ଜଗା ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା କାର୍
ପଟାଙ୍ଗି,୭ା୮(ଶରତ ଧଳ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ସମୟରେ ବାଟରେ ଘଟିଛି ଏକ ଅଘଟଣ। ମାତ୍ର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା…
ଚାଇନା ବନ୍ୟାରେ ୧୪ ମୃତ
ବେଜିଂ,୭।୮: ଚାଇନାରେ ପ୍ରବଳ ବର୍ଷା ଓ ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସେଠାରେ ଟାଇଫୁନ ଡୋକସୁରି ଯୋଗୁଁ ହୋଇଥିବା ବନ୍ୟାରେ ଶୁଲାନ ସହରରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ପୂର୍ବରୁ ଦକ୍ଷିଣ ଫୁଜିଆନ ପ୍ରଦେଶରେ ଘୁର୍ଣ୍ଣିଝଡ଼…
ସେନ୍ଥିଲଙ୍କୁ ଝଟକା: ଗିରଫଦାରୀ ବେଆଇନ ନୁହେଁ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୭।୮ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଏକ ଝଟକା ଦେଇ ସୁପ୍ରିମକୋର୍ଟ ବାଲାଜୀ ଏବଂ ତାଙ୍କ ସ୍ତ୍ରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ସେଣ୍ଟିଲ ବାଲାଜୀଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ଆଇନ ଅନୁସାରେ ଠିକ ବୋଲି କହିଛନ୍ତି ଏବଂ…
ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକେ ଜାଣନ୍ତିନି ଇତିହାସ-ଭୂଗୋଳ: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ,୭।୮: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକଙ୍କୁ ଅଜ୍ଞାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଏହା କରୁଛନ୍ତି ସେମାନେ ଜାମ୍ମୁ…
ନିର୍ବାଚନ ଠକେଇ ମାମଲାରେ ବିଚାରପତିଙ୍କୁ ହଟାଇବାକୁ ଦାବି କରିଛନ୍ତି ଟ୍ରମ୍ଫ
ଓ୍ବାଶିଂଟନ,୭।୮: ଯୁକ୍ତରାଷ୍ଟ୍ର ଆମେରିକାର ପୂବ;ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ କରାଯାଇଥିବା ଷଡଯନ୍ତ୍ର ମାମଲାରେ ୱାଶିଂଟନ ଡିସି କୋର୍ଟର ଶୁଣାଣି ଚାଲିଛି। ୨୦୨୦ ନିର୍ବାଚନ ଠକେଇ ମାମଲାରେ ତାଙ୍କୁ ନ୍ୟାୟ ମିଳିବ ବୋଲି…
ସାଳନ୍ଦୀ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ
ଖଇରା,୭ା୮(ଉତ୍କଳବନ୍ଧୁ ପଣ୍ଡା): ଅଣିଜସ୍ଥିତ ସିନ୍ଧୁକେଶ୍ବର ଶିବ ମନ୍ଦିରରେ ପାଣି ଢାଳିବାକୁ ସାଳନ୍ଦୀରେ ଗାଧୋଇବାକୁ ଯାଇ ସୋମବାର ୨ କାଉଡ଼ିଆ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଦ୍ବୟ ହେଲେ ଖଇରା ବ୍ଲକ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ (୨୨) ଓ କାଠିଆ ମହାକୁଡ଼(୨୧)।…
ଦେଶର ସୀମାକୁ କରାଯାଉଛି ସୁଦୃଢ଼: ଜୟଶଙ୍କର…
ନୂଆଦିଲ୍ଲୀ,୭।୮ : ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭୁଟାନ ଏବଂ ଆସାମକୁ ସଂଯୋଗ କରୁଥିବା ରେଳ ଲିଙ୍କ ନେଇ ସୂଚନା ପ୍ରଦାନ କହିଛନ୍ତି। ଏଥି ସହିତ ସେ ମ୍ୟାନମାରର ସୀମା ବିଷୟରେ ମଧ୍ୟ କହିଛନ୍ତି। ଦେଶର ସୀମାକୁ ମଜବୁତ କରାଯାଉଛି। ଭୁଟାନ…
ନଦୀବନ୍ଧରେ ଗର୍ତ୍ତ, ବିପଦ ଆଶଙ୍କା
ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ନଦୀ ବନ୍ଧର ସୁରକ୍ଷା,ପଥର ପ୍ୟାକିଂ ଓ ଉନ୍ନତିକରଣ ପାଇଁ ସରକାର ଜଳ ସମ୍ପଦ ବିଭାଗ ଜରିଆରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଆସୁଥିବା ବେଳେ ବିଭାଗୀୟ ଦାୟିତ୍ୱ ହୀନତା ଓ ଅବହେଳା କାରଣରୁ ନିର୍ମାଣର ମାତ୍ର…
୧୩୮ ଦିନ ପରେ ଲୋକ ସଭା ସଦସ୍ୟତା ଫେରିପାଇଲେ ରାହୁଲ
ନୂଆଦିଲ୍ଲୀ,୭।୮: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିବାର ୩ଦିନ ପରେ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପୁନଃସ୍ଥାପିତ ହୋଇଛି। ବର୍ତ୍ତମାନ କଂଗ୍ରେସ ନେତାମାନେ ସଂସଦର ପ୍ରକ୍ରିୟାରେ ଭାଗ ନେଇପାରିବେ। ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇବା ପରେ ଲୋକ…
ଶିବରାଜ ଚାହିଁଲେ କଂଗ୍ରେସରେ ହୋଇ ପାରିବେ ସାମିଲ: କମଲ ନାଥଙ୍କ କଟାକ୍ଷ…
ଭୋପାଳ,୭।୮ : ଗତ କିଛି ଦିନ ହେବ ଭାଜପା ନେତାଙ୍କ କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା କ୍ରମାଗତ ଭାବେ ବଢ଼ି ଚାଲିଛି। ଦୀପକ ଯୋଶୀଙ୍କ ପରି ଅନେକ ବଡ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ରବିବାର ଦାତିଆର ଜଣେ ବରିଷ୍ଠ ଭାଜପା…
‘ଭଲ ପାଇବାର ବିଜୟ ହୋଇଛି’
ନୂଆଦିଲ୍ଲୀ,୭ା୮: ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଫେରିବା ପରେ କଂଗ୍ରେସ ମହଲରେ ଆନନ୍ଦର ଲହରି ଖେଳିଯାଇଛି। କଂଗ୍ରେସ ଏମ୍ପି ଶିଶି ଥରୁର ଏହି ଘୋଷଣା ଉପରେ ନିଜର ପ୍ରତିକ୍ରିୟା ରଖି ଏହାକୁ ଗଣତନ୍ତ୍ରର ବିଜୟ ବୋଲି କହିବା ସହ ଭଲ…
ରାହୁଲଙ୍କ ସଦସ୍ୟତା ଫେରାଇ ଦିଆଯିବା ପରେ ଉତ୍ସବ ମନାଇଲେ ‘ଇଣ୍ଡିଆ’ ଏମପି, ଅଖିଲେଶ କହିଲେ ବଢିଲା ବିଶ୍ୱାସ
ନୂଆଦିଲ୍ଲୀ,୭।୮: ଆଜି ସଂସଦର ମୌସୁମୀ ଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ପହଞ୍ଚିବେ। ରାହୁଲ ଗାନ୍ଧୀ ଦିନ ୧୨ଟା ସମୟରେ ପାର୍ଲାମେଣ୍ଟରେ ପହଞ୍ଚିବେ। ସମସ୍ତ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଗୃହ ଦ୍ୱାରରେ ସ୍ବାଗତ କରିବେ। ରାଜ୍ୟ…
Archives


