Home

ନିର୍ବାଚନି ରାଜ୍ୟ ରାଜସ୍ଥାନରେ ରାଜନୈତିକ ଉଷ୍ମତା, କେତେଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଯୋଗଦେଲେ ଭାଜପାରେ

ଜୟପୁର,୨୪।୮: ଆଜି ରାଜସ୍ଥାନ ଭାଜପାରେ ମୋଟ ୧୭ଜଣ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କେତେଜଣ ନେତା ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି। ଯେଉଁଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାୟଗର ମହାସଭାର ରାଷ୍ଟ୍ରୀୟ ସଭାପତି ଭଓ୍ବଁରଲାଲ ନଭଲ, ବୀରୱା…

ନାଶନାଲ ଫିଲ୍ମ ଆଓ୍ବାର୍ଡ ୨୦୨୩: ଅଲ୍ଲୁ ଅର୍ଜୁନ ବେଷ୍ଟ ଆକ୍ଟର, ଆଲିଆ ଭଟ୍ଟ, କ୍ରିତି ସାନନ ବେଷ୍ଟ ଆକ୍ଟ୍ରେସ

ନୂଆଦିଲ୍ଲୀ,୨୪।୮: ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୩ର ବିଜେତାଙ୍କ ଘୋଷଣା ପିଆଇବି(ପ୍ରେସ ଇନଫରମୋନ ବ୍ୟୁରୋ) ପକ୍ଷରୁ କରାଯାଇଛି। ରାଜଧାନୀ ଦିଲ୍ଲୀର ନାଶନାଲ ମିଡିଆ ସେଣ୍ଟରରେ ଏହି ବିଶେଷ ଆଓ୍ବାର୍ଡ ସେରିମନିର ଆୟୋଜନ କରାଯାଇଛି। ମୁଭି ‘ପୁଷ୍ପା ଦ ରାଇଜ’ ପାଇଁ ସାଉଥ ଷ୍ଟାର…

ଉତ୍ତର ପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଯୋଗୀ ସରକାରଙ୍କ ନୂଆ ନିୟମ, ଉଲ୍ଲଂଘନ କଲେ ବନ୍ଦ ରହିବ ପଦନ୍ନୋତି

ଲକ୍ଷ୍ନୌ,୨୪।୮: ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ କରି ରାଜ୍ୟରେ ଜନସେବା କାର୍ଯ୍ୟରେ ନିୟୋଜିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତା, ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ସ୍ଥିର କରିଛନ୍ତି। ମାନବ ସମ୍ପଦା ପୋର୍ଟାଲ…

ଉତ୍ତରାଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ୫ ସେପ୍ଟେମ୍ବରରୁ ଆରମ୍ଭ, ଅନୁପୂରକ ବଜେଟ ଉପସ୍ଥାପନ କରିବେ ଧାମି ସରକାର

ଡେରାଡୁନ,୨୪।୮: ଉତ୍ତରାଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୫-୮ ପର୍ଯ୍ୟନ୍ତ ଡେରାଡୁନରେ ହେବ। ଏହି ଅଧିବେଶନରେ ସରକାର ଏକ ସପ୍ଲିମେଣ୍ଟାରୀ ବଜେଟ ମଧ୍ୟ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ବୈତରଣୀରେ କୁମ୍ଭୀର ଆତଙ୍କ

ଆନନ୍ଦପୁର,୨୪ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ପ୍ରବାହିତ ବୈତରଣୀରେ କୁମ୍ଭୀର ଆତଙ୍କ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ବନବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଇଛି। ବୈତରଣୀ ନଦୀର ତନେଇପାଳ ଘାଟ ନିକଟରେ କିଛି ଲୋକ…

୬୯ ତମ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ଲିଷ୍ଟରେ ଆଗରେ ସାଉଥ ଫିଲ୍ମ

ମୁମ୍ବାଇ: ଏବେ ଏକ୍ସରେ ଟ୍ରେଣ୍ଡ କରୁଛି ୬୯ତମ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ। ଅଭିନେତା ରାମ ଚରଣ, ଅଲ୍ଲୁ ଅର୍ଜୁନ ରହିଛନ୍ତି ଟ୍ରେଣ୍ଡରେ। ଫ୍ୟାନ୍ସ ନିଜ ନିଜ ଫେବରେଟ ଆକ୍ଟରଙ୍କୁ ସପୋର୍ଟ କରୁଛନ୍ତି। ତେବେ ନ୍ୟାସନାଲ ଫିଲ୍ମ ଆଓ୍ବାର୍ଡରେ ଚଳିତ ବର୍ଷ ସାଉଥ…

ଏମିତି ମନ୍ଦିର, ଯାହା ରାକ୍ଷସଙ୍କ ନଖରେ ହୋଇଛି ତିଆରି, ପ୍ରଭୁ ଗଣେଶ ପାଉଛନ୍ତି ପୂଜା

ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି। ପ୍ରତ୍ୟେକ ସ୍ଥାନ ନିଜ ନିଜର ସ୍ବତନ୍ତ୍ରତା ପାଇଁ ବେଶ୍‌ ପରିଚିତ। ସେମିତି ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ରହିଛି ଇଣ୍ଡୋନେସିଆର ବାଲି ପ୍ରଦେଶର ଉବୁଦ ଅଞ୍ଚଳରେ। ଏଠାକାର ଛୋଟ ବେଡୁଲୁ ଗାଁରେ ଅବସ୍ଥିତ ଗୋଆ ଗଜ…

ମଣିଶଙ୍କର ଆୟାରଙ୍କ ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୪।୮: କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ବୟାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଆକ୍ସନ ମୁଡରେ ଅଛି। ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଣିଶଙ୍କର ଆୟାରଙ୍କ ବୟାନକୁ ନେଇ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।…

ସାବଧାନ! ସାବୁନରେ ମିଶୁଛି ପଶୁ ଚର୍ବି

ଲକ୍ଷ୍ନୌ,୨୪ା୮: ଆପଣ ପ୍ରତିଦିନ ସାବୁନ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ସାବୁନରେ ପଶୁ ଚର୍ବି ମିଶୁଛି। ଏପରି ଏକ ମାମଲା ୟୁପି ପୋଲିସ ଖୁଲାସା କରିଛି। ପୋଲିସ ତିନୋଟି କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣର ପଶୁ ଚର୍ବି…

ବ୍ରିକ୍ସ ଶିଖର ସମ୍ମିଳନୀ: ବସୁଧୈବ କୁଟୁମ୍ବକମ ଆମ ଜୀବନଶୈଳୀର ଆଧାର, ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ମୋଦି

ଜୋହାନସବର୍ଗ,୨୪।୮: ବ୍ରିକ୍ସ-ଆଫ୍ରିକା ଆଉଟରିଚ ଏବଂ ବ୍ରିକ୍ସ ପ୍ଲସ ଡାଏଲଗକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୋର ବିଶ୍ୱାସ ଯେ ବ୍ରିକ୍ସ ଦେଶ ଏବଂ ଏଠାରେ ଉପସ୍ଥିତ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ବହୁମୁଖୀ ବିଶ୍ୱକୁ ମଜବୁତ କରିବାରେ ସହଯୋଗ କରିପାରିବେ।…

ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍‌ ରାଫେଲ ନାଡାଲ

ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ ଇନଫୋସିସ ଏହା ପ୍ରକାଶ କରିଛି। ନାଡାଲଙ୍କ ସହ ଇନଫୋସିସ ୩ ବର୍ଷର ଚୁକ୍ତି କରିବ।…

ଭାରତ ପରେ ଏବେ ଏହି ଦେଶରେ ପିଆଜର ଅହେତୁକ ଦର ବୃଦ୍ଧି

କାଠମାଣ୍ଡୁ,୨୪ା୮: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇ ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ଏକ ବଡ଼ ପଦକ୍ଷେପ ନେଇଥିଲେ। ଏହି ନିଷ୍ପତ୍ତିର ପ୍ରଭାବ ପଡ଼ୋଶୀ ଦେଶ ନେପାଳ ଉପରେ ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri