Home

ହତ୍ୟା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣିବା ପରେ ରାଗିଗଲେ ଅଭିଯୁକ୍ତ, କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଲେ

ଓ୍ବାଶିଂଟନ,୨୮।୬: ଆମେରିକାରେ ମୃତ୍ୟୁଦଣ୍ଡର ସଜା ଶୁଣାଯିବା ପରେ ଜଣେ ଅଭିଯୁକ୍ତ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ସେ କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଥିଲେ। ଅଭିଯୁକ୍ତ ଫ୍ଲୋରିଡାର ବାସିନ୍ଦା ହୋଇଥିବା ବେଳେ ୧୯୯୦ରେ ଜଣେ ୧୧ ବର୍ଷିୟା କନ୍ୟା ଓ…

ଦେଶରେ ୪୭ ପ୍ରତିଶତ ଅଞ୍ଚଳରେ ନାହିଁ ମୌସୁମୀ ବର୍ଷା: ଚିନ୍ତାରେ ଚାଷୀ…

ନୂଆଦିଲ୍ଲୀ,୨୮।୬ : କେରଳରେ ପହଞ୍ଚିବାରେ ୭ ଦିନ ବିଳମ୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଉପରେ ସପ୍ତାହେ ଧରି ଅଟକି ରହିଥିବା ସତ୍ତ୍ୱେତ୍ତେ୍‌ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା କରିଛି। ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ପ୍ରଭାବ ଶେଷ ହେବା ମାତ୍ରେ ମୌସୁମୀ…

ଆଇଆଇଟି ବମ୍ବେ ବିଶ୍ୱର ଶ୍ରେଷ୍ଠ ୧୫୦ ବିଶ୍ୱବିଦ୍ୟାଳୟ ତାଲିକାରେ…

ନୂଆଦିଲ୍ଲୀ,୨୮।୬ : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ ୨୦୨୪ ପ୍ରକାଶିତ ହୋଇଛି। ବିଭିନ୍ନ ମାପଦଣ୍ଡ ଆଧାରରେ ବିଶ୍ୱର ଅନୁଷ୍ଠାନଗୁଡିକର ମୂଲ୍ୟାଙ୍କନ କରିବା ପରେ ଏହାକୁ ଏକ ସ୍କୋର ଦିଆଯାଇଛି। ଏହି ସ୍କୋର ଆଧାରରେ ର଼୍ୟାଙ୍କିଙ୍ଗ ପ୍ରସ୍ତୁତ ହୋଇଛି। ଏହି ର଼୍ୟାଙ୍କିଙ୍ଗରେ ଆଇଆଇଟି…

ଇଥିଓପିଆରେ ଭୋକରେ ମଲେଣି ୭୦୦ରୁ ଅଧିକ

ନାଇରୋବି,୨୮।୬: ଇଥିଓପିଆର ଉତ୍ତର ଟାଇଗ୍ରେ ଅଞ୍ଚଳରେ ଗତ ୭ ଦିନ ମଧ୍ୟରେ ଭୋକରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ପଛର ପ୍ରକୃତ କାରଣ ହେଉଛି ମିଳିତ ଜାତିସଂଘ ଏବଂ ଆମେରିକାରୁ ଶସ୍ୟ ଓ ଖାଦ୍ୟ ଯୋଗାଣ ବନ୍ଦ…

ଆମେରିକାରେ ତାତି ସଙ୍କଟ: ୫୫ ନିୟୁତରୁ ଅଧିକ ଲୋକ ପ୍ରଭାବିତ…

ଓ୍ବାଶିଂଟନ,୨୮।୬ : ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ତାତି ସଙ୍କଟ ସୃଷ୍ଟି ହୋଇଛି। ଅସହ୍ୟ ଗରମ ଯୋଗୁଁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶର ୫୫ ମିଲିୟନରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ପାଇଁ ବର୍ତ୍ତମାନ…

ବେଲାରୁଷରେ ଓ୍ବାଗନର ମୁଖ୍ୟ ପ୍ରିଗୋଜିନ…

ମସ୍କୋ,୨୮।୬ : ୱାଗନର୍‌ ଗୋଷ୍ଠୀର ମୁଖ୍ୟ ପ୍ରିଗୋଜିନ ବେଲାରୁଷରେ ପହଞ୍ଚିଛନ୍ତି ବୋଲି ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ନିଶ୍ଚିତ କରିଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ୱାଗନର୍‌ ମୁଖ୍ୟ ପ୍ରିଗୋଜିନ ମଙ୍ଗଳବାର ବେଲାରୁଷରେ ପହଞ୍ଚିଛନ୍ତି। ଏହି ସୂଚନା ବେଲାରୁଷର…

ଶ୍ରୀଲଙ୍କାକୁ ଭାରତ ବିରୋଧରେ କୌଣସି ପ୍ରକାର ବିପଦ ପାଇଁ ବ୍ୟବହାର କରିବାକୁ ଦିଆଯିବ ନାହିଁ: ଚାଇନା ସହିତ ସାମରିକ ବୁଝାମଣା ମନା କଲେ ବିକ୍ରମସିଙ୍ଘେ…

କଲମ୍ବୋ,୨୮।୬ : ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ କହିଛନ୍ତି ସେ ତାଙ୍କ ଦେଶକୁ ଭାରତ ବିରୋଧରେ କୌଣସି ପ୍ରକାର ବିପଦ ପାଇଁ ଆଧାର ଭାବରେ ବ୍ୟବହାର କରିବାକୁ ଦେବେ ନାହିଁ। ବ୍ରିଟେନ ଏବଂ ଫ୍ରାନ୍ସ ଗସ୍ତରେ ଆସିଥିବା ବିକ୍ରମସିଙ୍ଘେ ଫ୍ରାନ୍ସ ରାଜ୍ୟ…

ନଦୀକୁ ଖସିଲା ଟ୍ରକ: ୧୦ ମୃତ, ୩୦ ଆହତ

ଭୋପାଳ,୨୮।୬: ମଧ୍ୟପ୍ରଦେଶର ଦାତିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ନଦୀରେ ଖସିପଡିବା ଫଳରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଲୋକ ବିବାହ ସମାରୋହରୁ ଟ୍ରକରେ ଯୋଗେ…

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କଲା ଭିଏତଜେଟ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ…

ମାନିଲା,୨୮।୬ : ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ସକାଳେ ଭିଏତଜେଟ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଛିା। ବିମାନରେ ଥିବା ୨୧୪ ଯାତ୍ରୀ ଏବଂ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି। ଏୟାରବସ ଏ-୩୨୧ ଦକ୍ଷିଣ କୋରିଆର ଇଞ୍ଚେନ ସହରରୁ ଭିଏତନାମ…

ସୁରକ୍ଷା ମନ୍ତ୍ରଣାଳୟର ୧୪ କର୍ମଚାରୀଙ୍କୁ ଅପହରଣ…

ମେକ୍ସିକୋ ସିଟି,୨୮।୬ : ମେକ୍ସିକୋରେ ସଶସ୍ତ୍ର ଗୋଷ୍ଠୀ ରାଜ୍ୟ ସୁରକ୍ଷା ମନ୍ତ୍ରଣାଳୟର ୧୪ ଜଣ କର୍ମଚାରୀଙ୍କୁ ଅପହରଣ କରିଛନ୍ତି। ଦକ୍ଷିଣ ମେକ୍ସିକୋର ଚିଆପାସର ସୁରକ୍ଷା ବାହିନୀ ସୁରକ୍ଷା ମନ୍ତ୍ରଣାଳୟର ଅପହୃତ ହୋଇଥିବା କର୍ମଚାରୀଙ୍କୁ ଖୋଜୁଛି। ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି…

ବଳଭଦ୍ର ରଥାରୁଢ ହେବା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ

ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଧାଡ଼ି ପହଣ୍ଡିରେ ଦର୍ପଦଳନରେ ଶ୍ରୀସୁଦର୍ଶନ ବିରାଜମାନ କରିସାରିବା ପରେ ଶ୍ରୀ ବଳଭଦ୍ରଙ୍କ…

ଚାଇନା ପରେ ବର୍ତ୍ତମାନ ଇଟାଲୀ ମୁସଲମାନମାନଙ୍କ ଉପରେ କଡା ଆଭିମୁଖ୍ୟ: ଧର୍ମ ପରିବର୍ତ୍ତନ, ମସଜିଦ ବାହାରେ ନମାଜ ପଢିବା ଉପରେ ଲଗାଯିବ ବ୍ୟାନ

ରୋମ,୨୮।୬: ଇଟାଲୀରେ ସରକାର ମସଜିଦ ବାହାରେ ମୁସଲମାନ ପ୍ରାର୍ଥନା ସ୍ଥଳ ଉପରେ ବ୍ୟାନ ଲଗାଇବା ପାଇଁ ଆଇନର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ଯାହା ଏକ ବିବାଦ ଆରମ୍ଭ କରିଛି। ଏହା ସହିତ ଦେଶରେ ଧାର୍ମିକ ପରିବର୍ତ୍ତନକୁ ରୋକିବା ପାଇଁ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri