FIFA 2026: ବିଶ୍ୱକପ ଫାଇନାଲ ପରେ ପଡ଼ିଆ ପାଲଟିଲା ରଣକ୍ଷେତ୍ର; ଆର୍ଜେଣ୍ଟିନା-ସ୍ପେନ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ; ଫିଫା ନେଲା ବଡ଼ ଆକ୍ସନ
ନ୍ୟୁୟର୍କ,୨୦।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲରେ ସ୍ପେନ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିଥିଲା। ନ୍ୟୁୟର୍କରେ ଖେଳାଯାଇଥିବା ମ୍ୟାଚ ପରେ ପଡ଼ିଆରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରାଜୟରେ ହତାଶ ହୋଇ କେତେଜଣ ଆର୍ଜେଣ୍ଟିନା…
ହଠାତ୍ ଜଳିଗଲା ATM, ଧୂଆଁ ବାହାରିବା ଦେଖି ଲୋକେ….
ବେଲପାହାଡ଼,୨୦ା୭(ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକ ଏଟିଏମରେ ରବିବାର ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ସ୍ଥାନୀୟ…
ଫିଫା ବିଶ୍ୱକପ ଟ୍ରଫି ପ୍ରଦାନ କରିବା ପରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ କାହିଁକି ମଞ୍ଚ ଛାଡିଲେ ନାହିଁ? ଏବେ ହେଉଛନ୍ତି ଟ୍ରୋଲ
ନ୍ୟୁୟର୍କ,୨୦।୭: ଆମେରିକାର ନ୍ୟୁ ଜର୍ସୀରେ ଅନୁଷ୍ଠିତ ଫିଫା ବିଶ୍ୱକପ 2026 ଫାଇନାଲରେ ଆର୍ଜେଣ୍ଟିନାକୁ 1-0 ଗୋଲରେ ପରାସ୍ତ କରି ସ୍ପେନ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ତଥାପି, ମ୍ୟାଚ ପରେ ଟ୍ରଫି ସମାରୋହ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
Video: ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଲା ମେସିଙ୍କ ଲୁହ, ପରାଜୟରେ ଶେଷ ହେଲା ବିଶ୍ୱକପ ଯାତ୍ରା
ନ୍ୟୁୟର୍କ,୨୦।୭: ଲିଓନେଲ ମେସି କାନ୍ଦୁ ନଥିଲେ। କିମ୍ବା ସେ ରାଗି ନଥିଲେ। ସେ କେବଳ ଏକା ବସିଥିଲେ। କ୍ୟାମେରା ତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ସମୟରେ, ଏହି ଫୁଟବଲ କିମ୍ବଦନ୍ତୀଙ୍କ ମୁହଁରେ କୌଣସି ଭାବନା ନଥିଲା। ତଥାପି, ସେ କିଛି…
ଖୁସି ଖବର ଦେଲେ ଆମେରିକା ଉପରାଷ୍ଟ୍ରପତି
ଓ୍ବାଶିଂଟନ,୨୦।୭: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘରେ ଖୁସି ଆସିଛି। ତାଙ୍କ ପତ୍ନୀ, ଆମେରିକାର ଦ୍ୱିତୀୟ ମହିଳା ଉଷା ଭାନ୍ସ, ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁର ନାମ ଆଲେକ ନୀଲ ଭାନ୍ସ ରଖାଯାଇଛି। ଏହି ମୁହୂର୍ତ୍ତଟି ଆମେରିକୀୟ…
Hormuz Ship Blast: ହର୍ମୁଜ ପ୍ରଣାଳୀ ପାର ହେଉଥିବା ଦୁଇଟି ଜାହାଜରେ ବିସ୍ଫୋରଣ, ଗୋଟିଏରେ ତେଲ ସହ ଏଲପିଜି ଥିବା ବେଳେ ଅନ୍ୟଟିରେ ଥିଲା ସାର!
ତେହରାନ,୨୦।୭: ବିଶ୍ୱ ତୈଳ ଯୋଗାଣ ପାଇଁ ଜୀବନରେଖା ବିବେଚିତ ହର୍ମୁଜ ପ୍ରଣାଳୀରେ ବିସ୍ଫୋରଣର ରିପୋର୍ଟ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି। ବିଳମ୍ବିତ ରାତିରେ ନୌସେନା ଖଣି ସହିତ ଧକ୍କା ଯୋଗୁ ବିସ୍ଫୋରଣ ପରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ…
ନିଖୋଜ ଥିଲେ ବୃଦ୍ଧ ପୋଖରୀରୁ ମିଳିଲା ମୃତଦେହ
ଦିଗପହଣ୍ଡି,୨୦।୭,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଏସ.ଗୋପାଳପୁର ଗ୍ରାମର ଭାସ୍କର ବରାଡ଼(୮୨) ଶନିବାର ସାରୁ ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରବିବାର ସକାଳେ ତାଙ୍କ ମୃତଦେହ…
କେବେ ଆଉ କେମିତି ଭାଙ୍ଗିବେ ଅନଶନ ସ୍ପଷ୍ଟ କଲେ ସୋନମ ୱାଙ୍ଗଚୁକ , ରଖିଲେ ଏହି ୩ ସର୍ତ୍ତ
ନୂଆଦିଲ୍ଲୀ,୨୦।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ଅନଶନ ଶେଷ କରିବାର ଯୋଜନା ଘୋଷଣା କରିଛନ୍ତି। ସୋମବାର (ଜୁଲାଇ ୨୦) ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି ସର୍ତ୍ତ ଉଲ୍ଲେଖ କରାଯାଇଥିବା ଏକ ଚିଠି ଶେୟାର କରାଯାଇଥିଲା। ୱାଙ୍ଗଚୁକ କହିଛନ୍ତି ଯେ…
ଏଇ ଭାରତରେ
ଏମ୍. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ ଜୀବନ ବିତାଉଥିବା ପିଲାଙ୍କୁ ଉଦ୍ଧାର କରି ପଢ଼ାଉଛନ୍ତି। ଏହି କାର୍ଯ୍ୟ ପାଇଁ ସେ…
ସିନ୍ଥେଟିକ ବୁଦ୍ଧିମତ୍ତା
ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି ଖ୍ରୀ.ପୂ. ୩୫୦୦ ରୁ ୪୦୦୦ ବର୍ଷ ପୂର୍ବେ ମେସୋପଟାମିଆ ଅଞ୍ଚଳର ଚକର ଆବିଷ୍କାର।…
ବାଲ୍ୟକାଳ ବାହୁଡ଼ି ନ ଆସୁ
ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ- ”ମୋ ସକଳ ଧନ ସମ୍ପତ୍ତି, ପ୍ରତିଷ୍ଠା ପ୍ରତିପତ୍ତି, ଯାହା କିଛି ମୋ ପାଖରେ…
ଅନଶନ ସହଜ ନୁହେଁ
ଏନ୍ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ କରିଆସୁଥିବା ସାମାଜିକ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍ଚୁକ୍ଙ୍କୁ ଦିଲ୍ଲୀ ପୋଲିସ ଉଠାଇ…

