Odisha Elections 2024

କ୍ରମ୍ପଟନ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯: କ୍ରମ୍ପଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଗ୍ରାଇଣ୍ଡିଂରେ ଆଶ୍ୱସ୍ତ ଦେଉଥିବା ପାୱାର ଟ୍ରେନ୍‌ ମଟରଚାଳିତ ଡୁରୋ ଇଲାଇଟ ପ୍ଲସ୍‌, ଡୁରୋ ରୟାଲ, ବୋଲ୍ଟମିକ୍ସ ପ୍ରୋ , ବୋଲ୍ଟମିକ୍ସ କୁଲକୁ ବଜାର ପ୍ରବେଶ କରାଯାଇଛି। ଏପରିକି ଆଧୁନିକ ଭାରତୀୟ ରୋଷେଇକୁ ପୁନଃ ପରିଭାଷିତ କରିବା ପାଇଁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ଗ୍ରାଇଣ୍ଡରର ଆକାର ଏବଂ କାର୍ଯ୍ୟରେ ବିଶେଷତ୍ୱ ରହିଛି। ସେହିଭଳି ଡୁରୋ ରୟାଲ ଏବଂ ବୋଲ୍ଟମିକ୍ସ ପରିସର ମୂଳରେ ଏକ ଚିନ୍ତାପୂର୍ବକ ଇଞ୍ଜିନିୟରିଂ କାର୍ଯ୍ୟ କରାଯାଇଥିବା ବେଳେ ଆଧୁନିକ ଭାବେ ଡିଜାଇନ ହୋଇଛି, ଯାହା ସ୍ଥାୟିତ୍ୱ ପ୍ରଦାନ କରିଥାଏ ଏବଂ ସମ୍ପ୍ରସାରିତ ବ୍ୟବହାର ବେଳେ ମଧ୍ୟ ନିରବଚ୍ଛିନ୍ନ ପ୍ରଦର୍ଶନ କରିଥାଏ ଏବଂ ଲମ୍ବା ସମୟ ଧରି ଗ୍ରାଇଣ୍ଡିଂ ଅଧିବେଶନରେ ହଠାତ୍‌ ବନ୍ଦ ହୋଇଯାଏ ନାହିଁ। ଏ ସମ୍ପର୍କରେ କ୍ରମ୍ପଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ର ପିଏଲ୍‌ ହେଡ୍‌ (ଛୋଟ ଘରୋଇ ଉପକରଣ) କେତନ ଚୌଧରୀ କହିଥିଲେ, ଘର ରନ୍ଧାର କଳାରେ ବିପ୍ଲବ ଆଣି କ୍ରମ୍ପଟନ ନିରନ୍ତର ଭାବେ ଏହାର ଟେକ୍ନୋଲୋଜିକାଲ ବିଶେଷଜ୍ଞତା ଦ୍ୱାରା ଆଧୁନିକ ରୋଷେଇକୁ ନିର୍ମାଣ କରିଛି। ଆମର ଗ୍ରାହକମାନଙ୍କୁ ଗଭୀର ଭାବେ ବୁଝିବାର ସମର୍ଥନରେ ଆମ ନବୀନତମ ମିକ୍ସର ପରିସର ଆଧୁନିକ ଜୀବନଶୈଳୀ ଅନୁରୂପ ଅଭିନବତ୍ୱ ବିତରଣ କରିବାରେ ଅବିଚଳିତ ଭାବେ ଧ୍ୟାନ କେନ୍ଦ୍ରିତ କରିଛି। ତେଣୁ ଯେକୌଣସି ବ୍ୟଞ୍ଜନର ପ୍ରାମାଣିକ ସ୍ବାଦକୁ ସୁନିଶ୍ଚିତ କରିବାକୁ ସମାନ ଭାବେ ସୂକ୍ଷ୍ମ ଗ୍ରାଇଣ୍ଡିଂର କଳାରେ ସଠିକତା ଆଣିବା ପାଇଁ ଆମେ ସାହସିକ ପଦକ୍ଷେପ ନେଇଛୁ ା ନା କେବଳ ଉପତ୍ାଦ ପ୍ରସ୍ତୁତ କରିବାରେ ବରଂ ବ୍ୟଞ୍ଜନରେ ଉନ୍ନତ ଆଣୁଥିବା ଓ ସ୍ବାଦ କଳିକୁ ପ୍ରସନ୍ନ କରୁଥିବା ରୋଷେଇ ଅନୁଭୂତିରେ ମଧ୍ୟ ଏହି ଅଭିନବତ୍ୱ ଦୈନନ୍ଦିନ ଜୀବନର ଅନୁଭୂତିକୁ ଭଲରୁ ଭଲ କରିବାର ଆମର ପ୍ରକୃତି ଅନୁରୂପ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri