Home

‘ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କର ନାହିଁ’

ଇମ୍ଫାଲ,୨୭।୭: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପଡୋଶୀ ରାଜ୍ୟ ମିଜୋରାମକୁ ିଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମିଜୋରାମ ଅନ୍ୟ କୌଣସି ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ…

ୟୁଏଫ୍‌ଓ-ଏଲିଅନ ସୂଚନା ଲୁଚାଉଛି ଆମେରିକା, ପୂର୍ବ ବାୟୁସେନା ଅଧିକାରୀ କଲେ ପର୍ଦ୍ଦାଫାଶ…

ଓ୍ବାଶିଂଟନ,୨୭।୭ : ଆମେରିକାର ବାୟୁସେନାର ଜଣେ ପୂର୍ବତନ ଗୁପ୍ତଚର ଅଧିକାରୀ ପ୍ରକାଶ କରିଛନ୍ତି ଦଶନ୍ଧି ଧରି ଆମେରିକା ଏଲିଅନ ଏବଂ ୟୁଏଫ୍‌ଓ ସହ ଜଡିତ ତଥ୍ୟ ଲୁଚାଇ ରଖିଛି। ୟୁଏଫ୍‌ଓ ଗୁଡ଼ିକୁ ବର୍ତ୍ତମାନ ଆମେରିକା ସରକାର ୟୁଏପି ବା ଅଜ୍ଞାତ ଉଡ଼ାଣ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ମ୍ୟାଚ୍‌… 

ନୂଆଦିଲ୍ଲୀ,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଗୁରୁବାର ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ ସା୭ ଟାରୁ ଆରମ୍ଭ ହେବ। ବାରବାଡୋସର କେନ୍ସିଙ୍ଗଟନ ଓଭାଲରେ ଉଭୟ ଦଳ ମୁକାବିଲା କରିବେ। ଟେଷ୍ଟ ସିରିଜ ପରି ଦିନିକିଆ…

ମାନନୀୟ ପ୍ରଧାନମନ୍ତ୍ରୀ, ମୁଁ ଆଜି ଆପଣଙ୍କ ସ୍ବାଗତ କରିପାରିବି ନାହିଁ: ମୁଖ୍ୟମନ୍ତ୍ରୀ ଗେହଲଟ୍‌

ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ଶିଖାଓ୍ବାଟି ଗସ୍ତ କରିବେ। ସେଠାରେ ସେ ଦେଶର ୯ କୋଟି କୃଷକଙ୍କ ଖାତାକୁ କିସାନ ସମ୍ମାନ ନିଧି ଯୋଜନାର କିସ୍ତି ଟଙ୍କା ପଠାଇବେ। ଏହାପରେ ସେ ଏକ କୃଷକ ସଭାକୁ ସମ୍ବୋଧନ ସହ…

ଭୋକ ସୂଚକାଙ୍କ: ପୃଥିବୀରେ ୮୨.୮ କୋଟି ଲୋକ ଭୋକିଲା, ତାଲିକାରେ ପାକିସ୍ତାନ ୯୯ ତମ ସ୍ଥାନରେ…

ଓ୍ବାଶିଂଟନ,୨୭।୭ : ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ଜିଏଚଆଇ)ରେ ପାକିସ୍ତାନର ମାନ୍ୟତା ୨୦୦୬ରେ ୩୮.୧ ରୁ ୨୦୨୨ ରେ ୨୬.୧ କୁ ଖସି ଆସିଛି। ଦେଶ ତଥା ଏହାର ଲୋକଙ୍କ ଉପରେ କେତେ ସଙ୍କଟ ଅଛି ତାହା ଏଥିରେ ଦର୍ଶାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ…

୭ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନ ଖଣ୍ଡାୟତ ପଟିକିରା କ୍ଲଷ୍ଟରର ଓରତି ପଞ୍ଚାୟତରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ୭ଟି ଶ୍ରେଣୀ ଥିବାବେଳେ ୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।ଏମାନଙ୍କୁ ଜଣେ ମାତ୍ର ଭିନ୍ନକ୍ଷମ…

କେନ୍ଦୁପାଟଣା ଅସ୍ଥାୟୀ କୋଭିଡ୍‌ ହସ୍ପିିଟାଲ ଉଚ୍ଛେଦ

ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)କଟକ-ଚାନ୍ଦବାଲି ରାସ୍ତା କଡ଼ରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପରିସରରେ କରୋନା ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ଅସ୍ଥାୟୀ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଥିଲା। କରୋନା ଛାଡ଼ି ଯିବା ପରେ ଏହି…

ନାଇଜରରେ କ୍ଷମତା ଦଖଲ, କାରାଗାରରେ ରାଷ୍ଟ୍ରପତି…

ନିଆମେ,୨୭।୭ : ଆଫ୍ରିକୀୟ ଦେଶ ନାଇଜରରେ ସେନା କ୍ଷମତା ଦଖଲ କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କ ସରକାରକୁ ହଟାଇ ଦିଆଯାଇଛି ବୋଲି ନାଇଜର ସେନା ଦାବି କରିଛି। ସେମାନେ ରାଷ୍ଟ୍ରପତି ବାଜୁମଙ୍କୁ କାରାଗାରରେ ରଖିଛନ୍ତି। ଜାତିସଂଘ-ଆମେରିକାର ହସ୍ତକ୍ଷେପକୁ ସୈନିକମାନେ ବିରୋଧ କରିଥିଲେ…

ଶିଳ୍ପ ବିକାଶରେ ବାଧକ ଅସାମାଜିକ ଗୋଷ୍ଠୀ

କଳିଙ୍ଗନଗର,୨୭।୭(ଶୁଭାଶିଷ ରାଉତ) :କଳିଙ୍ଗନଗର ଶିଳ୍ପାଞ୍ଚଳରେ କେତେକ ଅସାମାଜିକ ବ୍ୟକ୍ତି ଓ ଗୋଷ୍ଠୀ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସଙ୍ଗଠନ ଗଠନ କରି କାରଖାନା ବିରୋଧରେ ମିଥ୍ୟା ପ୍ରଦୂଷଣ ଜନିତ ଅଭିଯୋଗ କରୁଛନ୍ତି। ଏଭଳି ଅଯଥା ହସ୍ତକ୍ଷେପ ଶିଳ୍ପ…

ଚାଇନା ମନ୍ତ୍ରୀ ଗଲେ କୁଆଡେ, ସରକାର କ୍ୱିନ୍‌ ଗେଙ୍ଗଙ୍କ ସବୁ ଡେଟା ହଟାଇଲେ…

ଓ୍ବାଶିଂଟନ,୨୭।୭ : ଗତ ଏକ ମାସ ହେବ ନିଖୋଜ ଥିବା ଚାଇନାର ବୈଦେଶିକ ମନ୍ତ୍ରୀ କ୍ୱିନ ଗେଙ୍ଗଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ପୁଣିଥରେ ବୈଦେଶିକ ମନ୍ତ୍ରୀ କରାଯାଇଛି। ଗେଙ୍ଗ ମାତ୍ର…

କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ଖଣ୍ଡପଡ଼ା,୨୭।୭ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୭ ପଞ୍ଚାୟତର ଜନସାଧାରଣ କଣ୍ଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ା ଏଠାରେ ୨ଜଣ ଡ଼ାକ୍ତର ଅଛନ୍ତି ା ହେଲେ ଆବଶ୍ୟକ ଷ୍ଟାଫ ନର୍ସ ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି…

ଏମ୍‌ଜିଏନ୍‌ଆରଇଜିଏସ୍‌ ଅନୁଦାନ ଖର୍ଚ୍ଚରେ ରହୁନି ସ୍ବଚ୍ଛତା

ନୟାଗଡ଼,୨୭।୭ (ଲୋକନାଥ ମିଶ୍ର)ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ ନୟାଗଡ଼ ଜିଲାରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେବେ ଏଥିରେ ସ୍ବଛତା ନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଏନେଇ ଅଭିଯୋଗ କଲେ ସୁଫଳ ମିଳୁନି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri