Home

ଗୋବର, ଧାନର ରାଖି ବାନ୍ଧିଲେ ମୁଖ୍ୟମନ୍ତ୍ରୀ ବାଘେଲ

ରାୟପୁର,୩୧।୮: ଗୁରୁବାର ଦିନ ସାରା ଦେଶରେ ରକ୍ଷା ବନ୍ଧନ ପାଳନ କରାଯାଉଛି। ଛତିଶଗଡରେ ମଧ୍ୟ ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିସ୍ମରଣୀୟ ସମ୍ପର୍କର ରକ୍ଷାବନ୍ଧନର ମହାନ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଜାପତି ବ୍ରହ୍ମାକୁମାରୀ…

‘ଶାରୀରିକ ଭାବେ ଆମେ ବ୍ରିକ୍ସ ସମ୍ମିଳନୀରେ ଥିଲୁ, କିନ୍ତୁ ବେଙ୍ଗାଲୁରୁରେ ଥିଲା ମନ’

ନୂଆଦିଲ୍ଲୀ,୩୧।୮: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚନ୍ଦ୍ରୟାନ-୩ ଅବତରଣ ଦିନ କଥା ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ଦିନ ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲା, ଆମେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଶାରୀରିକ…

୯ ଦଫା ଦାବିରେ କଂଗ୍ରେସର ପ୍ରତିବାଦ

ଚାନ୍ଦବାଲି,୩୧ା୮(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଗୁରୁବାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ଚାନ୍ଦବାଲି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରାଯାଇଛି। ଏହି…

ଥମିନି ମଣିପୁର ହିଂସା! ୧୨ ଘଣ୍ଟାରେ ଆଉ ୨ ମୃତ୍ୟୁ

ଇମ୍ଫାଲ,୩୧।୮: ହିଂସାକାଣ୍ଡ ଘଟିଥିବା ମଣିପୁରରେ ପୁଣି ଥରେ ଗୁଳି ବିନିମୟ ଘଟିଛି ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମଣିପୁରରେ ଏହି ଘଟଣା ଗତ ୧୨ଘଣ୍ଟା ମଧ୍ୟରେ ଘଟିଛି। ଏହା ବ୍ୟତୀତ ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ବିଷ୍ଣୁପୁର ଜିଲାର…

ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ,୩୧।୮: ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ସେ ରେଳ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେବେ। ସିହ୍ନା ନୂତନ ଅଧ୍ୟକ୍ଷ ତଥା ସିଇଓ (ରେଳ ବୋର୍ଡ)…

ଜି.ଉଦୟଗିରି ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ

ଜି.ଉଦୟଗିରି,୩୧ା୮(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୁରୁବାର ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପ୍ରାକ୍ତନ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ହେତୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବସମ୍ମତି କ୍ରମେ ବନ୍ଦ ରଖାଯାଇଛି। ଏନ୍‌ଏସି ପରିସରରେ…

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଲୀ,୩୧।୮: ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପରେ ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ଖୁବ ବର୍ଷିଛି। କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏକ ଘରୋଇ ଚ୍ୟାନେଲକୁ କହିଛନ୍ତି ଯେ ଆମକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ…

‘ଇଣ୍ଡିଆ’ ବୈଠକରେ ସାମିଲ ହେବାକୁ ମୁମ୍ବାଇରେ ପହଞ୍ଚିଲେ ଅଖିଳେଶ

ମୁମ୍ବାଇ,୩୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଦୁଇ ଦିନିଆ ବୈଠକ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଚାଲିବ। ‘ଇଣ୍ଡିଆ’ର ବୈଠକରେ ସାମିଲଦେବା ପାଇଁ ଏସପି ମୁଖ୍ୟ ଅଖିଳେଶ…

ଗ୍ରାଣ୍ଟ ଶାପ୍ସ ବ୍ରିଟେନର ନୂଆ ପ୍ରତିରକ୍ଷା ସଚିବ, ବେନ ଓ୍ବାଲେସଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ

ଲଣ୍ଡନ,୩୧।୮: ବ୍ରିଟିଶ ସରକାର ପୂର୍ବତନ ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସଙ୍କୁ ଦେଶର ନୂତନ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ବାସ୍ତବରେ, ଶାପ୍ସ ବର୍ତ୍ତମାନ ବେନ ୱାଲେସଙ୍କ ସ୍ଥାନ ନେବେ। ଚାରି ବର୍ଷ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ…

ସୁନା ଦୋକାନରେ ଜିଏସ୍‌ଟି ଚଢ଼ାଉ

ଚାନ୍ଦବାଲି,୩୧ା୮(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ବଜାରସ୍ଥିତ ସୁବୋଧ ସାହୁ ଆଣ୍ଡ୍‌ ସନ୍ସ ଜୁଏଲାରୀ ଦୋକାନ ଉପରେ ଗୁରୁବାର ଜିଏସ୍‌ଟି(ଏନ୍‌ଫୋର୍ସମେଣ୍ଟ) ପକ୍ଷରୁ ଚଢ଼ାଉ କରାଯାଇଛି। ଯାଜପୁର ଡିଭିଜନ ପକ୍ଷରୁ ୨ଟି ଗାଡ଼ିରେ ପ୍ରାୟ ୧୦ଜଣ କର୍ମଚାରୀ ଆସି ସୁନାଗହଣା…

ମହିଳାଙ୍କୁ ଛୁରିରେ ଆକ୍ରମଣ: ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସମ୍ପର୍କୀୟ, ୪ ଅଟକ

କୋରୁକୋଣ୍ଡା,୩୧ା୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ଚିନ୍ତଲବାଡ଼ା ପଞ୍ଚାୟତ ମାଝିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ…

ଚନ୍ଦ୍ରମାରେ ଖେଳିଲା ରୋଭର ପ୍ରଜ୍ଞାନ, ଲ୍ୟାଣ୍ଡର ବିକ୍ରମ ଏମିତି ରେକର୍ଡ କଲା ଭିଡିଓ

ବେଙ୍ଗାଲୁରୁ,୩୧।୮: ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବା ପରଠାରୁ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର ବିକ୍ରମ ପ୍ରତିଦିନ ପୃଥିବୀକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଉଛନ୍ତି। ଏହି ସମୟରେ, ଲ୍ୟାଣ୍ଡର ବିକ୍ରମ ରୋଭର ପ୍ରଜ୍ଞାନଙ୍କ ଏକ ମଜାଳିଆ ଭିଡିଓ ମଧ୍ୟ ଚନ୍ଦ୍ର ପୃଷ୍ଠରୁ ଇସ୍ରୋକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?