Home

କରଡି ଲାଗି ପଦା ହେଉଛି ବାଉଁଶ ଜଙ୍ଗଲ

ବାଲିମେଳା,୨୭ା୭(ଶିବଦତ୍ତ ସାହୁ): ଦିନକୁ ଦିନ ବାଉଁଶ ଗଜା(କରଡି)ର ଚାହିଦା ସ୍ଥାନୀୟ ଅଞ୍ଚଳରେ ବଢୁଛି। ଲୋକେ ଏଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ବେଳେ ଆଦିବାସୀମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରି ବେସ ଦି ପଇସା…

ପାଣି ନାହିଁ: କ୍ଷେତ ଚରାଭୂଇଁରେ ପରିଣତ

ରାଜନଗର,୨୭।୭(ଭାସ୍କର ରାଉତରାୟ)ଶ୍ରାବଣରେ ଯେଉଁ ଚାଷଜମିରେ ଧାନଗଛ ଲହରି ମାରିବା କଥା, ସେହି ଜମି ଏବେ ବେଣା ଓ ଘାସବୁଦାମାନ ଶୋଭା ପାଉଛି। ଶ୍ରାବଣ ମାସରେ ଚାଷଜମି ଏବେ ଗୋଚର ଭୂଇଁରେ ପରିଣତ ହେବାକୁ ଯାଉଛି। ଶୁଖିଲା ପଡିଥିବା କ୍ଷେତରେ ଗୋରୁମାନେ ଚରୁଛନ୍ତି।…

ଫର୍ମ ସୁଧାରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ବ୍ରିଜ୍‌ଟାଉନ୍‌, ୨୭ା୭(ପି.ଟି.): ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ଏହାର ଦିନିକିଆ ସିରିଜ୍‌ ଗୁରୁବାରଠାରୁ ଖେଳିବ। ଟେଷ୍ଟ ସିରିଜ୍‌ରେ ବିଜୟ ପରେ ଏହି ସିରିଜରେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରିବା ନେଇ ଆଶା ରହିଛି। ତେବେ ଏହି ସିରିଜ୍‌ରେ ଭାରତୀୟ ମଧ୍ୟକ୍ରମ ବ୍ୟାଟର…

ବିସିସିଆଇ ଲେଭଲ-୨ ଅମ୍ପାୟରିଂ ପରୀକ୍ଷାରେ ଧିରଜ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୭।୭ (ତପନ ସ୍ବାଇଁ): ରାଜ୍ୟର ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଧୀରଜ ସିଂ ସଫଳତାର ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଲେଭଲ-୨ ଅମ୍ପାୟରିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୧୫୦ରୁ ସେ ୧୨୧ ନମ୍ବର ରଖିଥିଲେ। ପୂରା…

ତେଜାସ ବିଶ୍ୱର ସର୍ବକନିଷ୍ଠ ଫିଡେ ରେଟେଡ୍‌ ଖେଳାଳି

ଭୁବନେଶ୍ୱର, ୨୭।୭: ଉତ୍ତରାଖଣ୍ଡର ତେଜାସ ତିଓ୍ବାରୀ ବିଶ୍ୱର ସର୍ବକନିଷ୍ଠ ଫିଡେ ରେଟେଡ ଚେସ୍‌ ଖେଳାଳି ହୋଇଛନ୍ତି। ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ(ଫିଡେ) ପକ୍ଷରୁ ଟୁଇଟ କରି ଏହା ସ୍ପଷ୍ଟ କରାଯାଇଛି। ୫ ବର୍ଷୀୟ ତେଜାସଙ୍କର ବର୍ତ୍ତମାନ ଫିଡେ ଷ୍ଟାଣ୍ଡାର୍ଡ ରେଟିଂ ହେଉଛି ୧୧୪୯।…

ସନ୍ତୋଷ ଟ୍ରଫି: ଗ୍ରୁପ୍‌ ‘ଡି’ରେ ଓଡ଼ିଶା

ନୂଆଦିଲ୍ଲୀ, ୨୭।୭ (ପି.ଟି.): ଘରୋଇ ଫୁଟବଲର ମର୍ଯ୍ୟାଦାଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ୭୭ତମ ସଂସ୍କରଣ ପାଇଁ ଗ୍ରୁପିଂ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଓଡ଼ିଶା ଗ୍ରୁପ୍‌ ‘ଡି’ରେ ଦିଲ୍ଲୀ, ଲଦାଖ, ପଞ୍ଜାବ, ହରିୟାଣା ଓ ୩୨ଥର ଚାମ୍ପିୟନ ବେଙ୍ଗଲ ସହିତ ସ୍ଥାନ…

ଭାରତୀୟ ଦଳରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୨୭।୭ : ଜର୍ମାନୀର ଡୁସେଲଡର୍ଫଠାରେ ଚତୁଃରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାରତ, ଇଂଲଣ୍ଡ, ସ୍ପେନ୍‌ ଓ ଆୟୋଜକ ଜର୍ମାନୀ ଅଂଶଗ୍ରହଣ କରିବେ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ହକି…

ପ୍ରମୋଦଙ୍କୁ ଏସିଆନ ପାରା ଗେମ୍ସ ଯୋଗ୍ୟତା

ଭୁବନେଶ୍ୱର, ୨୭।୭ (ତପନ ସ୍ବାଇଁ): ଓଡ଼ିଶା କ୍ରୀଡ଼ା ପାଇଁ ଆସିଛି ଏକ ଭଲ ଖବର। ଚାଇନାର ହାଙ୍ଗଝୋଉରେ ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ହେବାକୁଥିବା ୪ର୍ଥ ଏସିଆନ ପାରା ଗେମ୍ସ ପାଇଁ ରାଜ୍ୟର ତାରକା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ…

ବ୍ୟାଡ୍‌ମିଣ୍ଟନ, ଆଥଲେଟିକ୍ସ ଦଳ ଚାଇନା ଗଲା

ଭୁବନେଶ୍ୱର, ୨୭।୭(ତପନ ସ୍ବାଇଁ): ଓ୍ବାଲର୍‌ଡ ୟୁନୁଭର୍ସିଟି ଗେମ୍ସରେ ଅଂଶଗ୍ରହଣ କରିବାପାଇଁ ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ଖେଳାଳି ଓ ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରର ଆଥଲେଟ୍‌ମାନେ ବୁଧବାର ଚାଇନାର ଚେଙ୍ଗଡୁ ଯାତ୍ରା କରିଛନ୍ତି। ଓଡ଼ିଶା ବ୍ୟାଡ୍‌ମିଣ୍ଟନର ଦୁଇ ଚର୍ଚ୍ଚିତ ଭଗୀନି ଋତପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ପଣ୍ଡାଙ୍କ…

ଡେଙ୍ଗୁ ତଥ୍ୟ ଦେଉନାହାନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୭।୭(ଅଭିଜିତ ଦାସ) ମୌସୁମୀ ଆସିଲେ ରାଜ୍ୟରେ ବିଶେଷକରି ମ୍ୟାଲେରିଆ, ଡେଙ୍ଗୁ, ଟାଇଫଏଡ୍‌ ଭଳି ରୋଗ ବ୍ୟାପିଥାଏ। ଚଳିତବର୍ଷ ଏହାର ମୁକାବିଲା ପାଇଁ ବର୍ଷା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ…

ଭାରତର ୪ ଦଳକୁ ମିଳିଲାନି କ୍ଲିୟରାନ୍ସ

ନୂଆଦିଲ୍ଳୀ, ୨୭ା୭ (ପି.ଟି): ଆସନ୍ତା ଏସିଆନ୍‌ ଗେମ୍ସ ୨୦୨୩ରୁ ୪ଟି ଦଳଗତ ଟିମ୍‌କୁ ବାଦ ଦେଇଛି କ୍ରୀଡା ମନ୍ତ୍ରଣାଳୟ। ଭାରତୀୟ ମହିଳା ସଫ୍ଟବଲ୍‌ ଦଳ, ପୁରୁଷ ଓ୍ବାଟର ପୋଲୋ ଦଳ, ପୁରୁଷ ହ୍ୟାଣ୍ଡବଲ ଦଳ ଓ ପୁରୁଷ ଫାଇଭ୍‌ ଏ ସାଇଡ୍‌…

ନକ୍‌ଆଉଟ୍‌ରେ ସ୍ପେନ୍‌, ଜାପାନ

ଡୁନେଡିନ୍‌/ଅକଲାଣ୍ଡ, ୨୭ା୭(ପି.ଟି.): ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ବୁଧବାର ସ୍ପେନ୍‌, ଜାପାନ ଓ କାନାଡା ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପ୍ରଥମ ଦଳ ଭାବରେ ନକ୍‌ଆଉଟରେ ପ୍ରବେଶ କରିଛନ୍ତି ସ୍ପେନ୍‌ ଓ ଜାପାନ। ନକ୍‌ଆଉଟରେ ସ୍ପେନ୍‌ ଓ ଜାପାନ: ଫିଫା ବିଶ୍ୱକପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri