ା୭: ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବିରେ ସୋମବାର ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ପାର୍ଲାମେଣ୍ଟରେ ତୃତୀୟ ଦିନ ପାଇଁ ଅଚଳାବସ୍ଥା ଦେଖାଦେଇଥିଲା। ଏପରିକି ସରକାର ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri