ଚାଷୀଙ୍କ ଖାତାକୁ ଗଲା ୧୪ ତମ କିସ୍ତି
ନୂଆଦିଲ୍ଲୀ,୨୭।୭: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପିଏମ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ଚାଷୀଙ୍କ ଖାତାକୁ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ…
ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା
କଟକ,୨୭ା୭: ଆସନ୍ତାବର୍ଷ ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବା ନେଇ ମଧ୍ୟ ବୋର୍ଡ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।…
ଗଦର ୨ର ଟ୍ରେଲର ଲଞ୍ଚ ଇଭେଣ୍ଟ ପୂର୍ବରୁ କାନ୍ଦିଲେ ସନ୍ନି ଦେଓଲ, ଲୁହ ପୋଛିଲେ ଅମିଶା ପଟେଲ…
ମୁମ୍ବାଇ: ଗଦର ୨ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଆକ୍ସନ ଏବଂ ଡ୍ରାମାରେ ପରିପୂର୍ଣ୍ଣ କାହାଣୀକୁ ନେଇ ଦର୍ଶକମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଟ୍ରେଲର ଲଞ୍ଚ ଇଭେଣ୍ଟରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ ଉପସ୍ଥିତ ଥିଲେ। ସାକିନାଙ୍କ ଗେଟଅପରେ ଅମିଶା ଏବଂ ସନ୍ନି…
୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା…
ନୂଆଦିଲ୍ଲୀ,୨୭।୭ : ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଭାରତରେ ନିଖୋଜ ମହିଳା ଓ ବାଳିକାଙ୍କ ସଂଖ୍ୟା ଉପରେ ଏକ ନୂତନ ତଥ୍ୟ ପ୍ରକାଶ କରିଛି। ଏନସିଆରବି ତଥ୍ୟକୁ ଉଦ୍ଧୃତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି କେବଳ ୨୦୨୧ ମସିହାରେ…
କଳା କପଡା ପିନ୍ଧୁଥିବା ଲୋକଙ୍କର ଆଜିବି କଳା, ଭବିଷ୍ୟତ ବି କଳା, ବିରୋଧୀଙ୍କୁ ଟାର୍ଗେଟ କଲେ ଗୋୟଲ
ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ଲଗାତାର ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ ମାଗି ଚାଲିଛନ୍ତି।ଏ ସମ୍ପର୍କରେ ଗତ କିଛି ଦିନ ହେବ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଉତ୍ତେଜନା ଦେଖାଦେଇଥିବାବେଳେ ବିରୋଧୀ ଏମପିମାନେ କଳା ପୋଷାକ ପିନ୍ଧି ଗୃହରେ ପହଞ୍ଚିଛନ୍ତି। କେନ୍ଦ୍ର ମନ୍ତ୍ରୀ…
ମୋଦି ଦିଅନ୍ତୁ ଇସ୍ତଫା, ଶାହା ହୁଅନ୍ତୁ ଦେଶର ପ୍ରଧାନମନ୍ତ୍ରୀ: ଟି.ଏସ. ସିଂ ଦେଓ…
ରାୟପୁର,୨୭।୭ : ମଣିପୁର ପ୍ରସଙ୍ଗରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ସଂସଦରେ ବିରୋଧୀ ଦଳର ମିଳିତ ମେଣ୍ଟ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର ମାଗି ଲୋକସଭାରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଲୋକସଭା ବାଚସ୍ପତି ଓମ…
ପୁଲଓ୍ବାମା ଶହୀଦଙ୍କ ପରିବାର ବର୍ଗଙ୍କୁ କାହିଁକି ମିଳିନି ନିଯୁକ୍ତି, କେନ୍ଦ୍ର ସରକାର ଦେଲେ ଉତ୍ତର…
ନୂଆଦିଲ୍ଲୀ,୨୭।୭ : ୨୦୧୯ ମସିହାରେ, ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାର ବର୍ଗଙ୍କୁ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ସେମାନଙ୍କ ପିଲାମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ…
ନିର୍ବାଚନ ପୂର୍ବରୁ ନିଜ କର୍ମୀଙ୍କୁ ଚେତାବନୀ ଦେଲେ କମଲନାଥ
ଭୋପାଳ,୨୭।୭: ମଧ୍ୟ ପ୍ରଦେଶ ସାଧାରଣ ନିର୍ବାଚନକୁ ଆଉ ବେଶିଦିନ ବାକି ନାହିଁ। ରାଜ୍ୟରେ ଶାସନ କ୍ଷମତାକୁ ହରାଇଥିବା ପିସିସି ମୁଖ୍ୟ କମଲନାଥ ଏବେ ଟିକେ କଡା ନିମୟ ଆପଣାଇଛନ୍ତି। ଏହି ନିୟମ ଆଉ କାହାପାଇଁ ନୁହେଁ ବରଂ ନିଜ ଦଳର କର୍ମୀଙ୍କ…
ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ
ଭଦ୍ରକ,୨୭ା୭(ସନାତନ ରାଉତ): ପାରିବାରିକ କଳହ ଉଗ୍ରରୂପ ନେବାରୁ ସ୍ବାମୀକୁ ଶାବଳରେ ଭୁସି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆରେ। ଉକ୍ତ ଗ୍ରାମର ସୁରେଶ ମହଲାଙ୍କ ସ୍ତ୍ରୀ ସଞ୍ଜୁଲତା ସ୍ବାମୀଙ୍କୁ ଛାଡ଼ି ବାହାରେ…
ମୋ ହ୍ୟାଣ୍ଡ୍ବ୍ୟାଗ୍ ଏବେ ମୋର ନୁହେଁ, ରାହାର ହୋଇଯାଇଛି
ଚୁଲ୍ବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମଝିରେ ମଝିରେ ସେ ନିଜ ଝିଅ ରାହାଙ୍କ ପାଇଁ ସମୟ ବାହାର କରିବାକୁ ଆଦୌ…
ଚାକିରି ଛାଡ଼ିବା ପାଇଁ ଏମିତି ଚିଠି ଲେଖିଲେ କର୍ମଚାରୀ, ଦେଖିଲେ ହସିହସି ଗଡ଼ିବେ
ଚାକିରି ଛାଡ଼ିବା କାହା ପାଇଁ ଏତେ ସହଜ କଥା ନୁହେଁ। ଯଦି ଭଲ ଅଫର ରହିଥାଏ, ତେବେ ଇଚ୍ଛା ହୁଏ ଛାଡ଼ିବା ପାଇଁ। କିନ୍ତୁ ଯେତେବେଳେ ବି ଚାକିରି ଛାଡ଼ିବା ପାଇଁ ଲେଟର ବା ଚିଠି ଲେଖିବେ ସେତେବେଳେ ଅନେକ କଥା…
‘ଓ୍ବାନ୍ ଫ୍ରାଇ ଡେ’ ନାଇଟ୍’ ଟ୍ରେଲର ରିଲିଜ୍
ଅଭିନେତ୍ରୀ ରବିନା ଟଣ୍ଡନ ଦୀର୍ଘ ଦିନ ପରେ ଚମତ୍କାର ଅନ୍ଦାଜ୍ରେ ପରଦାକୁ ଫେରିଛନ୍ତି। ଖୁବ ଶୀଘ୍ର ସେ ଫିଲ୍ମ ‘ଓ୍ବାନ୍ ଫ୍ରାଇ ଡେ’ ନାଇଟ୍’ରେ ନଜର ଆସିବେ। ନିକଟରେ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି। ଟ୍ରେଲର୍ ସସପେନ୍ସ ଏବଂ ରୋମାଞ୍ଚରେ…
Archives


