Home

ମୋଦିଙ୍କ ଭଳି ନାହାନ୍ତି କେହି ନେତା : ଅଜିତ ପାଓ୍ବାର…

ମୁମ୍ବାଇ,୪।୭ : ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ପରିବର୍ତ୍ତନ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି। ସେ ମଭ୍‌ଗଳବାର କହିଛନ୍ତି ମୋଦିଙ୍କ ଭଳି ନେତା ଦେଶ ତଥା ସମଗ୍ର ବିଶ୍ୱରେ ନାହାନ୍ତି। ମହାରାଷ୍ଟ୍ର…

ଶିନ୍ଦେ ଏବଂ ଅନ୍ୟ ବିଧାୟକ ପଦ ଅଯୋଗ୍ୟତାକୁ ନେଇ ଶ୍ରୀଘ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପହଞ୍ଚିଲେ ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ,୪।୭:ବର୍ତ୍ତମାନ ଦେଶର ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ମହାରାଷ୍ଟ୍ରର ରାଜନୈତିକ ବାତାବରଣ ସରଗରମ ରହିଛି। ଏନସିପିରେ ବିଭାଜନ ଏବଂ ପାର୍ଟି ଉପରେ ନିଜ ନିଜର ନିୟନ୍ତ୍ରଣ ପାଇଁ ଦାଦା-ପୁତୁରାଙ୍କ ମଝିରେ ପୁଣି ବିବାଦ ମୁଣ୍ଡ ଟେକିଛି। ତେବେ ଏମଧ୍ୟରେ ଉଦ୍ଧବ ଗୋଷ୍ଠୀ…

ବିଧାନସଭା ନିର୍ବାଚନ ପାଇଁ ସିନ୍ଧିଆ ଏବଂ ତୋମାରଙ୍କ ଗଡରେ ହୁଙ୍କାର ଭରିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୪।୭: ଆଗାମୀ ବିଧାନସଭା ନିର୍ବାଚନ ନେଇ ରାଜନୀତି ସରଗରମ ରହିଛି। ଏନେଇ କଂଗ୍ରେସରେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ଜୁଲାଇ ୨୨ରେ ଗୱାଲିଅରରେ ନିଜର ନିର୍ବାଚନ ରାଲି ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୮ ବିଧାନସଭା…

କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଔଷଧ ଓ କେମିକାଲ ଅଭାବ ନେଇ ଅସନ୍ତୋଷ

କେନ୍ଦୁଝର, ୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଲା ମୁଖ୍ୟ ଡାକ୍ତରଖାନା)ରେ ଔଷଧ ସାଙ୍ଗକୁ କେମିକାଲର ଅଭାବ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ା ଏଣୁ ରୋଗୀମାନେ ବାହାରୁ ମେଡିସିନ କିଣିବା ସହ ବିଭିନ୍ନ…

ଏସସିଓ ବୈଠକରେ ଚାଇନା-ପାକିସ୍ତାନର ଅର୍ଥନୈତିକ କରିଡରର ପ୍ରସଙ୍ଗ ଉଠାଇଲେ ସି ଜିନପିଙ୍ଗ

ବେଜିଂ,୪।୭: ଭାରତ ଦ୍ୱାରା ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ବୋଧିତ କରିଛନ୍ତି। ସେ ଏସସିଓ ସଦସ୍ୟ ଦେଶଙ୍କୁ ଆଞ୍ଚଳିକ ଶାନ୍ତି ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ଅର୍ଇନୈତିକ ସଂସ୍କାରକୁ ତ୍ୱରାନ୍ବିିତ କରିବାକୁ…

ଜମ୍ମୁ-କଶ୍ମୀରରେ ପୁଣି ଲାଗୁ ହେବ କି ଅନୁଚ୍ଛେଦ ୩୭୦ ? ୩ ବର୍ଷ ପରେ କାହିଁକି ଚର୍ଚ୍ଚା…

ନୂଆଦିଲ୍ଲୀ,୪।୭ : ୨୦୧୯ରେ, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ଅନୁଚ୍ଛେଦ ୩୭୦ ରଦ୍ଦ କରାଯାଇଥିଲା। ତିନି ବର୍ଷ ପରେ ଏହି ପ୍ରସଙ୍ଗରେ ଆଲୋଚନା ପୁଣି ଆରମ୍ଭ ହୋଇଛି। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଅନୁଚ୍ଛେଦ ୩୭୦ ଅପସାରଣକୁ କୋର୍ଟରେ ଚ୍ୟାଲେଞ୍ଜ…

ଆତଙ୍କବାଦ ବିରୋଧରେ ପୂର୍ଣ୍ଣଶକ୍ତିରେ ଲଢ଼ିବା ଜରୁରୀ: ଶେହବାଜ ସରିଫ…

ଇସଲାମାବାଦ,୪।୭ : ପାକିସ୍ତାନ ଆତଙ୍କବାଦ କାରଖାନା ବୋଲ ସମଗ୍ର ବିଶ୍ୱ ଅବଗତ ଅଛି। ଏବେ ବି ସାରା ବିଶ୍ୱରେ ଘୋଷିତ ଆତଙ୍କବାଦୀମାନେ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି। କିନ୍ତୁ ପାକିସ୍ତାନ ନିଜେ ନିଜ ଦେଶରେ ଆତଙ୍କବାଦକୁ ଆଶ୍ରୟ ଦେଇ ଏବେ ଚିନ୍ତାରେ…

ଆମେରିକାରେ ପାର୍ସପୋର୍ଟ ପାଇଁ ପ୍ରତି ସପ୍ତାହରେ ହେଉଛି ୫ଲକ୍ଷ ଆବେଦନ

ଓ୍ବାଶିଂଟନ୍‌,୪।୭:ଆମେରିକାର ନାଗରିକଙ୍କୁ ପାସପୋର୍ଟ ପାଇବା ପାଇଁୁ ତିନିରୁ ଚାରି ମାସ ସମୟ ଲାଗୁଛି। ପ୍ରତି ସପ୍ତାହରେ ପାଞ୍ଚ ଲକ୍ଷ ଲୋକ ପାର୍ସପୋର୍ଟ ପାଇଁ ଆବେଦନ କରୁଛନ୍ତି। ଗତ ବର୍ଷ ୨.୨୦କୋଟି ଲୋକ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ପାର୍ସପୋର୍ଟ ପାଇଁ ଅଧିକ…

କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଇଏସ ଆତଙ୍କବାଦୀ ସଂଗଠନ ନେଟଓ୍ବାର୍କ ବିସ୍ତାର ପାଇଁ କରିଛି ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୪।୭ : ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ବର୍ତ୍ତମାନ କାଶ୍ମୀରରୁ ଭାରତର କନ୍ୟାକୁମାରୀ ପର୍ଯ୍ୟନ୍ତ ଏହାର ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏହି ଆତଙ୍କବାଦୀ ସଂଗଠନ ଇଣ୍ଟରନେଟର କଳା ଜଗତ ଡାର୍କନେଟ ମାଧ୍ୟମରେ ନୂତନ ସଦସ୍ୟ ନିଯୁକ୍ତ କରୁଛି। ଅନୁସନ୍ଧାନକାରୀ…

ମାନବ ଚୋରା ଚାଲାଣ ପୀଡ଼ିତାଙ୍କୁ ମିଳିବ ଆର୍ଥିକ ସହାୟତା-ଘର…

ନୂଆଦିଲ୍ଲୀ,୪।୭ : ଦେଶରେ ମାନବ ଚୋରା ଚାଲାଣର ନେଟୱାର୍କ ବ୍ୟାପକ ହେବାରେ ଲାଗିଛି। ସୀମାନ୍ତ ରାଜ୍ୟଗୁଡିକରେ ମାନବ ଚାଲାଣ ଅଧିକ ଦେଖାଯାଉଛି। ଯଦିଓ ସୀମା ସୁରକ୍ଷା ବାହିନୀ ସମେତ ଅନ୍ୟାନ୍ୟ ଏଜେନ୍ସି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ସଫଳତା…

ଆଫଗାନିସ୍ତାନ ପ୍ରସଙ୍ଗ-ଆତଙ୍କବାଦ ବିରୋଧରେ ଲଢ଼େଇ ଏସସିଓର ମୁଖ୍ୟ ପ୍ରସଙ୍ଗ…

ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ହୋଇଛି। ଏହିବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ, ପାକିସ୍ଥାନ, ଇରାନ, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶର ମୁଖ୍ୟମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।…

ଏସସିଓ ବୈଠକର ସଫଳ ଆୟୋଜନ ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଲେ ପୁଟିନ

ମସ୍କୋ,୪।୭: ପ୍ରଧାନମନ୍ତ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନର (ଏସସିଓ) ବୈଠକକୁ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରିଛନ୍ତି। ଏଥିରେ ଋଷର ରାଷ୍ଟ୍ରପତି ପୁଟିନ ଏବଂ ଚାଇନା ରାଷ୍ଟ୍ରପତିଙ୍କ ସମେତ ଅନେକ ଦେଶର ମୁଖ୍ୟ ଅଂଶଗ୍ରହଣ କରିଛନ୍ତି। ବୈଠକରେ ଋଷର ରାଷ୍ଟ୍ରପତି ପୁଟିନ ଏସସିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri